ବିଜୁ ବାବୁ (ଓଡ଼ିଆ କଥାଚିତ୍ର)
ବିଜୁ ବାବୁ | |
---|---|
ନିର୍ଦ୍ଦେଶକ | ଦେବୀପ୍ରସାଦ ଲେଙ୍କା ଓ ବିଶାଲ ମୌର୍ୟ୍ୟ |
ପ୍ରଯୋଜକ | ନୀଳମାଧବ ପଣ୍ଡା |
ସଂଳାପ | ଭରଦ୍ୱାଜ ପଣ୍ଡା ଏବଂ ସୁଜିତ କୁମାର ଜେନା |
ଚିତ୍ରନାଟ୍ୟ | ଦେବୀପ୍ରସାଦ ଲେଙ୍କା ଓ ୱିଶାଲ ମୋୖର୍ୟ |
କଳାକାର | ଅନୁଭବ ମହାନ୍ତି ସୁପ୍ରିୟା ନାୟକ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ଅକ୍ଷୟ ନାୟକ |
ସମ୍ପାଦକ | ସନ୍ଦୀପ ସେଠୀ |
Production company | ଅକ୍ଷୟ ପରିଜା ପ୍ରଡକ୍ସନ ଏବଂ ପ୍ରକାଶ ଫିଲ୍ମ |
ମୁକ୍ତିଲାଭ ତାରିଖ | ୨୯ ମାର୍ଚ୍ଚ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଜୁ ବାବୁ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ପଦ୍ମଶ୍ରୀ ନୀଳ ମାଧବ ପଣ୍ଡା ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ । ଦେବୀପ୍ରସାଦ ଲେଙ୍କା ଓ ବିଶାଲ ମୌର୍ୟ୍ୟ ଏହାର ନିର୍ଦ୍ଦେଶନା ଦେଇଥିଲେ ।ଏହି ଚଳଚ୍ଚିତ୍ରଟି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଉପରେ ଅନୁପ୍ରାଣିତ ଥିଲା , ଏହା ବିଜୁ ବାବୁଙ୍କର ଜୀବନୀ ଉପରେ ନିର୍ମିତ ହୋଇନଥିଲା । [୨][୩]
ଅଭିନୟ
[ସମ୍ପାଦନା]ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ[୭] ଦେଇଥିଲାବେଳେ ହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଦୀପ୍ତିରେଖା ପ୍ରମୁଖ କଣ୍ଠଦାନ କରିଥିଲେ ।[୨] ଏଥିରେ ପ୍ରେମ ଆନନ୍ଦ ଢେଙ୍କାନାଳର ଶିଙ୍ଗବାଜାକୁ ଉପଯୋଗ କରି "ଓୟେ ରାମଜୀ" ଗୀତର ସରଞ୍ଚନା କରିଥିଲେ ।[୮]
ସମାଲୋଚନା
[ସମ୍ପାଦନା]ଖୋଦ ଅନୁଭବ ମହାନ୍ତି ୨୦୧୯ ଲୋକ ସଭା ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକ ସଭା ନିର୍ୱାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିଲାବେଳେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିବା ଯୋଗୁଁ, ଏହାର ରାଜନୈତିକ ପ୍ରଭାବକୁ ନେଇ ସମାଲୋଚନାର ଶିକାର ହୋଇଥିଲା ।[୯]
ଆଧାର
[ସମ୍ପାଦନା]- ↑ "ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଭୂମିକାରେ ନଜର ଆସିବେ ଅନୁଭବ ମହାନ୍ତି, 'ବିଜୁବାବୁ' ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ଲୋକାର୍ପଣ". Sambad (in Odia). Odisha. 15 January 2019. Archived from the original on 2 May 2019. Retrieved 22 January 2019.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ Bureau, Samajalive. "ମାର୍ଚ୍ଚ ୨୯ରେ ମୁକ୍ତିଲାଭ କରିବ ଅନୁଭବଙ୍କ 'ବିଜୁ ବାବୁ' | Samaja Live" (in ଆମେରିକୀୟ ଇଂରାଜୀ). Retrieved 2019-03-26.
- ↑ "୨୯ରେ ଆସିବ 'ବିଜୁ ବାବୁ'". Sambad (in ଆମେରିକୀୟ ଇଂରାଜୀ). 2019-03-18. Retrieved 2019-03-26.
- ↑ "ସୁପ୍ରିୟାଙ୍କୁ ସୁଯୋଗ ପରେ ସୁଯୋଗ". ପ୍ରମେୟ. 6 July 2022. Archived from the original on 27 October 2022. Retrieved 27 October 2022.
- ↑ "ଆଇଟମ୍ ନମ୍ବରରେ ସୁପ୍ରିୟା". ଧରିତ୍ରୀ. 5 October 2023. p. ୧୭. Archived from the original on 6 October 2023. Retrieved 6 October 2023.
- ↑ "କାହାର ହେବି ମୁଁ କଣ୍ଢେଇ". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
- ↑ "ଜନ୍ମଦିନରେ ବିଜୁଙ୍କୁ ପ୍ରେମ୍ ଆନନ୍ଦଙ୍କ ଶ୍ରଦ୍ଧାଞ୍ଜଳି : ବହୁଚର୍ଚ୍ଚିତ ଫିଲ୍ମ 'ବିଜୁ ବାବୁ'ର ଗୀତ ରେକର୍ଡିଂ କଲେ". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.
{{cite news}}
: CS1 maint: unrecognized language (link) - ↑ "'ବିଜୁ ବାବୁ'ରେ ପ୍ରେମ୍ ଆନନ୍ଦଙ୍କ 'ଶିଙ୍ଗ ବାଜା' ଏକ୍ସପେରିମେଣ୍ଟ". Sambad (in ଆମେରିକୀୟ ଇଂରାଜୀ). 2019-02-21. Retrieved 2019-03-26.
- ↑ "Movie Biju Babu 'bereft of Biju Patnaik ideologies'; timing 'political'". odishatv.in (in ଆମେରିକୀୟ ଇଂରାଜୀ). Archived from the original on 2019-04-06. Retrieved 2019-04-06.