ଅର୍ଜୁନ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
(Arjun (Odia Film)ରୁ ଲେଉଟି ଆସିଛି)
ଅର୍ଜୁନ
ନିର୍ଦ୍ଦେଶକହର ପଟ୍ଟନାୟକ
ପ୍ରଯୋଜକପ୍ରଦ୍ୟୁମ୍ନ ଲେଙ୍କା
ସଂଳାପସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟସୁବୋଧ ପଟ୍ଟନାୟକ
କାହାଣୀହର ପଟ୍ଟନାୟକ
କଳାକାରଅନୁଭବ ମହାନ୍ତି
ଗାର୍ଗୀ ମହାନ୍ତି
ପ୍ରଦ୍ୟୁମ୍ନ ଲେଙ୍କା
ରାମେଶ୍ୱରୀ
ହର ପଟ୍ଟନାୟକ
କିର୍ତ୍ତୀ ମହାନ୍ତି
ଅମ୍ରିତା ଶୁକ୍ଳା
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୫
ଦେଶ ଭାରତ
ଭାଷାଓଡ଼ିଆ

ଅର୍ଜୁନ ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଦ୍ୟୁମ୍ନ ଲେଙ୍କା । ଶୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ । ହର ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ଗାର୍ଗୀ ମହାନ୍ତି ।[୨] ପ୍ରଦ୍ୟୁମ୍ନ ଲେଙ୍କା, ରାମେଶ୍ୱରୀ, ହର ପଟ୍ଟନାୟକ, ଅମ୍ରିତା ଶୁକ୍ଳା, ସୁରେଶ ବଳ, ରାଇମୋହନ ପରିଡ଼ା, ଚକ୍ରଧର ଜେନା, ସରୋଜ ଦାସ, ପ୍ରେମାଞ୍ଜନ ପରିଡ଼ା, ଦେବୁ ବୋଷ, ଜୀବନ ପଣ୍ଡା, ସଲିଲ ମିତ୍ର, ବାବୁ ପ୍ରଧାନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ତପୁ ମିଶ୍ର, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଥୁ ଥୁ ଛି ଛି" 
2."ମୁଁ ତୁମକୁ ଭଲ ପାଏ" 
3."ସୁଖ ସବୁ ତ‌ତେ ଦେବି" 
4."ଆୟୋଦା ରାମା ଆୟୋରେ" 
5."ଅର୍ଜୁନ ତୁ ହାରିବୁ ନାହିଁ" 

ଆଧାର[ସମ୍ପାଦନା]

  1. Portal, Prerna News (12 October 2020). "ଆଜି ମନେ ପଡନ୍ତି ଅଭିନେତା, ଚିତ୍ରନାଟ୍ୟକାର ଓ ନିର୍ଦ୍ଦେଶକ ହର ପଟ୍ଟନାୟକ". ପ୍ରେରଣା (in Odia). Archived from the original on 6 December 2021. Retrieved 6 December 2021.{{cite news}}: CS1 maint: unrecognized language (link)
  2. ୨.୦ ୨.୧ "Gargi Mohanty- Odia Actress". E News ଓଡ଼ିଆ. 21 October 2016. Retrieved 10 March 2017.

ବାହାର ଆଧାର[ସମ୍ପାଦନା]