କନ୍ୟାଦାନ

ଉଇକିପିଡ଼ିଆ‌ରୁ
କନ୍ୟାଦାନ
ନିର୍ଦ୍ଦେଶକଅରୁଣ ମହାନ୍ତି
ପ୍ରଯୋଜକଅରୁଣ ମହାନ୍ତି, ଧୀରେନ ଦାସ
ଚିତ୍ରନାଟ୍ୟଅରୁଣ ମହାନ୍ତି
କାହାଣୀଅରୁଣ ମହାନ୍ତି
କଳାକାରଉତ୍ତମ ମହାନ୍ତି, ଧୀର ବିଶ୍ୱାଳ, ହେମନ୍ତ ଦାସ, ମିହିର ଦାସ, ପୁଷ୍ପା ପଣ୍ଡା
ସଙ୍ଗୀତଅରୁଣ ମହାନ୍ତି
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୮୮
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୧୬ ଲକ୍ଷ ୫୦ହଜାର

ଅରୁଣ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର କନ୍ୟାଦାନ ୧୯୮୮ ମସିହାରେ ମୁକ୍ତିଲାଭ କରିଥିଲା ।[୧] ଅରୁଣ ମହାନ୍ତି ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୨]

ଅଭିନୟରେ[ସମ୍ପାଦନା]

ଓଡ଼ିଆଚଳଚ୍ଚିତ୍ର ‘କନ୍ୟାଦାନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. "କେବଳ ଏହି ନିର୍ଦ୍ଦେଶକଙ୍କ ଫିଲ୍ମ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ". sambad.in. 25 March 2018. Retrieved 2 April 2018.
  3. "ଆର୍କାଇଭ୍ କପି". Archived from the original on 2013-10-10. Retrieved 2016-01-21. {{cite web}}: Cite has empty unknown parameter: |1= (help)
  4. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
  5. http://www.orissabarta.com/index.php?option=com_content&view=article&id=8605:-odia-films-list-from-the-year-1936-2010&catid=44:tourism&Itemid=87

ବାହାର ଆଧାର[ସମ୍ପାଦନା]