କୃପାସାଗର ସାହୁ

ଉଇକିପିଡ଼ିଆ‌ରୁ
କୃପାସାଗର ସାହୁ
Born (1952-07-16) ୧୬ ଜୁଲାଇ ୧୯୫୨ (ବୟସ ୭୧)
Nationalityଭାରତୀୟ
Alma materଉତ୍କଳ ବିଶ୍ୱବିଦ୍ୟାଳୟ
Occupationରେଳବାଇ ଅଧିକାରୀ
Websitehttp://www.krupasagarsahoo.com/

କୃପାସାଗର ସାହୁ (ଜନ୍ମ: ୧୬ ଜୁଲାଇ ୧୯୫୨) ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ।[୧] କବିତାରୁ ଆରମ୍ଭ ହୋଇଥିବା ତାଙ୍କ ସାହିତ୍ୟ ସର୍ଜନା କ୍ରମେ ଗଳ୍ପ, ଉପନ୍ୟାସ ଭଳି ସାହିତ୍ୟର ଅନ୍ୟ ବିଧାକୁ ବ୍ୟାପିଛି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପାଠ ପଢ଼ିଥିଲେ । ରେଳବାଇରେ ଚାକିରି କରି ସେ ସେବାନିବୃତ ହୋଇସାରିଛନ୍ତି ।[୨]

ରଚନାବଳୀ[ସମ୍ପାଦନା]

କବିତା[ସମ୍ପାଦନା]

  • ଉପରେ ଫର୍ଚ୍ଚା ଆକାଶ
  • ତଳେ ବସୁମାତା

ଗଳ୍ପ[ସମ୍ପାଦନା]

  • କାହାଣୀ ୧୯୯୮
  • କାହାଣୀ ୨୦୦୫
  • ଅରଣ୍ୟର ଅଜଗର ଓ ଅନ୍ୟାନ୍ୟ କାହାଣୀ
  • ରେଳ ଗଳ୍ପ
  • ଗଡ଼ଜାତ ଗଳ୍ପ
  • ଭ୍ରାନ୍ତ ନିର୍ଝର ଓ ଅନ୍ୟାନ୍ୟ ଗଳ୍ପ
  • ଶୁଆ କହେ ଶାରୀଲୋ
  • ହଂସଧ୍ୱନି

ଉପନ୍ୟାସ[ସମ୍ପାଦନା]

  • ଶେଷ ଶରତ
  • ଶ୍ରାବଣର ସକାଳ
  • ଝରାପତ୍ରର ଝଡ଼
  • କରମଣ୍ଡଳ ଏକ୍ସପ୍ରେସ୍‌[୩]

ଶିଶୁ ସାହିତ୍ୟ[ସମ୍ପାଦନା]

  • ନାଁ ମୋ ରେଳଗାଡ଼ି[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୯ (ଶେଷ ଶରତ ପାଇଁ)[୫]
  • ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର - ୨୦୧୯(ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[୬]

ଆଧାର[ସମ୍ପାଦନା]

  1. Reference India. Tradesman & Men India. 2007.
  2. Ravi Bhushan (2007). Reference India: S-Z. Rifacimento International.
  3. http://www.sambad.in/news/metro/74903.html[permanent dead link]
  4. http://www.odiasahitya.com/galpa-and-prabandha/adhunika-galpa/nida-oushadha/
  5. "ସ୍ମରଣୀୟ". ଧରିତ୍ରୀ ଛୁଟିଦିନ ସେପ୍ଟେମ୍ବର ୭-୧୫' ୨୦୧୭ ପୃଷ୍ଠା ୪. Retrieved 8 September 2017.
  6. "ସାହିତ୍ୟରେ ଉତ୍କର୍ଷତା ନାହିଁ, ଅଛି ନିରନ୍ତର ସାଧନା". No. ସମ୍ବାଦ ୧୮/୦୩/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୨. ସମ୍ବାଦ. Retrieved 18 March 2019.[permanent dead link]