ସାଥୀ ତୁ ଫେରିଆ
ସାଥୀ ତୁ ଫେରିଆ | |
---|---|
ନିର୍ଦ୍ଦେଶକ | ସୁଧାକର ବସନ୍ତ |
ପ୍ରଯୋଜକ | ବିନି ସାମଲ |
ସଂଳାପ | ଚିନ୍ମୟ ଦାସ ପଟ୍ଟନାୟକ |
ଚିତ୍ରନାଟ୍ୟ | ଚିନ୍ମୟ ଦାସ ପଟ୍ଟନାୟକ |
କାହାଣୀ | ଚିନ୍ମୟ ଦାସ ପଟ୍ଟନାୟକ |
କଳାକାର | ଜ୍ୟୋତି ରଞ୍ଜନ ନାୟକ ଅନୁଭା ସୌର୍ଯ୍ୟା ମହାଶ୍ୱେତା ରାୟ ଶ୍ରୀତମ ଦାସ ସୁଭାଶିଷ ଶର୍ମା ଆନିଷା ଶର୍ମା ପିଙ୍କି ପ୍ରଧାନ ପ୍ରଜ୍ଞା ଖଟୁଆ |
ସଙ୍ଗୀତ | ପ୍ରେମ ଆନନ୍ଦ |
ମୁକ୍ତିଲାଭ ତାରିଖ | ୨୩ ନଭେମ୍ବର ୨୦୧୮[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସାଥୀ ତୁ ଫେରିଆ, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିନି ସାମଲ ।[୩][୪][୫] ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ।[୧] ସୁଧାକର ବସନ୍ତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୬]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ ଓ ଅନୁଭା ସୌର୍ଯ୍ୟା ।[୭][୮] ମହାଶ୍ୱେତା ରାୟ, ଶ୍ରୀତମ ଦାସ, ସୁଭାଶିଷ ଶର୍ମା, ଆନିଷା ଶର୍ମା, ପିଙ୍କି ପ୍ରଧାନ, ପ୍ରଜ୍ଞା ଖଟୁଆ, ରାଜୀବ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୯][୫]
୨୩ ନଭେମ୍ବର ୨୦୧୮ରେ ପଞ୍ଚକ ପୂର୍ଣ୍ଣିମା ଅବସରରେ ଏହି କଥାଚିତ୍ରଟି ମୁକ୍ତିଲାଭ କରିଥିଲା । ନାୟକ ଜ୍ୟୋତିରଞ୍ଜନଙ୍କ ଏହି କଥାଚିତ୍ରଟି ସହିତ ତାଙ୍କ ଅଭିନୀତ ଅନ୍ୟ ଏକ କଥାଚିତ୍ର ପ୍ୟାର ଅଲଗା ପ୍ରକାର ସେହି ସମାନ ଦିନରେ ମୁକ୍ତିଲାଭ କରିଥିଲା ।[୧୦]
ଅଭିନୟ
[ସମ୍ପାଦନା]- ଜ୍ୟୋତି ରଞ୍ଜନ ନାୟକ[୧୧][୧୨][୧୩]
- ଅନୁଭା ସୌର୍ଯ୍ୟା
- ମହାଶ୍ୱେତା ରାୟ[୧୪][୧୫]
- ଶ୍ରୀତମ ଦାସ[୧୬]
- ସୁଭାଶିଷ ଶର୍ମା
- ଆନିଷା ଶର୍ମା
- ପିଙ୍କି ପ୍ରଧାନ
- ପ୍ରଜ୍ଞା ଖଟୁଆ
- ରାଜୀବ ମହାନ୍ତି[୬]
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୫] ବସନ୍ତରାଜ ସାମଲ, ସୁବ୍ରତ ସ୍ୱାଇଁ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସବିଶେଷ, ଦୀପ୍ତିରେଖା ପାଢ଼ୀ, ଆଶୁତୋଷ, ଶଶାଙ୍କ ଶେଖର, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ତୋ ଘାଗରା ଉପରେ ଚୋଲି[୧]" | ଆଶୁତୋଷ ଓ ଦୀପ୍ତିରେଖା ପାଢ଼ୀ[୮] | ||
2. | "ଥରେ କଥା ହେଲେ" | ବସନ୍ତରାଜ ସାମଲ | ସବିଶେଷ, ଦୀପ୍ତିରେଖା | |
3. | "ପ୍ରେମର ଅଙ୍ଗନବାଡ଼ି" | ସୁବ୍ରତ ସ୍ୱାଇଁ | ଆଶୁତୋଷ, ଦୀପ୍ତିରେଖା ପାଢ଼ୀ | |
4. | "ଶ୍ରାବଣ ଅଛି" | ଶଶାଙ୍କ ଶେଖର, ଅନ୍ତରା ଚକ୍ରବର୍ତ୍ତୀ | ||
5. | "ଜୀବନ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "ନଭେମ୍ବର ୨୩ରେ ସାଥୀ ତୁ ଫେରିଆ - Dharitri.Com". Dharitri.com (in ଇଂରାଜୀ). 18 October 2018. Archived from the original on 21 October 2018. Retrieved 19 October 2018.
- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ "ଆଜି ରିଲିଜ୍: 'ଅଜବ ସଂଜୁର ଗଜବ ଲଭ୍'". Sambad (in Odia). Bhuabneswar. 13 January 2019. Archived from the original on 18 January 2019. Retrieved 13 January 2019.
{{cite news}}
: CS1 maint: unrecognized language (link) - ↑ "'ସାଥୀ…. ତୁ ଫେରିଆ'ର ଶୁଭ ମହୁରତ". sambad.in. 22 May 2018. Retrieved 6 June 2018.
- ↑ ୫.୦ ୫.୧ ୫.୨ "ସାଥୀ..ତୁ ଫେରିଆ - Dharitri.Com". Dharitri.com (in ଇଂରାଜୀ). 16 September 2018. Archived from the original on 19 October 2018. Retrieved 19 October 2018.
- ↑ ୬.୦ ୬.୧ "ନିର୍ଦ୍ଦେଶକଙ୍କ ଅଭିନୟ". ସମାଜ (ରବିବାର). ୧୨ ଅଗଷ୍ଟ ୨୦୧୮. Archived from the original on 11 August 2018. Retrieved 11 August 2018.
{{cite news}}
: Check date values in:|date=
(help) - ↑ "ଏହି ବଡ଼ ନାୟିକାଙ୍କ ସହ ରୋମାନସ୍ କରିବେ ଓଲିଉଡ ନାୟକ ଜ୍ୟୋତି". sambad.in. 21 May 2018. Retrieved 6 June 2018.
- ↑ ୮.୦ ୮.୧ "ତୋ ଘାଗରା ଉପରେ ଚୋଲି". ସମାଜ (ରବିବାର). 28 October 2018. Retrieved 27 October 2018.[permanent dead link]
- ↑ "କେଉଁ ନାୟିକାଙ୍କ ଉଦ୍ଦେଶ୍ୟରେ ଜ୍ୟୋତି କହୁଛନ୍ତି 'ସାଥୀ ତୁ ଫେରିଆ' ? | Sambad". Sambad (in Odia). Odisha. 5 October 2018. Archived from the original on 7 October 2018. Retrieved 6 October 2018.
{{cite news}}
: CS1 maint: unrecognized language (link) - ↑ "ଏଇ ମାସରେ ଦୁଇ ଦୁଇଟି ସିନେମା ସହିତ ପରଦାକୁ ଆସୁଛନ୍ତି ଓଲିଉଡ ଅଭିନେତା ଜ୍ୟୋତି ।". OllyBolly. 4 November 2018. Archived from the original on 1 December 2018. Retrieved 1 December 2018.
- ↑ "ସୁନା ଚଢ଼େଇଙ୍କ ପ୍ରେମରେ ଜ୍ୟୋତି" (in Odia). ଓଡ଼ିଶା. 10 June 2018. p. 8. Archived from the original (PDF) on 19 October 2018. Retrieved 19 October 2018.
{{cite news}}
: CS1 maint: unrecognized language (link) - ↑ "ଏ ବର୍ଷ ଏହି ଓଲିଉଡ ନାୟକ ମାରିଲେ ବାଜି". Sambad. 30 December 2018. Archived from the original on 24 September 2020. Retrieved 4 January 2019.
- ↑ "'ସୁପର ବୟ'ରେ ଜ୍ୟୋତିଙ୍କ ସହିତ ନଜର ଆସିବେ ଏହି ନାୟିକା | Kanak Lifestyle". Kanak News. Kanak Lifestyle. 25 February 2019. Archived from the original on 25 December 2021. Retrieved 25 December 2021.
- ↑ "ପୁଣି ବଡ଼ ପରଦାରେ ମହାଶ୍ୱେତା | Sambad". ସମ୍ବାଦ. sambad.in. 14 December 2021. Archived from the original on 21 December 2021. Retrieved 21 December 2021.
- ↑ "ଏ ବର୍ଷ ଅର୍ଚ୍ଚିତା ବନିଥିଲେ, ଆଗରୁ ଅନୁ ଚୌଧୁରୀ ବନିଥାନ୍ତେ , ଦ୍ୱିତୀୟ ଥର ଲାଗି ବନିଲେ ଓଲିଉଡର ମହାନାୟିକା ମହାଶ୍ୱେତା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 7 September 2019. Archived from the original on 21 January 2022. Retrieved 21 January 2022.
- ↑ "'ବାଜି' ମାରିନେଇଥିଲେ ଶ୍ରୀତମ୍ | Sambad". Sambad. 28 November 2018. Archived from the original on 2 December 2018. Retrieved 2 December 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସାଥୀ ତୁ ଫେରିଆ