ତାରା (ଓଡ଼ିଆ କଥାଚିତ୍ର)
ଦେଖଣା
ତାରା | |
---|---|
ନିର୍ଦ୍ଦେଶକ | ଡଲି ଜେନା |
ପ୍ରଯୋଜକ | ଡଲି ଜେନା |
ଚିତ୍ରନାଟ୍ୟ | ଡଲି ଜେନା |
କାହାଣୀ | ବିମଳ ଦତ୍ତ |
କଳାକାର | ଡଲି ଜେନା ଅଜିତ ଦାସ |
ସଙ୍ଗୀତ | ଭୁବନେଶ୍ୱର ମିଶ୍ର ଧ୍ୟାନେଶ ଖାନ |
ଚିତ୍ରଗ୍ରହଣ | ନୀଲାଭ କୌଲ |
ସମ୍ପାଦକ | ଗଦାଧର ପୁଟୀ |
ମୁକ୍ତିଲାଭ ତାରିଖ | ୧୯୯୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ତାରା, ୧୯୯୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବିମଳ ଦତ୍ତ ।[୧] ଡଲି ଜେନା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ, ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ଏହି ଚଳଚ୍ଚିତ୍ରଟି ୧୯୯୨ ମସିହାରେ ଜାତୀୟ ଚଳଚ୍ଚିତ୍ର ପ୍ରତିଯୋଗିତାରେ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।[୩]
ଅଭିନୟ
[ସମ୍ପାଦନା]ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଇରଫାନ ଖାନ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଚୁକ୍ତି କରିଥିଲେ ଓ ଏଥିପାଇଁ ସେ ଓଡ଼ିଶା ଆସି ସୁଟିଂ କରିଥିଲେ । ପାରିବାରିକ ଅସୁବିଧା ଯୋଗୁ ତାଙ୍କୁ ଏହି ଚଳଚ୍ଚିତ୍ର ଅଧାରୁ ଛାଡିବାକୁ ପଡିଥିଲା ଓ ସେହି ଚରିତ୍ରରେ ଅଜିତ ଦାସ ଅଭିନୟ କରିଥିଲେ ।[୪]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର ଓ ଧ୍ୟାନେଶ ଖାନ । ସ୍ୱରୂପ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଭଲ ସିନେମାରେ ଅର୍ଥ ବିନିଯୋଗ କରିବା ମନୋଭାବ ଓଡ଼ିଶାରେ ବିରଳ: ଡଲି ଜେନା" (in Odia). ଓଡ଼ିଶା. 18 October 2017. Archived from the original on 14 October 2020. Retrieved 1 October 2018.
{{cite news}}
: CS1 maint: unrecognized language (link) - ↑ ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 27 March 2020. Retrieved 28 August 2018.
- ↑ ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 26 March 2020. Retrieved 28 August 2018.
- ↑ "'ତାରା'ରେ ଅଭିନୟ ପାଇଁ ଆସିଥିଲେ ଇରଫାନ୍, ରିଷିଙ୍କ ସହ ୩ ବର୍ଷ ଧରି ଚାଟିଂ କରୁଥିଲେ ବୁଦ୍ଧାଦିତ୍ୟ ମହାନ୍ତି". sambad.in/. ସମ୍ବାଦ. Archived from the original on 3 May 2020. Retrieved 3 May 2020.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ତାରା