"ଛାତି ତଳେ ଡିଂ ଡଂ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଦେଖଣା
Content deleted Content added
ଟିକେ →ଆଧାର |
ଟିକେNo edit summary |
||
୨୭ କ ଧାଡ଼ି: | ୨୭ କ ଧାଡ଼ି: | ||
}} |
}} |
||
'''ଛାତି ତଳେ ଡିଂ ଡଂ''' |
'''ଛାତି ତଳେ ଡିଂ ଡଂ''', ୨୦୧୬ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ [[ସୌମ୍ୟରଞ୍ଜନ ପଟ୍ଟନାୟକ]] ।<ref>{{cite news|title=ମଞ୍ଜରୀ ମୁଭିଜ୍ରେ ସବ୍ୟ-ଅର୍ଚିତା|url=http://sambad.in/news/entertainment/3718.html|accessdate=6 October 2016|newspaper=[[ସମ୍ବାଦ]]|date=4 September 2016}}</ref> ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ ।<ref>{{cite news |title=Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com |url=https://enewsodia.com/ollywood-release-odia-movies-mun-khanti-odia-jhia-bhairab/ |accessdate=16 January 2019 |work=https://enewsodia.com/ |publisher=E News ଓଡ଼ିଆ |date=8 September 2017 |archiveurl=http://www.webcitation.org/75TPYkudu |archivedate=16 January 2019 |location=Odisha}}</ref> ଏହା ଚଳଚ୍ଚିତ୍ରଟି ୨୦୧୫ ମସିହା ନଭେମ୍ବର ୨୭ ତାରିଖରେ ତେଲୁଗୁ ଓ ତାମିଲ ଭାଷାରେ ମୁକ୍ତିଲାଭ କରିଥିବା "ସାଇଜ୍ ଜିରୋ" କଥାଚିତ୍ରର ଅବଲମ୍ବନରେ ତିଆରି ହୋଇଥିଲା । ଏହା ୨୦୧୬ ମସିହା ଅକ୍ଟୋବର ୧୦ ତାରିଖ ଦଶହରାରେ ମୁକ୍ତିଲାଭ କରିଥିଲା ।<ref>{{cite news|last=ସାହୁ|first=ଗଣେଶ ପ୍ରସାଦ|title=ରିଲିଜ୍ ହେବାକୁ ଥିବା ‘ଛାତି ତଳେ ଡିଙ୍ଗ୍ ଡଙ୍ଗ୍’ ଏକ ତେଲୁଗୁ ସିନେମାର କପି|url=http://www.odishanews360.com/Odisha/details?mallId=5&jobId=12583&type=ENTERTAINMENT|accessdate=6 October 2016|newspaper=Odisha News 360|date=4 October 2016}}</ref> ଓଡ଼ିଆ କଥା ଜଗତରେ ଅଭିନେତ୍ରୀ [[ଅର୍ଚ୍ଚିତା ସାହୁ]] ଏବଂ [[ବର୍ଷା ପ୍ରିୟଦର୍ଶିନୀ]] ମଧ୍ୟ ପ୍ରଥମ କରି ଏକାଠି ଅଭିନୟ କରିଥିଲେ ଏହି ଚଳଚ୍ଚିତ୍ରରେ ।<ref name="ଅର୍ଚ୍ଚିତା">{{cite news |title=ଏହି ତିନି ଟପ୍ ନାୟିକାଙ୍କ ସହ ବି ଏକାଠି ଆସିଛନ୍ତି ଅର୍ଚ୍ଚିତା {{!}} Sambad |url=http://sambad.in/entertainment/archita-with-other-heroines-210512/ |accessdate=12 September 2018 |work=Sambad |date=11 September 2018 |archiveurl=http://www.webcitation.org/72NpbC9Mo |archivedate=12 September 2018 |location=ଓଡ଼ିଶା |language=Odia}}</ref> |
||
==ଅଭିନୟ== |
==ଅଭିନୟ== |
||
ଏହି ଚଳଚ୍ଚିତ୍ରଟିରେ ଅଭିନୟ କରିଥିବା ପ୍ରମୁଖ କଳାକାରମାନ ହେଲେ: |
|||
* [[ସବ୍ୟସାଚୀ ମିଶ୍ର]] |
* [[ସବ୍ୟସାଚୀ ମିଶ୍ର]] |
||
* [[ଅର୍ଚ୍ଚିତା ସାହୁ]] |
* [[ଅର୍ଚ୍ଚିତା ସାହୁ]] |
୨୩:୧୮, ୧୬ ଜାନୁଆରୀ ୨୦୧୯ ଅନୁସାରେ କରାଯାଇଥିବା ବଦଳ
ଛାତି ତଳେ ଡିଂ ଡଂ | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
ପ୍ରଯୋଜକ | ସୌମ୍ୟରଞ୍ଜନ ପଟ୍ଟନାୟକ |
ସଂଳାପ | ବସନ୍ତରାଜ ସାମଲ |
କଳାକାର | ସବ୍ୟସାଚୀ ମିଶ୍ର ଅର୍ଚ୍ଚିତା ସାହୁ ବର୍ଷା ପ୍ରିୟଦର୍ଶିନୀ ଶକ୍ତି କପୁର |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ଏସ୍. ରଞ୍ଜନ ରାଓ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୯ ଅକ୍ଟୋବର ୨୦୧୬ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଛାତି ତଳେ ଡିଂ ଡଂ, ୨୦୧୬ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ ।[୧] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ ।[୨] ଏହା ଚଳଚ୍ଚିତ୍ରଟି ୨୦୧୫ ମସିହା ନଭେମ୍ବର ୨୭ ତାରିଖରେ ତେଲୁଗୁ ଓ ତାମିଲ ଭାଷାରେ ମୁକ୍ତିଲାଭ କରିଥିବା "ସାଇଜ୍ ଜିରୋ" କଥାଚିତ୍ରର ଅବଲମ୍ବନରେ ତିଆରି ହୋଇଥିଲା । ଏହା ୨୦୧୬ ମସିହା ଅକ୍ଟୋବର ୧୦ ତାରିଖ ଦଶହରାରେ ମୁକ୍ତିଲାଭ କରିଥିଲା ।[୩] ଓଡ଼ିଆ କଥା ଜଗତରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ପ୍ରଥମ କରି ଏକାଠି ଅଭିନୟ କରିଥିଲେ ଏହି ଚଳଚ୍ଚିତ୍ରରେ ।[୪]
ଅଭିନୟ
ଗୀତ ଓ ସଙ୍ଗୀତ
ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ମଳୟ ମିଶ୍ର ।[୫] ବସନ୍ତରାଜ ସାମଲ ଏବଂ ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକୁ ରଚନା କରିଛନ୍ତି ।[୬]
ଗୀତ | ରଚନା | କଣ୍ଠଦାନ |
---|---|---|
ଘୁମୁରା | ||
ସ୍ଲିମ୍ ଫିଗର୍ ଜିମ୍ ବାଲି | ||
ଯାହାର ଫାଟୁଛି ଫାଟୁ | ||
ଆଖିରେ ହାଣି ଦେଲି ତୁ | ||
ଛାତି ତଳେ ଡିଂ ଡଂ |
ଆଧାର
- ↑ "ମଞ୍ଜରୀ ମୁଭିଜ୍ରେ ସବ୍ୟ-ଅର୍ଚିତା". ସମ୍ବାଦ. 4 September 2016. Retrieved 6 October 2016.
- ↑ "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". https://enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 16 January 2019. Retrieved 16 January 2019.
{{cite news}}
: External link in
(help)|work=
- ↑ ସାହୁ, ଗଣେଶ ପ୍ରସାଦ (4 October 2016). "ରିଲିଜ୍ ହେବାକୁ ଥିବା 'ଛାତି ତଳେ ଡିଙ୍ଗ୍ ଡଙ୍ଗ୍' ଏକ ତେଲୁଗୁ ସିନେମାର କପି". Odisha News 360. Retrieved 6 October 2016.
- ↑ "ଏହି ତିନି ଟପ୍ ନାୟିକାଙ୍କ ସହ ବି ଏକାଠି ଆସିଛନ୍ତି ଅର୍ଚ୍ଚିତା | Sambad". Sambad (in Odia). ଓଡ଼ିଶା. 11 September 2018. Archived from the original on 12 September 2018. Retrieved 12 September 2018.
{{cite news}}
: CS1 maint: unrecognized language (link) - ↑ "Chhati Tale Ding Dong Odia Film Of Sabyasachi, Barsa And Archita". odiainfo.in. Retrieved 6 October 2016.
- ↑ "Chhati Tale Ding Dong Odia Movie of Sabyasachi, Barsa, Archita and Shakti Kapoor". incredibleorissa.com. Retrieved 6 October 2016.
ବାହାର ଆଧାର
- ଇଣ୍ଟରନେଟ ମୁଭି ଡାଟାବେସରେ ଛାତି ତଳେ ଡିଂ ଡଂ