ଅଦୃଶ୍ୟମ୍
ଅଦୃଶ୍ୟମ୍ | |
---|---|
ନିର୍ଦ୍ଦେଶକ | ରାଜେନ୍ଦ୍ର ମହନ୍ତ |
ପ୍ରଯୋଜକ | ସମରେଶ ରାଉତରାୟ ସମ୍ବିତ ଆଚାର୍ଯ୍ୟ ଦୁର୍ଗା କିଙ୍କର ଦାଶ |
ସଂଳାପ | ସାରିକା ସ୍ୱାଇଁ |
ଚିତ୍ରନାଟ୍ୟ | ରାଜେନ୍ଦ୍ର ମହନ୍ତ |
କାହାଣୀ | ଦୁର୍ଗା କିଙ୍କର ଦାଶ |
କଳାକାର | ସାନୁ ଅଙ୍କିତା ସମରେଶ ରାଉତରାୟ ଚିତ୍ତ ରଞ୍ଜନ ତ୍ରିପାଠୀ ଲିପ୍ସା ମିଶ୍ର |
ସଙ୍ଗୀତ | ବିଶ୍ୱରୂପ ମହାପାତ୍ର |
ଚିତ୍ରଗ୍ରହଣ | ଅମରେଶ ଜେନା ସତ୍ୟମ୍ |
ସମ୍ପାଦକ | ମାନସ କୁମାର ସାହୁ |
Production company | |
ମୁକ୍ତିଲାଭ ତାରିଖ | ୩୧ ଜାନୁଆରୀ ୨୦୨୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଦୃଶ୍ୟମ୍, ୨୦୨୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସମରେଶ ରାଉତରାୟ, ସମ୍ବିତ ଆଚାର୍ଯ୍ୟ ଏବଂ ଦୁର୍ଗା କିଙ୍କର ଦାଶ । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ଦୁର୍ଗା କିଙ୍କର ଦାଶ । ସାରିକା ସ୍ୱାଇଁ କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ରାଜେନ୍ଦ୍ର ମହନ୍ତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ବିଶ୍ୱରୂପ ମହାପାତ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସାନୁ ଏବଂ ଅଙ୍କିତା । ସମରେଶ ରାଉତରାୟ, ଚିତ୍ତ ରଞ୍ଜନ ତ୍ରିପାଠୀ, ଲିପ୍ସା ମିଶ୍ର ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱରୂପ ମହାପାତ୍ର ।[୪] ଗୀତିକାର କୁମାରଶ୍ରୀ ସାହୁ, ସତ୍ୟରଞ୍ଜନ ବଳ, ଉସ୍ତାଦ ଏବଂ ଅନୁରାଗ ପ୍ରମୁଖ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅସୀମା ପଣ୍ଡା, ଶଶାଙ୍କ ଶେଖର, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ସାଥିୟା" | ସତ୍ୟରଞ୍ଜନ ବଳ | ଅସୀମା ପଣ୍ଡା, ଶଶାଙ୍କ ଶେଖର | |
2. | "ଅଦୃଶ୍ୟମ୍" | ରାଜା ସାହେବ ସୌମେନ୍ଦ୍ର | ଉସ୍ତାଦ, ଅନୁରାଗ | |
3. | "ଯଶସ୍ୱିନୀ" | କୁମାରଶ୍ରୀ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଆସନ୍ତାକାଲି ପରଦାକୁ ଆସୁଛି ଭିନ୍ନସ୍ବାଦର ଓଡ଼ିଆ ଫିଲ୍ମ 'ଅଦୃଶ୍ୟମ୍' | Sambad". ସମ୍ବାଦ. sambad.in. 30 January 2020. Retrieved 1 February 2020.
- ↑ ୨.୦ ୨.୧ "ମୁକ୍ତିଲାଭ କଲା ନୂଆ ଓଡ଼ିଆ ଫିଲ୍ମ 'ଅଦୃଶ୍ୟମ୍' । | Kanak News". kanak news. kanak news. 31 January 2020. Retrieved 1 February 2020.
- ↑ "ସାନୁଙ୍କ 'ନିୟତି'". ପ୍ରମେୟ. No. ଭୁବନେଶ୍ୱର. 8 February 2023. p. 22. Archived from the original on 11 February 2023. Retrieved 11 February 2023.
- ↑ "Studio version 'Akhi Bhije' song from upcoming Adrushyam released | Sambad English". ସମ୍ବାଦ. Sambad English. 24 January 2020. Retrieved 1 February 2020.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଦୃଶ୍ୟମ୍