Jump to content

ପ୍ରେମୀ ନମ୍ବର ୱାନ୍

ଉଇକିପିଡ଼ିଆ‌ରୁ
ପ୍ରେମୀ ନମ୍ବର ୱାନ୍
ନିର୍ଦ୍ଦେଶକସୁଧାଂଶୁ ମୋହନ ସାହୁ
ପ୍ରଯୋଜକସଞ୍ଜୟ ନାୟକ (ଟୁଟୁ)
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟସୁଧାଂଶୁ ମୋହନ ସାହୁ
ରଣଜିତ ପଟ୍ଟନାୟକ
କାହାଣୀସଞ୍ଜୟ ନାୟକ
କଳାକାରଅନୁଭବ ମହାନ୍ତି
କୋଏଲ ମଲ୍ଲିକ
ଉତ୍ତମ ମହାନ୍ତି
ବିଜୟ ମହାନ୍ତି
ଅପରାଜିତା ମହାନ୍ତି
ସଙ୍ଗୀତସ୍ୱରୂପ ନାୟକ
ଚିତ୍ରଗ୍ରହଣରମେଶ
ସମ୍ପାଦକଚନ୍ଦ୍ର ଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୦୫
ଦେଶ ଭାରତ
ଭାଷାଓଡ଼ିଆ

ପ୍ରେମୀ ନମ୍ବର ୱାନ୍ ୨୦୦୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ସଞ୍ଜୟ ନାୟକ (ଟୁଟୁ) ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଓ କାହାଣୀ ରଚନା କରିଥିଲେ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ସୁଧାଂଶୁ ମୋହନ ସାହୁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ସ୍ୱରୂପ ନାୟକ ଏହି କଥାଟିର ସ୍ୱର ସଂଯୋଜନା କରିଥିଲେ । ଭବାନୀ ପ୍ରସାଦ ଏହି କଥାଚିତ୍ରଟିର ସହ-ନିର୍ଦ୍ଦେଶନା ଦେଇଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଓ କୋଏଲ ମଲ୍ଲିକ ।[] ଉତ୍ତମ ମହାନ୍ତି, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ଗ୍ଲୋରିଆ ମହାନ୍ତି, ଜୟୀରାମ ସାମଲ, ଶ୍ୟାମଳେନ୍ଦୁ, କାନ୍ତା ସିଂହ, ମନୁ ପତି, ଚକ୍ରଧର ସାହୁ, ରାହୁଲ ଦେବ, ଦେବୁ ବୋଷ, ସରୋଜ ଦାସ, ସାହେବ ସିଂହ, ହରିହର ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୦୫ ମସିହାର ଜୁନ ୧୨ ତାରିଖରେ ମୁକ୍ତିଲାଭ କରିଥିଲା । ଏହି କଥାଚିତ୍ରଟି ଉଭୟ ଓଡ଼ିଆ ଓ ବଙ୍ଗଳା ଭାଷାରେ ମୁକ୍ତିଲାଭ କରିଥିଲା ।[]

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ସ୍ୱରୂପ ନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ଇରା ମହାନ୍ତି, ତପୁ ମିଶ୍ର, ଟି. ସୌରୀ, କୁମାର ବାପି, ସ୍ୱରୂପ ନାୟକ, ଉଦିତ ନାରାୟଣ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତଗାୟକସମୟ
1."ଆଇନାରେ ଆଇନା ମୋତେ ତୁ ଦେଖେନା"ଇରା ମହାନ୍ତି 
2."ଆମେ ସବୁ ଗଲେ ମିଶି"ତପୁ ମିଶ୍ର, ଟି. ସୌରୀ 
3."ଏମିତି ଝିଅକୁ ମୁଁ କରିଚି ମୋ ପ୍ରିୟା"କୁମାର ବାପି 
4."ହରେ ରାମରେ ହରେ କ୍ରିଷ୍ଣାରେ"ଟି. ସୌରୀ 
5."ନା ଇଂଲଣ୍ଡ ନା ଜାପାନ"ସରୂପ ନାୟକ 
6."ଓ ମାଇଁ ଲଭ୍ ଓ ମାଇଁ ଲଭ୍"ଉଦିତ ନାରାୟଣ 
7."ସାରା ଦୁନିଆରେ ଖୋଜିଲେ ପାଇବ ନାହିଁ"ତପୁ ମିଶ୍ର, କୁମାର ବାପି 
8."ତୋ ନାଁରେ ମୁଁ ଗୋଟେ ଗୀତ"ତପୁ ମିଶ୍ର, ଟି. ସୌରୀ 
  1. Network, Post News (2019-04-25). "A yen for acting - OrissaPOST". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). Retrieved 2023-09-02.
  2. Das, Mohua (2 March 2009). "Comedy of errors". Calcutta, India: The Daily Telegraph. Archived from the original on 3 February 2013. Retrieved 2 March 2009.
  3. Mukherjee, Roshni (1 March 2009). "Premi No.1 -Bengali-Movie Reviews". The Times of India. Archived from the original on 28 September 2011. Retrieved 2 March 2009.
  4. "Rahul Dev starts shooting for his fourth Odia movie Ram". OrissaPOST (in English). Bhubaneswar. 1 September 2023. p. 2. Archived from the original on 2 September 2023. Retrieved 2 September 2023.{{cite news}}: CS1 maint: unrecognized language (link)

ବାହାର ଆଧାର

[ସମ୍ପାଦନା]