Jump to content

"ଆକାଶେ କି ରଙ୍ଗ ଲାଗିଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
No edit summary
No edit summary
୨୬ କ ଧାଡ଼ି: ୨୬ କ ଧାଡ଼ି:
}}
}}

'''ଆକାଶେ କି ରଙ୍ଗ ଲାଗିଲା''', ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ର‌ୱାଲ, ନମିତା ଅଗ୍ର‌ୱାଲ ଓ ରାଜ୍ ଥୋରାନୀ । ବିଜୟ ମଲ୍ଲ ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ସୁଦୀପ୍ତା ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।
'''ଆକାଶେ କି ରଙ୍ଗ ଲାଗିଲା''', ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।<ref>{{cite news|title=ନାୟିକା ଏଲିନା ସାମନ୍ତରାୟ୍‌, ଏକା ସହ ଦୁଇଟି ବଡ ପ୍ରଯୋଜନା ସଂସ୍ଥାରେ କରିବେ କାମ|url=https://enewsodia.com/ollywood-actress-elina-samantray/|accessdate=26 December 2017|newspaper=E News ଓଡ଼ିଆ|date=28 November 2017}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ର‌ୱାଲ, ନମିତା ଅଗ୍ର‌ୱାଲ ଓ ରାଜ୍ ଥୋରାନୀ । ବିଜୟ ମଲ୍ଲ ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ସୁଦୀପ୍ତା ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ଅର୍ଚ୍ଚିତା ସାହୁ । ରାଲି ନନ୍ଦ, ବିରଞ୍ଚି, ଦେବୁ ବୋଷ, ଅନିତା ଦାସ, ରାଇଚରଣ ଦାସ, ସଲିଲ ମିତ୍ର, ପୃଥିରାଜ ନାୟକ, ରୁନୁ ପରିଜା, ଜୟୀରାମ ସାମଲ, ହରିହର ମହାପାତ୍ର, ମୁନ୍ନା ଖାନ୍, ମଧୁସ୍ମିତା, ବ୍ରଜ ନାୟକ, ମିଲି, ପୁପୁନ୍ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

୧୭:୧୦, ୨୬ ଡିସେମ୍ବର ୨୦୧୭ ଅନୁସାରେ କରାଯାଇଥିବା ବଦଳ

ଆକାଶେ କି ରଙ୍ଗ ଲାଗିଲା
ନିର୍ଦ୍ଦେଶକଏସ୍ କେ ମୂରଲୀଧରନ
ପ୍ରଯୋଜକସୀତାରାମ ଅଗ୍ର‌ୱାଲ, ନମିତା ଅଗ୍ର‌ୱାଲ, ରାଜ୍ ଥୋରାନୀ
ସଂଳାପ(ସଂଳାପ): ସୁଦୀପ୍ତା ନନ୍ଦ
ଚିତ୍ରନାଟ୍ୟବିଜୟ ମଲ୍ଲ
କାହାଣୀବିଜୟ ମଲ୍ଲ
କଳାକାରଅନୁଭବ ମହାନ୍ତି, ଅର୍ଚ୍ଚିତା ସାହୁ, ରାଲି ନନ୍ଦ, ବିରଞ୍ଚି, ଦେବୁ ବୋଷ, ଅନିତା ଦାସ, ରାଇଚରଣ ଦାସ, ସଲିଲ ମିତ୍ର
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣଆର୍. ଭଗତ ସିଂହ
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୦୯
ଦେଶ ଭାରତ
ଭାଷାଓଡ଼ିଆ

ଆକାଶେ କି ରଙ୍ଗ ଲାଗିଲା, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ର‌ୱାଲ, ନମିତା ଅଗ୍ର‌ୱାଲ ଓ ରାଜ୍ ଥୋରାନୀ । ବିଜୟ ମଲ୍ଲ ଏହି କଥାଚିତ୍ରଟିର କାହାଣୀ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ସୁଦୀପ୍ତା ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ଅର୍ଚ୍ଚିତା ସାହୁ । ରାଲି ନନ୍ଦ, ବିରଞ୍ଚି, ଦେବୁ ବୋଷ, ଅନିତା ଦାସ, ରାଇଚରଣ ଦାସ, ସଲିଲ ମିତ୍ର, ପୃଥିରାଜ ନାୟକ, ରୁନୁ ପରିଜା, ଜୟୀରାମ ସାମଲ, ହରିହର ମହାପାତ୍ର, ମୁନ୍ନା ଖାନ୍, ମଧୁସ୍ମିତା, ବ୍ରଜ ନାୟକ, ମିଲି, ପୁପୁନ୍ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ

  • ଅନୁଭବ ମହାନ୍ତି
  • ଅର୍ଚ୍ଚିତା ସାହୁ
  • ରାଲି ନନ୍ଦ
  • ବିରଞ୍ଚି
  • ଦେବୁ ବୋଷ
  • ଅନିତା ଦାସ
  • ରାଇଚରଣ ଦାସ
  • ସଲିଲ ମିତ୍ର
  • ପୃଥିରାଜ ନାୟକ
  • ରୁନୁ ପରିଜା
  • ଜୟୀରାମ ସାମଲ
  • ହରିହର ମହାପାତ୍ର
  • ମୁନ୍ନା ଖାନ୍
  • ମଧୁସ୍ମିତା
  • ବ୍ରଜ ନାୟକ
  • ମିଲି
  • ପୁପୁନ୍

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ମୋହିତ ଚକ୍ରବର୍ତ୍ତୀ, ଅରୁଣ ମନ୍ତ୍ରୀ, ବିଜୟ ମଲ୍ଲ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ଶ୍ରୀଚରଣ, କୁରଣାକର, ଉଦିତ ନରାୟଣ, ନିବେଦିତା, ପଦ୍ମା, ପମି, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."ଦୂରେ ଚାଲିଯାଏ ମାୟା ଲଗେଇ" 
2."ତୋ ଆଖିରେ ମୁଁ" 
3."କୁଚ୍ଚି କୁଚ୍ଚି" 
4."ଆଜି ଆକାଶେ କି ରଙ୍ଗ ଲାଗିଲା" 
5."ଲୁହ ଟୋପେ" 
6."ଆକାଶକୁ ଛୁଇଁଯିବି" 
7."ଆଜି ଆକାଶେ କି ରଙ୍ଗ ଲାଗିଲା (ଧିର)" 

ଆଧାର

  1. "ନାୟିକା ଏଲିନା ସାମନ୍ତରାୟ୍‌, ଏକା ସହ ଦୁଇଟି ବଡ ପ୍ରଯୋଜନା ସଂସ୍ଥାରେ କରିବେ କାମ". E News ଓଡ଼ିଆ. 28 November 2017. Retrieved 26 December 2017.

ବାହାର ଆଧାର

ଇଣ୍ଟରନେଟ ମୁଭି ଡାଟାବେସରେ ଆକାଶେ କି ରଙ୍ଗ ଲାଗିଲା