ହରିଭାଇ ହାରେନା
Jump to navigation
Jump to search
ହରିଭାଇ ହାରେନା | |
---|---|
ନିର୍ଦ୍ଦେଶକ | ରାଜୁ ମିଶ୍ର |
ପ୍ରଯୋଜକ | ନିରଞ୍ଜନ ରଣା[୧] |
ସଂଳାପ | ପ୍ରଦୀପ ନନ୍ଦ |
ଚିତ୍ରନାଟ୍ୟ | ରାଜୁ ମିଶ୍ର |
କାହାଣୀ | ନିରଞ୍ଜନ ରଣା |
କଳାକାର | ସୁନୀଲ କୁମାର, ଅନୁ ଚୌଧୁରୀ, ମିହିର ଦାସ, ଦେବୁ ବୋଷ, ପ୍ରକୃତି ମିଶ୍ର |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ରାଜୁ ମିଶ୍ର |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୨୦୦୪ |
ଦେଶ | ![]() |
ଭାଷା | ଓଡ଼ିଆ |
ହରିଭାଇ ହାରେନା, ୨୦୦୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ନିରଞ୍ଜନ ରଣା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ[୨] ଏବଂ କାହାଣୀ ରଚନା କରିଥିଲେ । ପ୍ରଦୀପ ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରାଜୁ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁନୀଲ କୁମାର ଏବଂ ଅନୁ ଚୌଧୁରୀ ।[୪] ମିହିର ଦାସ, ପ୍ରକୃତି ମିଶ୍ର, ଦେବୁ ବୋଷ, ବାଦଲ ମହାନ୍ତି, ପିଙ୍କି ପ୍ରଧାନ, ଜୟୀରାମ ସାମଲ, ସାତ୍ୱକୀ ମିଶ୍ର, ଋତୁ ଷଡ଼ଙ୍ଗୀ, ବୁରିଆ, ମାମୁନୀ ମିଶ୍ର, ସ୍ୱରୂପ ନାୟକ, ରେଖା ଦତ୍ତ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ[ସମ୍ପାଦନା]
- ସୁନୀଲ କୁମାର
- ଅନୁ ଚୌଧୁରୀ
- ମିହିର ଦାସ
- ପ୍ରକୃତି ମିଶ୍ର
- ଦେବୁ ବୋଷ
- ବାଦଲ ମହାନ୍ତି
- ପିଙ୍କି ପ୍ରଧାନ
- ଜୟୀରାମ ସାମଲ
- ସାତ୍ୱକୀ ମିଶ୍ର
- ଋତୁ ଷଡ଼ଙ୍ଗୀ
- ବୁରିଆ
- ମାମୁନୀ ମିଶ୍ର
- ସ୍ୱରୂପ ନାୟକ
- ରେଖା ଦତ୍ତ
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ । ଦେବଦାସ ଛୋଟରାୟ, ବିଜୟ ମଲ୍ଲ, ପ୍ରଦୀପ ନନ୍ଦ, ସୁରେଶ ପରିଡ଼ା ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|---|---|
1. | "ତୋ ଆଖି ନୀଳ କଇଁ" | |
2. | "ରିମ୍ ଝିମ୍ ରାତି" | |
3. | "ମୁଁ ଚାନ୍ଦିର ପାଉଁଜି" | |
4. | "ହରି ଭାଇ ହାରିବନି (ଦୁଃଖ)" | |
5. | "ହରି ଭାଇ ହାରିବନି (ପୁରୁଷ)" | |
6. | "ହରି ଭାଇ ହାରିବନି (ନାରୀ)" | |
7. | "ବେଳେ ବେଳେ ଏମିତି ବି" |
ଆଧାର[ସମ୍ପାଦନା]
- ↑ "ଠକେଇ ଅଭିଯୋଗରେ ମା' ତାରିଣୀ କନ୍ଷ୍ଟ୍ରକ୍ସନର ଏମ୍ଡି ଗିରଫ". Odisha Reporter. 3 June 2018. Retrieved 20 April 2018.
- ↑ "ସିନେ ପ୍ରଯୋଜକ ନିରଞ୍ଜନ ରଣାଙ୍କ ବିରୋଧରେ ଲାଗିଲା ଓପିଆଇଡି ଆଇନ". Odisha Reporter. 9 June 2016. Retrieved 20 April 2018.
- ↑ "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 August 2018. Retrieved 27 August 2018.
- ↑ "ଏ ବର୍ଷ ନାହାନ୍ତି ଏହି ଲୋକପ୍ରିୟ ଓଲିଉଡ ଯୋଡି". sambad.in. 16 November 2017. Retrieved 20 April 2018.
ବାହାର ଆଧାର[ସମ୍ପାଦନା]
- ହରିଭାଇ ହାରେନା ଇଣ୍ଟରନେଟ ମୁଭି ଡାଟାବେସରେ