ଦଣ୍ଡାବାଳୁଙ୍ଗା

ଉଇକିପିଡ଼ିଆ‌ରୁ
ଦଣ୍ଡା ବାଳୁଙ୍ଗା
ନିର୍ଦ୍ଦେଶକମହମ୍ମଦ ମହସୀନ
ପ୍ରଯୋଜକବସନ୍ତ ନାୟକ
କଳାକାରଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ମହାଶ୍ୱେତା ରାୟ
ସଙ୍ଗୀତଅକ୍ଷୟ ମହାନ୍ତି
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୬ ମାର୍ଚ୍ଚ ୧୯୮୪[୧]
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୪୫ଲକ୍ଷ ୬୦ହଜାର

ଦଣ୍ଡା ବାଳୁଙ୍ଗା, ୧୯୮୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆକଥାଚିତ୍ର[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବସନ୍ତ ନାୟକ ।[୩] ଏହା ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[୪]

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ଦଣ୍ଡା ବାଳୁଙ୍ଗା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି[୪]

ଦ୍ରଷ୍ଟବ୍ୟ[ସମ୍ପାଦନା]

  1. ସ୍ପନ୍ଦନ, (ଅନୁପମ ଭାରତ), ୩୦ଜୁନ ୨୦୦୦, ପୃଷ୍ଠା-୧୦
  2. "Film producer Basant Nayak passes away". The Hindu. Retrieved 10 July 2015.
  3. "ଚଳଚ୍ଚିତ୍ର ନିର୍ମାତା ବସନ୍ତ ନାୟକଙ୍କ ପରଲୋକ : ଓଡ଼ିଆ ସିନେ ଜଗତରେ ଶୋକର ଛାୟା | Rourkela | Rajgangpur | Kansbahal | Bonai of India". www.rourkelacity.com. Archived from the original on 27 December 2017. Retrieved 24 August 2018.
  4. ୪.୦ ୪.୧ "ସଙ୍ଗୀତକାର ଅକ୍ଷୟ ମହାନ୍ତି ଏବଂ ଓଡ଼ିଆ ସିନେ ନିର୍ଦ୍ଦେଶକ". sambad.in. 12 October 2017. Retrieved 11 July 2018.
  5. "ଷ୍ଟାଇଲ ମାଷ୍ଟର ବିଜୟ" (PDF). ନିତିଦିନ. 8 April 2018. Retrieved 30 August 2018.[permanent dead link]

ଅଧିକ ତଥ୍ୟ[ସମ୍ପାଦନା]