ଅଗ୍ନିଶିଖା

ଉଇକିପିଡ଼ିଆ‌ରୁ
(Agnisikhaରୁ ଲେଉଟି ଆସିଛି)
ଅଗ୍ନିଶିଖା
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକଅଶୋକ କାନ୍ଦୋଇ
ଚିତ୍ରନାଟ୍ୟହିମାଂଶୁ ପରିଜା
କଳାକାରବର୍ଷା ପ୍ରିୟଦର୍ଶିନୀ, ସୁନୀଲ କୁମାର, ମିହିର ଦାସ, ହର ପଟ୍ଟନାୟକ, ସୁରେଶ ବଳ, ଅକ୍ଷୟ ବସ୍ତିଆ
ସଙ୍ଗୀତମନ୍ମଥ ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୭
ଦେଶ ଭାରତ
ଭାଷାଓଡ଼ିଆ

ଅଗ୍ନିଶିଖା, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କାନ୍ଦୋଇ । ହିମାଂଶୁ ପରିଜା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବର୍ଷା ପ୍ରିୟଦର୍ଶିନୀ ଓ ସୁନୀଲ କୁମାର । ମିହିର ଦାସ, ହର ପଟ୍ଟନାୟକ, ସୁରେଶ ବଳ, ଅକ୍ଷୟ ବସ୍ତିଆ, ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପୁଷ୍ପା ପଣ୍ଡା, ରୁଜୁ ପରିଜା, ପପି ସନ୍ତୁକା, ବ୍ରଜ ସିଂହ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । କୁମାର ବାପି, ଶ୍ରୀଚରଣ, ଆଲୋକ କୁଣ୍ଡୁ, ସୁଚରିତା ମିଶ୍ର, ରୂପାଲୀ, ଶୈଳଭାମା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଏ ବାବୁ ଭିଣେଇ ବାବୁ" 
2."ହାତକୁ ଦେବି ତୁମ ସୁନାର କଙ୍କଣ" 
3."ଭଲ କଲୁ ଭୁଲିଗଲୁ ଭଲ ପାଇକି" 
4."ଶୋଇଥାଏ ଚେଇଁଥାଏ" 
5."ସୁଖ ଆକାଶରେ ସୁନା" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଏହି ସିନେମାରେ ପ୍ରତିଶୋଧ ନେଇଥିଲେ ବର୍ଷା ପ୍ରିୟଦର୍ଶିନୀ!". sambad.in. 2 May 2018. Retrieved 6 June 2018.
  2. "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.

ବାହାର ଆଧାର[ସମ୍ପାଦନା]