ସନ୍ତାନ
ଦେଖଣା
| ସନ୍ତାନ | |
|---|---|
| ନିର୍ଦ୍ଦେଶକ | ମହମ୍ମଦ ମହସିନ |
| ପ୍ରଯୋଜକ | କେଶବ ରାଉତ |
| ଚିତ୍ରନାଟ୍ୟ | ମହମ୍ମଦ ମହସିନ |
| କାହାଣୀ | ପ୍ରମିଳା ରାଉତ |
| କଳାକାର | ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, ଦେବୁ ବୋଷ, ରଚନା ବାନାର୍ଜୀ, ଅପରାଜିତା ମହାନ୍ତି |
| ଚିତ୍ରଗ୍ରହଣ | ଦିଲ୍ଲିପ ଦତ୍ତ |
| ସମ୍ପାଦକ | ବିଶ୍ୱନାଥ ରାଓ |
ମୁକ୍ତିଲାଭ ତାରିଖ | ୧୯୯୮ |
| ଦେଶ | ଭାରତ |
| ଭାଷା | ଓଡ଼ିଆ |
| ଖର୍ଚ୍ଚ | |
ସନ୍ତାନ ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ମହମ୍ମଦ ମହସିନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।
ଅଭିନୟ
[ସମ୍ପାଦନା]- ସିଦ୍ଧାନ୍ତ ମହାପାତ୍ର[୧]
- ବିଜୟ ମହାନ୍ତି
- ଦେବୁ ବୋଷ
- ଅପରାଜିତା ମହାନ୍ତି
- ଜୟୀରାମ ସାମଲ
- ରଚନା ବାନାର୍ଜୀ[୨]
- ସ୍ନିଗ୍ଧା ମହାନ୍ତି
- ଇଲୁ ବାନାର୍ଜୀ
- ସନ୍ଦିପ ରାଉତ
- ବୀଣା ମହାରଣା
- କାନ୍ତା ସିଂ
- ଅଶୋକ
ଆଧାର
[ସମ୍ପାଦନା]- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
- ↑ "ଏହି ଚଳଚ୍ଚିତ୍ର ଜରିଆରେ ଓଲିଉଡ୍ରେ ପାଦ ରଖିଥିଲେ ରଚନା ବାନାର୍ଜୀ, ପ୍ରଥମରୁ ହିଁ ମିଳିଥିଲା ସିଦ୍ଧାନ୍ତଙ୍କ ସାଥ୍". sambad.in. 29 May 2018. Archived from the original on 20 October 2021. Retrieved 6 June 2018.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସନ୍ତାନ