ଭଜମନ ବେହେରା

ଉଇକିପିଡ଼ିଆ‌ରୁ
ଭଜମନ ବେହେରା
ସାଂସଦ: ଲୋକ ସଭା
ପୂର୍ବ ଅଧିକାରୀକାମାକ୍ଷା ପ୍ରସାଦ ସିଂହଦେଓ
ପର ଅଧିକାରୀକାମାକ୍ଷା ପ୍ରସାଦ ସିଂହଦେଓ
ନିର୍ବାଚନ ମଣ୍ଡଳୀଢେଙ୍କାନାଳ, ଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1943-11-01) ୧ ନଭେମ୍ବର ୧୯୪୩ (ବୟସ ୮୦)
ବଗଡ଼ିଆ, ଢେଙ୍କାନାଳ ଜିଲ୍ଲା,ଓଡ଼ିଶା, ବ୍ରିଟିଶ ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ

ଭଜମନ ବେହେରା  ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଜନତା ଦଳର ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିଲେ । ୧୯୮୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଜଣେ କେନ୍ଦ୍ରମନ୍ତ୍ରୀ ଭାବରେ ତୈଳ ତ‌ଥା ରସାୟନିକ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧][୨][୩] ଭାରତୀୟ ଜାତୀୟ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଭଜମନ ୧୯୭୪ ମସିହାରେ ଆଠମଲ୍ଲିକରୁ ଏବଂ ୧୯୮୫ ମସିହାରେ ତାଳଚେରରୁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଆଧାର[ସମ୍ପାଦନା]

  1. India. Parliament. House of the People; India. Parliament. Lok Sabha (1990). Lok Sabha Debates. Lok Sabha Secretariat. p. 229. Retrieved 19 January 2018.
  2. Asmita Bhattacharyya; Sudeep Basu (20 September 2017). Marginalities in India: Themes and Perspectives. Springer. pp. 45–. ISBN 978-981-10-5215-6. Retrieved 19 January 2018.
  3. India Today. Living Media India Pvt. Limited. 1990. p. 35. Retrieved 19 January 2018.

ବାହାର ଆଧାର[ସମ୍ପାଦନା]