ରଘୁପତି ରାଘବ ରାଜାରାମ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ରଘୁପତି ରାଘବ ରାଜାରାମ
ନିର୍ଦ୍ଦେଶକସୁଧାଂଶୁ ମୋହ‌ନ ସାହୁ
ପ୍ରଯୋଜକସୀତାରମ ଅଗ୍ର‌ୱାଲ
ସଂଳାପଶ୍ରୀକାନ୍ତ ଗୌତମ
ଚିତ୍ରନାଟ୍ୟସୁଧାଂଶୁ ମୋହ‌ନ ସାହୁ
କଳାକାରସିଦ୍ଧାନ୍ତ ମହାପାତ୍ର
ରିୟା ଦେ
ପୁପିନ୍ଦର ସିଂହ
ମିହିର ଦାସ
ଅନିତା ଦାସ
ତୃପ୍ତି ସିହ୍ନା
ସଙ୍ଗୀତବିକାଶ ଦାସ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୨୮ ଅଗଷ୍ଟ ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

ରଘୁପତି ରାଘବ ରାଜାରାମ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ର‌ୱାଲ । ସାର୍ଥକ ମୁଭିଜ୍ ବ୍ୟାନରରେ ନିର୍ମିତ ହୋଇଥିଲା ଏହି ଚଳଚ୍ଚିତ୍ରଟି । ଏହା ସାର୍ଥକର ୧୪ ତମ ଚଳଚ୍ଚିତ୍ର ଥିଲା ।[୨] ଏହି ଚଳଚ୍ଚିତ୍ରର ସଂଳାପ ଲେଖିଥିଲେ ଶ୍ରୀକାନ୍ତ ଗୌତମ । ନିର୍ଦ୍ଦେଶକ ସୁଧାଂଶୁ ମୋ‌ହନ ସାହୁ ଏହି ଚଳଚ୍ଚିତ୍ରର ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ବିକାଶ ଦାସ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ନମିତା ଅଗ୍ରୱାଲ, ସୌରିନ ଭଟ୍ଟ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।

ଏହି କଥାଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ରିୟା ଦେ[୪], ପୁପିନ୍ଦର ସିଂହ[୫], ରୂପାଲି, ଦେବାଶିଷ, ଦେବସ୍ମିତା ପଣ୍ଡା[୬][୭] ଆଦି କଳାକାରମାନେ ଅଭିନୟ କରିଥିଲେ । ମିହିର ଦାସ, ଅନିତା ଦାସ, ତୃପ୍ତି ସିହ୍ନା, ତପସ୍ୱିନୀ ମିଶ୍ର, ମନିଷା ସାମନ୍ତରାୟ ଆଦି କଳାକାରମାନେ ଏହି କଥାଚିତ୍ରର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ନମିତା ଅଗ୍ରୱାଲ, ସୌରିନ ଭଟ୍ଟ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଚୋରି କରୁ କରୁ" 
2."ଚୋରି ତ କରିନି" 
3."ଜୀବନରେ କିଛି ବି" 
4."ନିଃଶ୍ୱାସ ଥିଲା" 
5."ଶୁଣେନା ଶୁଣେନା" 

ଆଧାର[ସମ୍ପାଦନା]

  1. "ଓଲିଉଡ୍ @୨୦୧୫". Odisha Reporter. 29 December 2015. Retrieved 25 August 2017.
  2. ୨.୦ ୨.୧ "Raghupati Raghaba Rajaram (ରଘୁପତି ରାଘବ ରାଜାରାମ) - 2015 Romantic Action Odia Film". ଓଡ଼ିଆପୋର୍ଟଲ.ଇନ୍. Retrieved 25 August 2017.
  3. "ନୂଆ ଓଡ଼ିଆ ସିନେମା 'କିଛି କହିବାର ଅଛି'". ନିର୍ଭୟ. No. ରବିବାର. OMDB (Twitter). 26 June 2022. Retrieved 5 December 2022.
  4. "ନିରାଶ ହେଲେ ରୀୟା". ସମ୍ବାଦ. 16 October 2016. Archived from the original on 2 August 2017. Retrieved 25 August 2017.
  5. "ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. Retrieved 10 April 2018.
  6. "ଫେରିଲେ ଦେବସ୍ମିତା". ସମ୍ବାଦ. 11 November 2016. Archived from the original on 28 August 2017. Retrieved 25 August 2017.
  7. "ଦିଲକା ରାଜାର ମହୁରତ". Ollywood Maza. 22 October 2016. Archived from the original on 28 August 2017. Retrieved 25 August 2017.
  8. "ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. Retrieved 10 April 2018.

ବାହାର ଆଧାର[ସମ୍ପାଦନା]