Jump to content

"ବ୍ଲାକ୍‌ମେଲ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେNo edit summary
ଟିକେ ଅଭିନୟ
୩୪ କ ଧାଡ଼ି: ୩୪ କ ଧାଡ଼ି:
* [[ଅର୍ଦ୍ଧେନ୍ଦୁ ସାହୁ]]- ଅନୁରାଗ/ଦେବ୍
* [[ଅର୍ଦ୍ଧେନ୍ଦୁ ସାହୁ]]- ଅନୁରାଗ/ଦେବ୍
* ଆହାନା<ref>{{cite news|title=ଜାଣନ୍ତୁ , କାହିଁକି ସିଦ୍ଧାନ୍ତଙ୍କୁ ଡରୁଥିଲେ ଏହି ନାୟିକା|url=http://sambad.in/entertainment/siddhant-ahana-2-147559/|accessdate=6 June 2018|newspaper=sambad.in|date=27 May 2018}}</ref>
* ଆହାନା<ref>{{cite news|title=ଜାଣନ୍ତୁ , କାହିଁକି ସିଦ୍ଧାନ୍ତଙ୍କୁ ଡରୁଥିଲେ ଏହି ନାୟିକା|url=http://sambad.in/entertainment/siddhant-ahana-2-147559/|accessdate=6 June 2018|newspaper=sambad.in|date=27 May 2018}}</ref>
* [[ତମନ୍ନା ବ୍ୟାସ]]<ref>{{cite news |first1=Prachitara |title=Odia Actress Tamanna Vyas Among Top Five In Miss Diva 2018 - ODISHA BYTES |url=http://www.odishabytes.com/odia-actress-tamanna-vyas-among-top-five-miss-diva-2018/ |accessdate=31 August 2018 |work=ODISHA BYTES |date=4 August 2018}}</ref>
* [[ତମନ୍ନା ବ୍ୟାସ]]
* [[ସିଦ୍ଧାନ୍ତ ମହାପାତ୍ର]]
* [[ସିଦ୍ଧାନ୍ତ ମହାପାତ୍ର]]
* [[ମନୋଜ ମିଶ୍ର]]
* [[ମନୋଜ ମିଶ୍ର]]

୨୨:୨୮, ୩୧ ଅଗଷ୍ଟ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ବ୍ଲାକ୍‌ମେଲ୍
ନିର୍ଦ୍ଦେଶକଅମିତ ନାୟକ
ପ୍ରଯୋଜକଆଦିକନ୍ଦ ସାହୁ
ସଂଳାପ(ସଂଳାପ): ବାପୁ ଗୋସ୍ୱାମୀ
କଳାକାରଅର୍ଦ୍ଧେନ୍ଦୁ ସାହୁ
ଆହାନା
ତମନ୍ନା ବ୍ୟାସ
ସିଦ୍ଧାନ୍ତ ମହାପାତ୍ର
ମନୋଜ ମିଶ୍ର
ସଙ୍ଗୀତପ୍ରେମ ଆନନ୍ଦ
ମୁକ୍ତିଲାଭ ତାରିଖ
୩୧ ଅଗଷ୍ଟ ୨୦୧୮
ଦେଶ ଭାରତ
ଭାଷାଓଡ଼ିଆ

ବ୍ଲାକ୍‌ମେଲ୍, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲା ମା ସିଂହବାହିନୀ ମୁଭିଜ୍ । ବାପୁ ଗୋସ୍ୱାମୀ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[] ଅମିତ ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[] ଅମିତ ଜଣେ ନୃତ୍ୟ ନିର୍ଦ୍ଦେଶକ ଭାବରେ ପୂର୍ବରୁ କାମ କରୁଥିଲେ ।[] ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଦ୍ଧେନ୍ଦୁ ।[][] ଚଳଚ୍ଚିତ୍ରଟିରେ ଆହାନା ଏବଂ ତମନ୍ନା ଉଭୟ ନାୟିକା ଭାବରେ ଅଭିନୟ କରିଥିଲେ ।[] ଅର୍ଦ୍ଧେନ୍ଦୁ ଟପୋରି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଆହାନା ଭୈରବ ଚଳଚ୍ଚିତ୍ର ଜରିଆରେ[] ଏବଂ ତମନ୍ନା ଭାଇନା, କ'ଣ କଲା ସେ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ସିଦ୍ଧାନ୍ତ ମହାପାତ୍ର, ମନୋଜ ମିଶ୍ର, ଜର୍ଜ ତିଆଡ଼ି, ରତନ ମେହେର, ସରୋଜ ଦାସ, ରାଜଶ୍ରୀ, ପ୍ରତିଭା ପଣ୍ଡା, ପ୍ରଜ୍ଞା ଖଟୁଆ, ଗୁଡ୍ଡୁ, ଜ୍ଞାନ, ନଳିନୀ, ବେବି ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[]

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[][] ଏହି କଥାଚିତ୍ରରେ ଥିବା ଏକ ହୋଲି ଗୀତକୁ ଗାଇଥିଲେ ଉଦିତ ନାରାୟଣ ଏବଂ ଦୀପ୍ତିରେଖା ପାଢ଼ୀ[][]

ଗୀତ

କ୍ରମଗୀତଗାୟକସମୟ
1."ହାଏ ତୋ ପ୍ରେମର ରଙ୍ଗୋଲି…"ଉଦିତ ନାରାୟଣ, ଦୀପ୍ତିରେଖା ପାଢ଼ୀ 

ଆଧାର

  1. ୧.୦ ୧.୧ ୧.୨ ୧.୩ "ଆହାନାଙ୍କ ଆଶା". ସମାଜ. 5 November 2017. Retrieved 5 November 2017.
  2. ୨.୦ ୨.୧ "ଆହାନା ଏବଂ ତମନ୍ନାଙ୍କ ସହ ଅଭିନୟ କରି ଭଲ ଲାଗିଲା, ସେମାନେ ଖୁବ୍‌ କୋପରେଟିଭ୍‌ : ଅର୍ଦ୍ଧେନ୍ଦୁ". sambad.in. 5 March 2018. Retrieved 8 April 2018.
  3. ୩.୦ ୩.୧ ୩.୨ "'ବ୍ଲାକ୍ ମେଲ୍‌ର ନାୟିକା'". ସମାଜ. 12 November 2017. Retrieved 12 November 2017.
  4. ୪.୦ ୪.୧ "ଆସୁଛନ୍ତି ଅର୍ଦ୍ଧେନ୍ଦୁ". ସମାଜ ରବିବାର. 1 July 2018. Archived from the original on 1 July 2018. Retrieved 5 July 2018.
  5. "ଅର୍ଦ୍ଧେନ୍ଦୁଙ୍କ ଆତ୍ମ‌ବିଶ୍ୱାସ". ସମାଜ. 11 March 2018. Retrieved 12 March 2018.
  6. "ଜାଣନ୍ତୁ , କାହିଁକି ସିଦ୍ଧାନ୍ତଙ୍କୁ ଡରୁଥିଲେ ଏହି ନାୟିକା". sambad.in. 27 May 2018. Retrieved 6 June 2018.
  7. "Odia Actress Tamanna Vyas Among Top Five In Miss Diva 2018 - ODISHA BYTES". ODISHA BYTES. 4 August 2018. Retrieved 31 August 2018. {{cite news}}: |first1= missing |last1= (help)
  8. "ଉଦିତ୍‌ ନାରୟଣ-ପ୍ରେମ୍‌ ଆନନ୍ଦ ଯୋଡି ଫେରିଲା; 'ବ୍ଲାକମେଲ୍‌'ରେ ଗାଇଲେ ଉଦିତ୍‌". sambad.in. 9 February 2018. Retrieved 17 February 2018.

ବାହାର ଆଧାର