Jump to content

"ଶୁଭ ବିବାହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ଆଧାର
ଟିକେNo edit summary
୬ କ ଧାଡ଼ି: ୬ କ ଧାଡ଼ି:
| alt =
| alt =
| caption =
| caption =
| director = [[ଜ୍ୟୋତିପ୍ରକାଶ ଦାସ]]
| director = [[ଜ୍ୟୋତିପ୍ରକାଶ ଦାସ]]
| producer = [[ପୁପିନ୍ଦର ସିଂହ]], ସୁନୀତା ଲକ୍ଷ୍ମୀ, ମନିଷା
| producer = [[ପୁପିନ୍ଦର ସିଂହ]], ସୁନୀତା ଲକ୍ଷ୍ମୀ, ମନିଷା
| writer = (ସଂଳାପ):
| writer =
| screenplay = ଜ୍ୟୋତିପ୍ରକାଶ ଦାସ, ପ୍ରକାଶ ବରାଳ
| screenplay = ଜ୍ୟୋତିପ୍ରକାଶ ଦାସ, ପ୍ରକାଶ ବରାଳ
| story = ଜ୍ୟୋତିପ୍ରକାଶ ଦାସ
| story = ଜ୍ୟୋତିପ୍ରକାଶ ଦାସ
| based on =
| based on =
| narrator =
| narrator =
| starring = [[ପୁପିନ୍ଦର ସିଂହ]], [[ବର୍ଷା ପ୍ରିୟଦର୍ଶିନୀ]], [[ଆକାଶ ଦାସନାୟକ]], [[ମିହିର ଦାସ]], [[ଅପରାଜିତା ମହାନ୍ତି]], [[ବିଜୟ ମହାନ୍ତି]]
| starring = [[ପୁପିନ୍ଦର ସିଂହ]], [[ବର୍ଷା ପ୍ରିୟଦର୍ଶିନୀ]], [[ଆକାଶ ଦାସନାୟକ]], [[ମିହିର ଦାସ]], [[ଅପରାଜିତା ମହାନ୍ତି]], [[ବିଜୟ ମହାନ୍ତି]]
| music = [[ଅଭିଜିତ ମଜୁମଦାର]]
| music = [[ଅଭିଜିତ ମଜୁମଦାର]]
| cinematography = ନ‌ଗେନ୍ଦ୍ର କୁମାର
| cinematography = ନ‌ଗେନ୍ଦ୍ର କୁମାର
| editing = ସୁସ୍ମିତ ମଣ୍ଡଳ
| editing = ସୁସ୍ମିତ ମଣ୍ଡଳ
| studio =
| studio =
| distributor =
| distributor =
୨୭ କ ଧାଡ଼ି: ୨୭ କ ଧାଡ଼ି:
}}
}}

'''ଶୁଭ ବିବାହ''', ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୁପିନ୍ଦର ସିଂହ, ସୁନୀତା ଲକ୍ଷ୍ମୀ ଓ ମନିଷା । ଜ୍ୟୋତିପ୍ରକାଶ ଦାସ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଜ୍ୟୋତିପ୍ରକାଶ ଦାସ ଏବଂ ପ୍ରକାଶ ବରାଳ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ।<ref name="Subha Bibaha"/>
'''ଶୁଭ ବିବାହ''', ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।<ref>{{cite news |title=Tarang Cine Production and Ratna Banner’s upcoming Odia film Ishq Puni Thare |url=https://www.odishanewstimes.com/2018/08/18/tarang-cine-production-and-ratna-banners-upcoming-odia-film-ishq-puni-thare/ |accessdate=14 September 2018 |work=Odisha News Times |archiveurl=http://www.webcitation.org/72QnAgWOf |archivedate=14 September 2018 |location=ଓଡ଼ିଶା |language=en}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୁପିନ୍ଦର ସିଂହ, ସୁନୀତା ଲକ୍ଷ୍ମୀ ଓ ମନିଷା । ଜ୍ୟୋତିପ୍ରକାଶ ଦାସ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଜ୍ୟୋତିପ୍ରକାଶ ଦାସ ଏବଂ ପ୍ରକାଶ ବରାଳ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ।<ref name="Subha Bibaha"/>

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପୁପିନ୍ଦର ସିଂହ<ref>{{cite news|title=ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?|url=http://sambad.in/entertainment/pupindar-absent-in-2017-51698/|accessdate=10 April 2018|newspaper=sambad.in|date=23 December 2017}}</ref>, ବର୍ଷା ପ୍ରିୟଦର୍ଶିନୀ ଏବଂ ଆକାଶ ଦାସନାୟକ ।<ref name="Subha Bibaha">{{cite web|title=Subha Bibaha|url=http://odiakhati.com/site_244.xhtml|publisher=OdiaKhati.com|accessdate=27 November 2017}}</ref> ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଜୀବନ ପଣ୍ଡା, ସଲିଲ ମିତ୍ର, ସୁମନ, ପୂଜା, ଶୁଭଶ୍ରୀ, ବାବୁଲା, ଦିଲ୍ଲୀପ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

୨୩:୦୦, ୧୪ ସେପ୍ଟେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ

ଶୁଭ ବିବାହ
ନିର୍ଦ୍ଦେଶକଜ୍ୟୋତିପ୍ରକାଶ ଦାସ
ପ୍ରଯୋଜକପୁପିନ୍ଦର ସିଂହ, ସୁନୀତା ଲକ୍ଷ୍ମୀ, ମନିଷା
ଚିତ୍ରନାଟ୍ୟଜ୍ୟୋତିପ୍ରକାଶ ଦାସ, ପ୍ରକାଶ ବରାଳ
କାହାଣୀଜ୍ୟୋତିପ୍ରକାଶ ଦାସ
କଳାକାରପୁପିନ୍ଦର ସିଂହ, ବର୍ଷା ପ୍ରିୟଦର୍ଶିନୀ, ଆକାଶ ଦାସନାୟକ, ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣନ‌ଗେନ୍ଦ୍ର କୁମାର
ସମ୍ପାଦକସୁସ୍ମିତ ମଣ୍ଡଳ
ମୁକ୍ତିଲାଭ ତାରିଖ
୨୮ ଫେବୃଆରୀ ୨୦୧୦
ଦେଶ ଭାରତ
ଭାଷାଓଡ଼ିଆ

ଶୁଭ ବିବାହ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପୁପିନ୍ଦର ସିଂହ, ସୁନୀତା ଲକ୍ଷ୍ମୀ ଓ ମନିଷା । ଜ୍ୟୋତିପ୍ରକାଶ ଦାସ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ଜ୍ୟୋତିପ୍ରକାଶ ଦାସ ଏବଂ ପ୍ରକାଶ ବରାଳ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପୁପିନ୍ଦର ସିଂହ[], ବର୍ଷା ପ୍ରିୟଦର୍ଶିନୀ ଏବଂ ଆକାଶ ଦାସନାୟକ ।[] ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, ତନ୍ଦ୍ରା ରାୟ, ଜୀବନ ପଣ୍ଡା, ସଲିଲ ମିତ୍ର, ସୁମନ, ପୂଜା, ଶୁଭଶ୍ରୀ, ବାବୁଲା, ଦିଲ୍ଲୀପ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[] ବସନ୍ତରାଜ ସାମଲ, ନିର୍ମଳ ନାୟକ, ନିଜାମ୍ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଅଭିଜିତ, ଗୌତମ ଗାଙ୍ଗୁଲି, ପାମେଲା ଜୈନ, ସଂଘମିତ୍ରା ଜେନା, କ୍ରିଷ୍ଣା, ମାଧବ, ତପୁ ମିଶ୍ର, ଜଲି ମୁଖାର୍ଜୀ, ଉଦିତ ନାରାୟଣ, ବିନୋଦ ରାଠୋଡ, ସାଧନା ସରଗମ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ସୁଖ ଦୁଃଖ ଦୋଛକିରେ" 
2."ମାନିଯାରେ ମାନିଯା ତୁ ଭଲ ପାଉଚୁ" 
3."ଚାନ୍ଦରୁ ଚାନ୍ଦିନୀ ତାରାରୁ ରୋଶନୀ" 
4."ଆସିଲା ଶୁଭ ବିବାହ" 

ଆଧାର

  1. "Tarang Cine Production and Ratna Banner's upcoming Odia film Ishq Puni Thare". Odisha News Times (in ଇଂରାଜୀ). ଓଡ଼ିଶା. Archived from the original on 14 September 2018. Retrieved 14 September 2018.
  2. ୨.୦ ୨.୧ ୨.୨ "Subha Bibaha". OdiaKhati.com. Retrieved 27 November 2017.
  3. "ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. Retrieved 10 April 2018.
  4. "ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. Retrieved 10 April 2018.
  5. "ଏ ବର୍ଷ ଗୋଟିଏ ସିନେମାରେ ବର୍ଷା ପ୍ରିୟଦର୍ଶିନୀ | Sambad". Sambad. 15 October 2017. Archived from the original on 2 September 2018. Retrieved 2 September 2018.

ବାହାର ଆଧାର