ମିଷ୍ଟର ମଜନୁ

ଉଇକିପିଡ଼ିଆ‌ରୁ
ମିଷ୍ଟର ମଜନୁ
ନିର୍ଦ୍ଦେଶକଅଶୋକ ପତି
ପ୍ରଯୋଜକଜାଗୀ ମଙ୍ଗଦ ପଣ୍ଡା
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟଅଶୋକ ପତି
କଳାକାରବାବୁଶାନ୍
ଶୀତଲ ପାତ୍ର
ଦିବ୍ୟା ମହାନ୍ତି
ସୂର୍ଯ୍ୟମୟୀ ମହାପାତ୍ର
ମିହିର ଦାସ
ରାଇମୋହନ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଆର୍. ଭଗତ ସିଂହ
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୪ ଅକ୍ଟୋବର ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ମିଷ୍ଟର ମଜନୁ, ୨୦୧୯ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜାଗୀ ମଙ୍ଗଦ ପଣ୍ଡା, ଯାହାକି ତରଙ୍ଗ ସିନେ ପ୍ରଡକ୍ସନରେ ନିର୍ମିତ ହୋଇଥିଲା ।[୨] ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ଏବଂ ଗୀତ ରଚନା କରିଥିଲେ ।[୩] ନିର୍ଦ୍ଦେଶକ ଅଶୋକ ପତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ । ୧୪ ଅଗଷ୍ଟ ୨୦୧୯ରେ ଏହି କଥାଚିତ୍ରଟିର ଶୁଭ ମହୁରତ ହୋଇଥିଲା ।[୪]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍ ଏବଂ ତାଙ୍କ ସହ ତନିଜଣ ନାୟିକା ଶୀତଲ, ଦିବ୍ୟା ଏବଂ ସୂର୍ଯ୍ୟମୟୀ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୫][୬] ମିହିର ଦାସ, ରାଇମୋହନ ପରିଡ଼ା, ତ୍ରିଭୁବନ, ଜୋଜୋ ଆଦି ବିଭିନ୍ନ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୩] ଗୀତିକାର ନିର୍ମଳ ନାୟକବାପୁ ଗୋସ୍ୱାମୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ଦିବ୍ୟାଦିଶା: ଏଥର ଆଇଟମ୍ ଗାର୍ଲ". ସମ୍ବାଦ. ଭୁବନେଶ୍ୱର. 16 May 2023. Archived from the original on 25 August 2023. Retrieved 25 August 2023.
  2. "ଚର୍ଚ୍ଚାରେ ମଜ୍‌ନୁ - Dharitri". Dharitri Odia News. 12 September 2019. Retrieved 29 September 2019.
  3. ୩.୦ ୩.୧ "ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଓଲିଉଡର ସୁପରଷ୍ଟାର ବାବୁସାନ୍‌! | Sambad". sambad.in. 2 September 2019. Retrieved 29 September 2019.
  4. "ଓଡ଼ିଆ ଫିଲ୍ମ 'ମିଷ୍ଟର ମଜନୁ'ର ଶୁଭ ମହୁରତ | OTV Khabar". OTV Khabar. 14 August 2019. Archived from the original on 29 September 2019. Retrieved 29 September 2019.
  5. "ପୁଣି ପୂଜାରେ ସଞ୍ଜୁ! | Odisha Reporter". OdishaReporter.in. 8 September 2019. Retrieved 29 September 2019.
  6. "ପୂଜାରେ ଲୈଲା-ମଜନୁଙ୍କ ରୋମାନ୍ସ". Nitidin. 12 September 2019. Retrieved 29 September 2019.
  7. Nayak, Subhashree (25 August 2019). "'ମିଷ୍ଟର ମଜନୁ' ପାଇଁ ବାବୁସାନଙ୍କ ନୂଆ ଅବତାର". OdishaLIVE. Retrieved 29 September 2019.
  8. "ଦଶହରା ଲଢ଼େଇ" (epaper). ଧରିତ୍ରୀ. 3 October 2019. Archived from the original on 25 December 2021. Retrieved 25 December 2021.
  9. "ସିଲେକ୍ଟ ହେଲେ, କିନ୍ତୁ ଦୁଃଖରେ କାନ୍ଦିଥିଲେ". Odisha Reporter. ଭୁବନେଶ୍ୱର. 29 November 2021. Archived from the original on 9 December 2021. Retrieved 9 December 2021.
  10. "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
  11. "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍‌'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
  12. "ପ୍ରଥମ ଥର ଲାଗି ଆସିବେ ରାଇମୋହନ ଓ ବାବୁସାନ – ସତ୍ଯର ସ୍ବର ନିର୍ଭୟ". ନିର୍ଭୟ. Retrieved 29 September 2019.[permanent dead link]

ବାହାର ଆଧାର[ସମ୍ପାଦନା]