Jump to content

ସୂର୍ଯ୍ୟମୁଖୀ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ସୂର୍ଯ୍ୟମୁଖୀ
ନିର୍ଦ୍ଦେଶକପ୍ରଫୁଲ୍ଲ ସେନଗୁପ୍ତା
ପ୍ରଯୋଜକସୌମେନ୍ଦ୍ର ମିଶ୍ର
ସଂଳାପ(ସଂଳାପ): ଗୁରୁକୃଷ୍ଣ ଗୋସ୍ୱାମୀ
କଳାକାରଅନନ୍ତ, ଲକ୍ଷ୍ମୀପ୍ରିୟା ମହାପାତ୍ର, ମିନତି ମିଶ୍ର, ସୁଖଲତା ମହାନ୍ତି
ସଙ୍ଗୀତଶାନ୍ତନୁ ମହାପାତ୍ର
ମୁକ୍ତିଲାଭ ତାରିଖ
୧୯୬୩
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୮୬ ହଜାର

ପ୍ରଫୁଲ୍ଲ ସେନଗୁପ୍ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ କଥାଚିତ୍ର ସୂର୍ଯ୍ୟମୁଖୀ ୧୯୬୩ରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରରେ ଲତା ମଙ୍ଗେସକରମାନ୍ନା ଦେ ଗୀତ ଗାଇଥିଲେ । [] ସଙ୍ଗୀତ ଶାନ୍ତନୁ ମହାପାତ୍ର ଗୀତ ଗୁଡ଼ିକର ସାରଣୀ

ଗୀତଗୀତିକାରଗାୟକ / ଗାୟିକା
୧) ନୀଳାଦ୍ରି ବିହାରୀ ହରିଗୁରୁକୃଷ୍ଣ ଗୋସ୍ୱାମୀପ୍ରଣବ ପଟ୍ଟନାୟକ
୨) ସେଇ ଚୁନା ଚୁନା ତାରା ଫୁଲଗୁରୁକୃଷ୍ଣ ଗୋସ୍ୱାମୀଲତା ମଙ୍ଗେସକର
୩) ଆରେ ଅଳତା ଢାଳିଲେଗୁରୁକୃଷ୍ଣ ଗୋସ୍ୱାମୀନିର୍ମଳା ମିଶ୍ର, ସିକନ୍ଦର ଆଲାମ, ପ୍ରଣବ ପଟ୍ଟନାୟକ, ଓ ସାଥୀ
୪) ସେଇ ନୀଳପରୀ ଦେଶେଗୁରୁକୃଷ୍ଣ ଗୋସ୍ୱାମୀମହମ୍ମଦ ସିକନ୍ଦର ଆଲାମନିର୍ମଳା ମିଶ୍ର
୫) ଅନ୍ତରେ କାନ୍ଦେ ବାହାରେଗୁରୁକୃଷ୍ଣ ଗୋସ୍ୱାମୀପ୍ରଣବ ପଟ୍ଟନାୟକ
୬) ବନ୍ଧୁରେ ଦୁନିଆରେ ସମୟରଗୁରୁକୃଷ୍ଣ ଗୋସ୍ୱାମୀମାନ୍ନା ଦେ

ଅଭିନୟରେ

[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ସୂର୍ଯ୍ୟମୁଖୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

  1. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 66–. ISBN 978-1-136-77284-9.

ଅଧିକ ତଥ୍ୟ

[ସମ୍ପାଦନା]