ତୁମେ ହିଁ ସାଥୀ ମୋର
ତୁମେ ହିଁ ସାଥୀ ମୋର | |
---|---|
ନିର୍ଦ୍ଦେଶକ | ସୁରେନ୍ଦ୍ର ମହାନ୍ତି |
ପ୍ରଯୋଜକ | ସୁରେଶ ଭରଲାୱାଲା, ବିଜୟ ଖଣ୍ଡେୱାଲା, ରମେଶ ବର୍ମା |
କଳାକାର | ଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା, ଅନୁ ଚୌଧୁରୀ, ହେମନ୍ତ ଦାସ, ମିହିର ଦାସ, ରାଇଚରଣ ଦାସ, ଅପରାଜିତା ମହାନ୍ତି |
ସଙ୍ଗୀତ | ଶାନ୍ତନୁ ମହାପାତ୍ର, ସରୋଜ ପଟ୍ଟନାୟକ, ବାସୁଦେବ ରଥ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ସୁରେନ୍ଦ୍ର ମହାନ୍ତି |
ମୁକ୍ତିଲାଭ ତାରିଖ | ୬ ନଭେମ୍ବର ୨୦୦୯ |
ଦେଶ | ![]() |
ଭାଷା | ଓଡ଼ିଆ |
ତୁମେ ହିଁ ସାଥୀ ମୋର, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ସୁରେଶ ଭରଲାୱାଲା, ବିଜୟ ଖଣ୍ଡେୱାଲା, ରମେଶ ବର୍ମା ଆଦି ପ୍ରଯୋଜକମାନେ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ସୁରେନ୍ଦ୍ର ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା ଓ ଅନୁ ଚୌଧୁରୀ । ହେମନ୍ତ ଦାସ, ମିହିର ଦାସ, ରାଇଚରଣ ଦାସ, ଅପରାଜିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ସ୍ମିତା ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ
ଅଭିନୟ[ସମ୍ପାଦନା]
- ଅରିନ୍ଦମ ରାୟ
- ଦୁଷ୍ମନ୍ତ ପଣ୍ଡା
- ଅନୁ ଚୌଧୁରୀ
- ହେମନ୍ତ ଦାସ
- ମିହିର ଦାସ
- ରାଇଚରଣ ଦାସ
- ଅପରାଜିତା ମହାନ୍ତି
- ଅଶ୍ରୁମୋଚନ ମହାନ୍ତି
- ସ୍ମିତା ମହାନ୍ତି
କାହାଣୀ[ସମ୍ପାଦନା]
ଗୀତ ଏବଂ ସଙ୍ଗୀତ[ସମ୍ପାଦନା]
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର, ସରୋଜ ପଟ୍ଟନାୟକ, ବାସୁଦେବ ରଥ । ଅନ୍ତର୍ଜାମୀ ମିଶ୍ର, ସୁରେନ୍ଦ୍ର ମହାନ୍ତି, ନିଜମ୍, ବନବିହାରୀ ପଣ୍ଡା, ସରୋଜ ପଟ୍ଟନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ବିଜୟ ଜେନା, ମାଧବ, ସିଦ୍ଧାର୍ଥ ମିଶ୍ର, ଶୈଳଭାମା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ[ସମ୍ପାଦନା]
କ୍ରମ | ଗୀତ | ସମୟ |
---|---|---|
1. | "ଏ ହୃଦୟଟା ଯାତନାର" | |
2. | "ଜୀଇଁବାକୁ ହେଲେ ଲୁହର ନଈରେ" | |
3. | "କହିନି ଯା' କେବେ କହି ଦଉଚି" | |
4. | "କହୁଚି ମୁଁ କିଛି" | |
5. | "ପ୍ରଭୁ ହେ ଶେଷ କାମନା" | |
6. | "ପ୍ରେମ ତ' କରିଚୁ ଆମେ" | |
7. | "ସାଗର ଗାଏ ନାଚେ ସମୀର" |
ଆଧାର[ସମ୍ପାଦନା]
ବାହାର ଆଧାର[ସମ୍ପାଦନା]
- ତୁମେ ହିଁ ସାଥୀ ମୋର ଇଣ୍ଟରନେଟ ମୁଭି ଡାଟାବେସରେ