ଛାତି ତଳେ ଡିଂ ଡଂ

ଉଇକିପିଡ଼ିଆ‌ରୁ
(Chhati Tale Ding Dongରୁ ଲେଉଟି ଆସିଛି)
ଛାତି ତଳେ ଡିଂ ଡଂ
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକସୌମ୍ୟରଞ୍ଜନ ପଟ୍ଟନାୟକ
ସଂଳାପବସନ୍ତରାଜ ସାମଲ
କଳାକାରସବ୍ୟସାଚୀ ମିଶ୍ର
ଅର୍ଚ୍ଚିତା ସାହୁ
ବର୍ଷା ପ୍ରିୟଦର୍ଶିନୀ
ଶକ୍ତି କପୁର
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣଏସ୍. ରଞ୍ଜନ ରାଓ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୯ ଅକ୍ଟୋବର ୨୦୧୬
ଦେଶଭାରତ
ଭାଷାଓଡ଼ିଆ

ଛାତି ତଳେ ଡିଂ ଡଂ, ୨୦୧୬ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ[୧] ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ସାହୁ ।[୨][୩][୪] ଏହା ଚଳଚ୍ଚିତ୍ରଟି ୨୦୧୫ ମସିହା ନଭେମ୍ବର ୨୭ ତାରିଖରେ ତେଲୁଗୁ ଓ ତାମିଲ ଭାଷାରେ ମୁକ୍ତିଲାଭ କରିଥିବା "ସାଇଜ୍ ଜିରୋ" କଥାଚିତ୍ରର ଅବଲମ୍ବନରେ ତିଆରି ହୋଇଥିଲା । ଏହା ୨୦୧୬ ମସିହା ଅକ୍ଟୋବର ୧୦ ତାରିଖ ଦଶହରାରେ ମୁକ୍ତିଲାଭ କରିଥିଲା ।[୫] ଓଡ଼ିଆ କଥା ଜଗତରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଏବଂ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ପ୍ରଥମ କରି ଏକାଠି ଅଭିନୟ କରିଥିଲେ ଏହି ଚଳଚ୍ଚିତ୍ରରେ ।[୬]

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ମଳୟ ମିଶ୍ର ।[୮][୯] ବସନ୍ତରାଜ ସାମଲ ଏବଂ ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକୁ ରଚନା କରିଛନ୍ତି ।[୧୦]

ଗୀତ ରଚନା କଣ୍ଠଦାନ
ଘୁମୁରା
ସ୍ଲିମ୍ ଫିଗର୍ ଜିମ୍ ବାଲି
ଯାହାର ଫାଟୁଛି ଫାଟୁ
ଆଖିରେ ହାଣି ଦେଲି ତୁ
ଛାତି ତଳେ ଡିଂ ଡଂ

ଆଧାର[ସମ୍ପାଦନା]

  1. "ମଞ୍ଜରୀ ମୁଭିଜ୍‌ରେ ସବ୍ୟ-ଅର୍ଚିତା". ସମ୍ବାଦ. 4 September 2016. Archived from the original on 9 October 2016. Retrieved 6 October 2016.
  2. "Ollywood Release – Odia Movies Mun Khanti Odia Jhia & Bhairab - EnewsOdia.Com". enewsodia.com/. Odisha: E News ଓଡ଼ିଆ. 8 September 2017. Archived from the original on 23 June 2019. Retrieved 16 January 2019.
  3. "କାଲି ପରଦାକୁ 'କୁଇନ୍' ରୂପରେ ଆସିବେ ବର୍ଷା ପ୍ରିୟଦର୍ଶିନୀ | Sambad". ସମ୍ବାଦ. sambad.in. 14 January 2020. Retrieved 19 January 2020.
  4. "ଦଶହରାରେ ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଫିଲ୍ମ ନାହିଁ". ସମ୍ବାଦ. sambad.in. 22 September 2017. Archived from the original on 18 November 2021. Retrieved 18 November 2021.
  5. ସାହୁ, ଗଣେଶ ପ୍ରସାଦ (4 October 2016). "ରିଲିଜ୍ ହେବାକୁ ଥିବା 'ଛାତି ତଳେ ଡିଙ୍ଗ୍ ଡଙ୍ଗ୍' ଏକ ତେଲୁଗୁ ସିନେମାର କପି". Odisha News 360. Retrieved 6 October 2016.[permanent dead link]
  6. "ଏହି ତିନି ଟପ୍‌ ନାୟିକାଙ୍କ ସହ ବି ଏକାଠି ଆସିଛନ୍ତି ଅର୍ଚ୍ଚିତା | Sambad". Sambad (in Odia). ଓଡ଼ିଶା. 11 September 2018. Archived from the original on 15 September 2018. Retrieved 12 September 2018.{{cite news}}: CS1 maint: unrecognized language (link)
  7. "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
  8. "ଏବେ ସକ୍ରିୟ ହେଲେଣି ଓଲିଉଡର ଏହି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ | Sambad". ସମ୍ବାଦ. sambad.in. 29 September 2019. Archived from the original on 29 September 2019. Retrieved 27 December 2021.
  9. "Chhati Tale Ding Dong Odia Film Of Sabyasachi, Barsa And Archita". odiainfo.in. Archived from the original on 20 September 2016. Retrieved 6 October 2016.
  10. "Chhati Tale Ding Dong Odia Movie of Sabyasachi, Barsa, Archita and Shakti Kapoor". incredibleorissa.com. Retrieved 6 October 2016.

ବାହାର ଆଧାର[ସମ୍ପାଦନା]