ରଖିବ ଯଦି ସେ ମାରିବ କିଏ
ରଖିବ ଯଦି ସେ ମାରିବ କିଏ | |
---|---|
ନିର୍ଦ୍ଦେଶକ | ରିତେଶ ନାୟକ |
ପ୍ରଯୋଜକ | ରତିକାନ୍ତ କାନୁନ୍ଗୋ |
ସଂଳାପ | ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ସୁବୋଧ ପଟ୍ଟନାୟକ |
କାହାଣୀ | ସୁଚିସ୍ମିତା କାନୁନ୍ଗୋ |
କଳାକାର | ସିଦ୍ଧାନ୍ତ ମହାପାତ୍ର ଅନୁ ଚୌଧୁରୀ ମିହିର ଦାସ ଦେବୁ ବୋଷ ଉତ୍ତମ ମହାନ୍ତି ବୀଣା ମହାରଣା |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ରିତେଶ ନାୟକ |
ସମ୍ପାଦକ | ଚନ୍ଦ୍ରେଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୪ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ରଖିବ ଯଦି ସେ ମାରିବ କିଏ, ୨୦୦୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରତିକାନ୍ତ କାନୁନ୍ଗୋ ।[୨] ସୁଚିସ୍ମିତା କାନୁନ୍ଗୋ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଥିଲେ । ରିତେଶ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ । ମିହିର ଦାସ, ଦେବୁ ବୋଷ, ଉତ୍ତମ ମହାନ୍ତି, ବୀଣା ମହାରଣା, ପିଣ୍ଟୁ ନନ୍ଦ, ଦୀପ୍ତି ପଣ୍ଡା, ଦୀପକ ପରିଡ଼ା, ଜୟୀରାମ ସାମଲ, ଉପାସନା ସିଂହ, ସଦାଶିବ ଅମରାପୁରକର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରରେ ସାପଙ୍କ ମହିମା ବିଷୟରେ କିଛି ଦୃଶ୍ୟ ରହିଛି ।[୩]
ଅଭିନୟ
[ସମ୍ପାଦନା]- ସିଦ୍ଧାନ୍ତ ମହାପାତ୍ର
- ଅନୁ ଚୌଧୁରୀ[୨]
- ମିହିର ଦାସ
- ଦେବୁ ବୋଷ
- ଉତ୍ତମ ମହାନ୍ତି
- ବୀଣା ମହାରଣା
- ପିଣ୍ଟୁ ନନ୍ଦ
- ଦୀପ୍ତି ପଣ୍ଡା
- ଦୀପକ ପରିଡ଼ା[୨]
- ଜୟୀରାମ ସାମଲ
- ଉପାସନା ସିଂହ
- ସଦାଶିବ ଅମରାପୁରକର
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ନିଜାମ୍, ଶୀର୍ଷାନନ୍ଦ ଦାସ କାନୁନ୍ଗୋ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଚାନ୍ଦ ଶୋଇଗଲା ପରେ" | |
2. | "ଏକ ଦୁଇ ଦୁଣେ" | |
3. | "କାଲି ରାତି କଥା" | |
4. | "ମୋ ପାଦେ ପାଉଁଜୀ" | |
5. | "ନା ହେଲୁ ଶ୍ରୀମତି" | |
6. | "ରଖିବ ଯଦି ସେ" |
ଆଧାର
[ସମ୍ପାଦନା]- ↑ "ସିନେମା ଜୀବନ". Archived from the original on 20 September 2022. Retrieved 19 April 2018.
- ↑ ୨.୦ ୨.୧ ୨.୨ "ଶେଷ ସିନେମାରେ ମିଳିଥିଲା ଅନୁ ଚୌଧୁରୀଙ୍କ ସାଥ୍". sambad.in. 29 May 2017. Retrieved 19 April 2018.[permanent dead link]
- ↑ "ପରଦାରେ ନାଗ-ନାଗୁଣୀ ସାଜିଲେ ଏହି ଓଲିଉଡ ଯୋଡି | Sambad". Sambad. 20 June 2018. Archived from the original on 24 August 2018. Retrieved 27 August 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରଖିବ ଯଦି ସେ ମାରିବ କିଏ