ପରିବାର (ଓଡ଼ିଆ କଥାଚିତ୍ର)
ପରିବାର | |
---|---|
ନିର୍ଦ୍ଦେଶକ | କେ. ଏଚ୍. ଡି. ରାଓ |
ପ୍ରଯୋଜକ | ଭି. ଅଞ୍ଜନୀ କୁମାର |
ସଂଳାପ | ଅକ୍ଷୟ ମହାନ୍ତି ବିଷ୍ଣୁ ପଟ୍ଟନାୟକ |
କଳାକାର | ଗ୍ଲୋରିଆ ମହାନ୍ତି ଚକ୍ରପାଣୀ ଅନିତା ଦାସ ଜୟୀରାମ ସାମଲ ଭୋଳାନାଥ ଅଭୟ ମହାନ୍ତି |
ସଙ୍ଗୀତ | ଉପେନ୍ଦ୍ର କୁମାର |
ଚିତ୍ରଗ୍ରହଣ | ଏସ୍. ପାର୍ଥସାରଥୀ |
ସମ୍ପାଦକ | ଅଜୟ କୁମାର |
ମୁକ୍ତିଲାଭ ତାରିଖ | ୧୯୭୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପରିବାର, ୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଭି. ଅଞ୍ଜନୀ କୁମାର । ଅକ୍ଷୟ ମହାନ୍ତି ଓ ବିଷ୍ଣୁ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ କେ. ଏଚ୍. ଡି. ରାଓ । ସଙ୍ଗୀତ ନିର୍ଦ୍ଦେଶକ ଉପେନ୍ଦ୍ର କୁମାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଗ୍ଲୋରିଆ ମହାନ୍ତି, ଚକ୍ରପାଣୀ, ଅନିତା ଦାସ, ଜୟୀରାମ ସାମଲ, ଭୋଳାନାଥ, ଅଭୟ ମହାନ୍ତି, ନିହାରିକା ସାହୁ, ସତ୍ୟରଞ୍ଜନ ସିଂହ, ନରେନ୍ଦ୍ର ମିଶ୍ର, ଗୀତାରାଣୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଗ୍ଲୋରିଆ ମହାନ୍ତି
- ଚକ୍ରପାଣୀ
- ଅନିତା ଦାସ
- ଜୟୀରାମ ସାମଲ
- ଭୋଳାନାଥ
- ଅଭୟ ମହାନ୍ତି
- ନିହାରିକା ସାହୁ
- ସତ୍ୟରଞ୍ଜନ ସିଂହ
- ନରେନ୍ଦ୍ର ମିଶ୍ର
- ଗୀତାରାଣୀ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଉପେନ୍ଦ୍ର କୁମାର । ବୃନ୍ଦାବନ ଜେନା, ନାରାୟଣ ପ୍ରସାଦ ସିଂହ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସିକନ୍ଦର ଆଲାମ, ଏଚ୍.ପି. ଗୀତା, ବାଣୀ ଜୟରାମ, ଏସ୍. ଜାନକୀ, ପ୍ରଣବ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପରିବାର