ଏ ଯୁଗର କୃଷ୍ଣ ସୁଦାମା
ଦେଖଣା
ଏ ଯୁଗର କୃଷ୍ଣ ସୁଦାମା | |
---|---|
ନିର୍ଦ୍ଦେଶକ | ହର ପଟ୍ଟନାୟକ |
ପ୍ରଯୋଜକ | ବସନ୍ତ ନାୟକ |
ଚିତ୍ରନାଟ୍ୟ | ହର ପଟ୍ଟନାୟକ |
କାହାଣୀ | ବିନୟ ନାୟକ |
କଳାକାର | ଉତ୍ତମ ମହାନ୍ତି, ମିଥୁନ ଚକ୍ରବର୍ତ୍ତି, ବର୍ଷା ପ୍ରିୟଦର୍ଶିନୀ, ଜୟୀରାମ ସାମଲ |
ସଙ୍ଗୀତ | ସ୍ୱରୂପ ନାୟକ |
ଚିତ୍ରଗ୍ରହଣ | ନିରଞ୍ଜନ ଦାସ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏ ଯୁଗର କୃଷ୍ଣ ସୁଦାମା, ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବସନ୍ତ ନାୟକ ।[୨][୩] ବିନୟ ନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ହର ପଟ୍ଟନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୫]
ମିଥୁନ ଚକ୍ରବର୍ତ୍ତୀ, ଉତ୍ତମ ମହାନ୍ତି, ହର ପଟ୍ଟନାୟକ, ସୂରଜ କୁମାର, ବର୍ଷା ପ୍ରିୟଦର୍ଶିନୀ, ରଚନା ବାନାର୍ଜୀ, ଜୟୀରାମ ସାମଲ, ଜ୍ୟୋତି ମିଶ୍ର, ଦେବୁ ବୋଷ, ଉଷସୀ ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬]
ଅଭିନୟ
[ସମ୍ପାଦନା]- ଉତ୍ତମ ମହାନ୍ତି
- ମିଥୁନ ଚକ୍ରବର୍ତ୍ତି
- ବର୍ଷା ପ୍ରିୟଦର୍ଶିନୀ[୭]
- ଜୟୀରାମ ସାମଲ
- ରଚନା ବାନାର୍ଜୀ
- ହର ପଟ୍ଟନାୟକ[୮]
- ଜ୍ୟୋତି ମିଶ୍ର
- ଦେବୁ ବୋଷ
- ଉଷସୀ ମିଶ୍ର
ଆଧାର
[ସମ୍ପାଦନା]- ↑ "ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ | News7". www.prameyanews7.com. Archived from the original on 30 September 2020. Retrieved 27 August 2018.
- ↑ "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 27 December 2017. Retrieved 24 August 2018.
- ↑ http://timesofindia.indiatimes.com/city/bhubaneswar/Renowned-Oriya-filmmaker-Basant-Nayak-no-more/articleshow/9017292.cms
- ↑ "ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କ ଉପରେ ତିଆରି ହୋଇଛି ଓଡ଼ିଆ ଛବି , ପୌରାଣିକ ଆଉ ସାମାଜିକ ବି | Sambad". Sambad. ଓଡ଼ିଶା. 2 September 2018. Archived from the original on 3 September 2018. Retrieved 2 September 2018.
- ↑ http://odishasuntimes.com/2015/01/13/odishas-veteran-actor-director-hara-patnaik-no/
- ↑ "ସଂଗ୍ରାମଙ୍କ ସିନେମାରେ ନାହାନ୍ତି ବର୍ଷା". ନିର୍ଭୟ. 4 March 2023. p. 10. Archived from the original on 28 August 2023. Retrieved 28 August 2023.
- ↑ "ଜାଣନ୍ତି କି ! ଅର୍ଚ୍ଚିତା ଓ ବର୍ଷା ଏଯାଏଁ କରି ନାହାନ୍ତି ଏହି କାମ | Sambad". Sambad (in Odia). Odisha. 6 May 2018. Archived from the original on 16 October 2018. Retrieved 6 October 2018.
{{cite news}}
: CS1 maint: unrecognized language (link) - ↑ "ଆର୍କାଇଭ୍ କପି". Archived from the original on 2015-11-22. Retrieved 2016-01-19.
{{cite web}}
: Cite has empty unknown parameter:|1=
(help)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଏ ଯୁଗର କୃଷ୍ଣ ସୁଦାମା