ଟପୋରି

ଉଇକିପିଡ଼ିଆ‌ରୁ
ଟପୋରି
ନିର୍ଦ୍ଦେଶକବିଶ୍ୱଜିତ ପଣ୍ଡା
ପ୍ରଯୋଜକଆଦିକନ୍ଦ ସାହୁ
ସଂଳାପଦିବ୍ୟ
ଚିତ୍ରନାଟ୍ୟସୁରେଶ ପଟ୍ଟନାୟକ
କଳାକାରଅର୍ଦ୍ଧେନ୍ଦୁ ସାହୁ, ଅନ୍ୱେଶା, ପ୍ରତିଭା ପଣ୍ଡା, ମିହିର ଦାସ, ପ୍ରଜ୍ଞା ଖଟୁଆ, ଜ୍ଞାନ, ଗୁଡ୍ଡୁ, ହରିହର ଦାସ, ଅମର
ସଙ୍ଗୀତଆସାଦ୍ ନିଜାମ୍
ଚିତ୍ରଗ୍ରହଣପ୍ରଫୁଲ୍ଲ ସାହୁ
ମୁକ୍ତିଲାଭ ତାରିଖ
୧୩ ଅପ୍ରେଲ ୨୦୧୭
ଦେଶ ଭାରତ
ଭାଷାଓଡ଼ିଆ

ଟପୋରି, ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩][୪] ଏହି ଚଳଚ୍ଚିତ୍ରଟି ୧୩ ଅପ୍ରେଲ ୨୦୧୭ରେ ମୁକ୍ତିଲାଭ କରିଥିଲେ । ଚଳଚ୍ଚିତ୍ରର ପ୍ରଯୋଜନା କରିଥିଲେ ଆଦିକନ୍ଦ ସାହୁ ଏବଂ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱଜିତ ପଣ୍ଡା । ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଆସାଦ୍ ନିଜାମ୍ ଏବଂ ଗୀତ ରଚନା କରିଥିଲେ ତପୁ ନାୟକ ।

ଅର୍ଦ୍ଧେନ୍ଦୁ ଏବଂ ଅନ୍ୱେଶା ଏହି ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୫][୬][୭] ପ୍ରତିଭା ପଣ୍ଡା, ମିହିର ଦାସ, ପ୍ରଜ୍ଞା ଖଟୁଆ, ଜ୍ଞାନ, ଗୁଡ୍ଡୁ, ହରିହର ଦାସ, ଅମର ପ୍ରମୁଖ କଳାକାରମାନେ ଏହି ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ଗୀତ ରଚନା କରିଥିଲେ ତବୁ ନାୟକ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଆସାଦ୍ ନିଜାମ୍ । ଚଳଚ୍ଚିତ୍ରରେ କଣ୍ଠଦାନ କରିଥିବା ପ୍ରମୁଖ ଗାୟକମାନେ ହେଲେ: ଉଦିତ ନାରାୟଣ, ବିନୋଦ ରାଠୋଡ, କୁଳଦୀପ, ଦିକ୍‌ସୁ, ସତ୍ୟଜିତ୍ ପ୍ରଧାନ ।[୬]

ଗୀତ[ସମ୍ପାଦନା]

ଗୀତ ରଚନା କଣ୍ଠଦାନ
ତୋ ମନ‌କୁ ଚୋରି କରି
ଟପୋରି
ପଖି ପଖି ଉଦିତ ନାରାୟଣ[୮]
ତୋ ବିନା
ଆମେ ସୁନା ପିଲା

ଆଧାର[ସମ୍ପାଦନା]

  1. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  2. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  3. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
  4. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  5. "ଅର୍ଦ୍ଧେନ୍ଦୁଙ୍କ ଆତ୍ମ‌ବିଶ୍ୱାସ". ସମାଜ. 11 March 2018. Retrieved 12 March 2018.[permanent dead link]
  6. ୬.୦ ୬.୧ "Tapori". Odia Movie Database. Archived from the original on 17 April 2017. Retrieved 13 April 2017.
  7. Jena, Manjit. "Tapori Odia Film Of Ardhendu Cast, Crew, Wallpapers, Songs And Videos". OdiaInfo.in. Archived from the original on 10 March 2017. Retrieved 13 April 2017.
  8. Parashar, Utpal (3 March 2017). "Udit Narayan's Odia song is copied from my song: Assamese singer Zubeen Garg". Hindustan Times. Retrieved 13 April 2017.

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ଟପୋରି