ମହାସଂଗ୍ରାମ

ଉଇକିପିଡ଼ିଆ‌ରୁ
ମହାସଂଗ୍ରାମ
ନିର୍ଦ୍ଦେଶକସଂଗ୍ରାମ ବିଶ୍ୱାଳ
ପ୍ରଯୋଜକକୈଳାଶ ମହାରଣା
ସଂଳାପଶୀର୍ଷାନନ୍ଦ ଦାସ କାନୁନ୍‌ଗୋ
ଚିତ୍ରନାଟ୍ୟସଂଗ୍ରାମ ବିଶ୍ୱାଳ
କାହାଣୀସଂଗ୍ରାମ ବିଶ୍ୱାଳ
କଳାକାରସିଦ୍ଧାନ୍ତ ମହାପାତ୍ର
ବିଜୟ ମହାନ୍ତି
ମିହିର ଦାସ
ଜ୍ୟୋତି ମିଶ୍ର
ପୁଷ୍ପା ପଣ୍ଡା
ସଙ୍ଗୀତଦୀପକ କୁମାର
ଚିତ୍ରଗ୍ରହଣଶାମ୍ବା ଶିବ ରାଓ
ସମ୍ପାଦକଏ. ଶ୍ରୀକର ପ୍ରସାଦ
ମୁକ୍ତିଲାଭ ତାରିଖ
୧ ଅକ୍ଟୋବର ୨୦୦୦
ଦେଶ ଭାରତ
ଭାଷାଓଡ଼ିଆ

ମହାସଂଗ୍ରାମ ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୈଳାଶ ମହାରନା । ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ସଂଗ୍ରାମ ବିଶ୍ୱାଳ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ସଂଗ୍ରାମ ବିଶ୍ୱାଳ ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୀପକ କୁମାରଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ନିଜାମ, ଫେଲୁ ପଟ୍ଟନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଦେଖିଲି ଗୋରୀ କାଳୀ ହଜାରେ" 
2."ତୋ ନହକା ନହକା ଚାଲି" 
3."ତୋର ଛାତି ଧକ ଧକ ହଉଚି" 
4."ମୋର ଗୋଲାପି ଓଠ" 
5."ସମୟର ପରା ସଭିଏଁ ଗୁଲାମ" 

ଆଧାର[ସମ୍ପାଦନା]

  1. "ସଂଗ୍ରାମଙ୍କ ସିନେମାରେ ନାହାନ୍ତି ବର୍ଷା". ସମ୍ବାଦ. 4 March 2023. p. 10. Archived from the original on 28 August 2023. Retrieved 28 August 2023.

ବାହାର ଆଧାର[ସମ୍ପାଦନା]