ତୁମେ ହିଁ ସାଥୀ ମୋର

ଉଇକିପିଡ଼ିଆ ରୁ
Jump to navigation Jump to search
ତୁମେ ହିଁ ସାଥୀ ମୋର
ନିର୍ଦ୍ଦେଶକସୁରେନ୍ଦ୍ର ମହାନ୍ତି
ପ୍ରଯୋଜକସୁରେଶ ଭରଲା‌ୱାଲା, ବିଜୟ ଖଣ୍ଡେୱାଲା, ରମେଶ ବର୍ମା
କଳାକାରଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା, ଅନୁ ଚୌଧୁରୀ, ହେମନ୍ତ ଦାସ, ମିହିର ଦାସ, ରାଇଚରଣ ଦାସ, ଅପରାଜିତା ମହାନ୍ତି
ସଙ୍ଗୀତଶାନ୍ତନୁ ମହାପାତ୍ର, ସରୋଜ ପଟ୍ଟନାୟକ, ବାସୁଦେବ ରଥ
ଚିତ୍ରଗ୍ରହଣଅଭିରାମ ମିଶ୍ର
ସମ୍ପାଦକସୁରେନ୍ଦ୍ର ମହାନ୍ତି
ମୁକ୍ତିଲାଭ ତାରିଖ
୬ ନଭେମ୍ବର ୨୦୦୯
ଦେଶ ଭାରତ
ଭାଷାଓଡ଼ିଆ

ତୁମେ ହିଁ ସାଥୀ ମୋର, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ସୁରେଶ ଭରଲା‌ୱାଲା, ବିଜୟ ଖଣ୍ଡେୱାଲା, ରମେଶ ବର୍ମା ଆଦି ପ୍ରଯୋଜକମାନେ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ସୁରେନ୍ଦ୍ର ମହାନ୍ତି ଏହି କଥାଚିତ୍ରଟିର ନିର୍ଦ୍ଦେନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ, ଦୁଷ୍ମନ୍ତ ପଣ୍ଡା ଓ ଅନୁ ଚୌଧୁରୀ । ହେମନ୍ତ ଦାସ, ମିହିର ଦାସ, ରାଇଚରଣ ଦାସ, ଅପରାଜିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ସ୍ମିତା ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତନୁ ମହାପାତ୍ର, ସରୋଜ ପଟ୍ଟନାୟକ, ବାସୁଦେବ ରଥ । ଅନ୍ତର୍ଜାମୀ ମିଶ୍ର, ସୁରେନ୍ଦ୍ର ମହାନ୍ତି, ନିଜମ୍, ବନବିହାରୀ ପଣ୍ଡା, ସରୋଜ ପଟ୍ଟନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ବିଜୟ ଜେନା, ମାଧବ, ସିଦ୍ଧାର୍ଥ ମିଶ୍ର, ଶୈଳଭାମା ମହାପାତ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଏ ହୃଦୟଟା ଯାତନାର" 
2."ଜୀଇଁବାକୁ ହେଲେ ଲୁହର ନଈରେ" 
3."କ‌ହିନି ଯା' କେବେ କ‌ହି ଦଉଚି" 
4."କ‌ହୁଚି ମୁଁ କିଛି" 
5."ପ୍ରଭୁ ହେ ଶେଷ କାମନା" 
6."ପ୍ରେମ ତ' କରିଚୁ ଆମେ" 
7."ସାଗର ଗାଏ ନାଚେ ସମୀର" 

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]