ତାରା (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ ରୁ
Jump to navigation Jump to search
ତାରା
ନିର୍ଦ୍ଦେଶକଡଲି ଜେନା
ପ୍ରଯୋଜକଡଲି ଜେନା
ଚିତ୍ରନାଟ୍ୟଡଲି ଜେନା
କାହାଣୀବିମଳ ଦତ୍ତ
କଳାକାରଡଲି ଜେନା
ଅଜିତ ଦାସ
ସଙ୍ଗୀତଭୁବନେଶ୍ୱର ମିଶ୍ର
ଧ୍ୟାନେଶ ଖାନ
ଚିତ୍ରଗ୍ରହଣନୀଲାଭ କୌଲ
ସମ୍ପାଦକଗଦାଧର ପୁର୍ତ୍ତି
ମୁକ୍ତିଲାଭ ତାରିଖ
୧୯୯୨
ଦେଶ ଭାରତ
ଭାଷାଓଡ଼ିଆ

ତାରା, ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବିମଳ ଦତ୍ତ ।[୧] ଡଲି ଜେନା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ଏହି ଚଳଚ୍ଚିତ୍ରଟି ୧୯୯୨ ମସିହାରେ ଜାତୀୟ ଚଳଚ୍ଚିତ୍ର ପ୍ରତିଯୋଗିତାରେ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର ଓ ଧ୍ୟାନେଶ ଖାନ । ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଭଲ ସିନେମାରେ ଅର୍ଥ ବିନିଯୋଗ କରିବା ମନୋଭାବ ଓଡ଼ିଶାରେ ବିରଳ: ଡଲି ଜେନା" (in Odia). ଓଡ଼ିଶା. 18 October 2017. Archived from the original on 1 October 2018. Retrieved 1 October 2018.CS1 maint: Unrecognized language (link)
  2. ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
  3. ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.

ବାହାର ଆଧାର[ସମ୍ପାଦନା]

  • ତାରା ଇଣ୍ଟରନେଟ ମୁଭି ଡାଟାବେସରେ