ମତେ ଆଣିଦେଲ ଲକ୍ଷେ ଫଗୁଣ
ମତେ ଆଣିଦେଲ ଲକ୍ଷେ ଫଗୁଣ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ଶାରଦା ପ୍ରସନ୍ନ ପଣ୍ଡା, ରଞ୍ଜନ କୁମାର ପଲାଇ, ପ୍ରଶାନ୍ତ କୁମାର ମାର୍ଥ |
ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
କାହାଣୀ | ଶାରଦା ପ୍ରସନ୍ନ ପଣ୍ଡା |
କଳାକାର | ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ସିଦ୍ଧାନ୍ତ ମହାପାତ୍ର, ଅନିତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ତୃପ୍ତି ସିହ୍ନା |
ସଙ୍ଗୀତ | ଶାନ୍ତିରାଜ ଖୋସ୍ଲା |
ଚିତ୍ରଗ୍ରହଣ | ରଞ୍ଜନ ମିଶ୍ର, ସତ୍ୟ ପଟ୍ଟନାୟକ |
ସମ୍ପାଦକ | ସଞ୍ଜୟ ନାୟକ |
ମୁକ୍ତିଲାଭ ତାରିଖ | ୨୦୦୮ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମତେ ଆଣିଦେଲ ଲକ୍ଷେ ଫଗୁଣ, ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଶାରଦା ପ୍ରସନ୍ନ ପଣ୍ଡା, ରଞ୍ଜନ କୁମାର ପଲାଇ ଏବଂ ପ୍ରଶାନ୍ତ କୁମାର ମାର୍ଥା । ଶାରଦା ପ୍ରସନ୍ନ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସ୍ଲା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ।[୩] ସିଦ୍ଧାନ୍ତ ମହାପାତ୍ର, ଅନିତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ବିରେନ ମିଶ୍ର, ତୃପ୍ତି ସିହ୍ନା, ଦୀପ୍ଶିଖା, ସରୋଜ ଦାସ, ମିହିର ଦାସ, ବିଜୁ ବଡ଼ଜେନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସବ୍ୟସାଚୀ ମିଶ୍ର[୪][୫]
- ଅର୍ଚ୍ଚିତା ସାହୁ[୨][୧]
- ସିଦ୍ଧାନ୍ତ ମହାପାତ୍ର
- ଅନିତା ଦାସ
- ପ୍ରଦ୍ୟୁମ୍ନ ଲେଙ୍କା
- ନମ୍ରତା ଦାସ
- ବିରେନ ମିଶ୍ର
- ତୃପ୍ତି ସିହ୍ନା
- ଦୀପ୍ଶିଖା
- ସରୋଜ ଦାସ
- ମିହିର ଦାସ[୬]
- ବିଜୁ ବଡ଼ଜେନା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶାନ୍ତିରାଜ ଖୋସ୍ଲା । ବସନ୍ତରାଜ ସାମଲ, ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ସସ୍ମିତା ମିଶ୍ର, ତପୁ ମିଶ୍ର, ଶକ୍ତି ମିଶ୍ର, ସହଦେବ ନାୟକ, ପମି, ଶୈଳଭାମା ମହାପାତ୍ର, ସୁବାଶିଷ ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ତୋ ପାଇଁ ନିଆଁରେ" | |
2. | "ଏମିତି ଏ ଜୀବନ ହାଏ" | |
3. | "ହରେ ରାମ ହରେ କ୍ରିଷ୍ଣା" | |
4. | "ହୈୟା ହୈୟାର ହୈୟା" | |
5. | "ସରଗ ପରୀଟେ ସୁନାର ଶାରୀଟେ" | |
6. | "ଆମେ ଟୋକ ଷଣ୍ଢ ମାର୍କା" | |
7. | "ମତେ ଆଣିଦେଲ ଲକ୍ଷେ ଫଗୁଣ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଆଗଧାଡିର ନାୟିକା ଅର୍ଚ୍ଚିତା ସାହୁ". Sankalpa Odisha. 6 December 2017. Retrieved 13 January 2018.
- ↑ ୨.୦ ୨.୧ "ଆଠବର୍ଷ ହେବ ସଞ୍ଜୟଙ୍କ ସହ କାମ କରିନାହାନ୍ତି ଅର୍ଚ୍ଚିତା!". ସମ୍ବାଦ. 30 July 2017. Retrieved 13 January 2018.
- ↑ "ତୋର ମୋର ଯୋଡ଼ି ସୁନ୍ଦର". Odisha Reporter. 5 August 2015. Retrieved 13 January 2018.
- ↑ "ପାଗଳପ୍ରେମୀ ସବ୍ୟସାଚୀ କ'ଣ ସତରେ ଫସିଗଲେ?". OdishaLIVE (in Odia). ଓଡ଼ିଶା. 29 April 2018. Archived from the original on 12 August 2020. Retrieved 2 September 2018.
{{cite news}}
: CS1 maint: unrecognized language (link) - ↑ "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
- ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7 (in ଆମେରିକୀୟ ଇଂରାଜୀ). 11 January 2022. Archived from the original on 5 July 2023. Retrieved 29 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମତେ ଆଣିଦେଲ ଲକ୍ଷେ ଫଗୁଣ