"ବିନ୍ଦାସ ରୋମିଓ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
No edit summary |
No edit summary |
||
୨୬ କ ଧାଡ଼ି: | ୨୬ କ ଧାଡ଼ି: | ||
}} |
}} |
||
'''ବିନ୍ଦାସ ରୋମିଓ''', ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଜିନ୍ ବେଉରା । ଜିନ୍ ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ । ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ସଂଳାପ ଲେଖିଥିଲେ । ଦୀପକ ସ୍ୱାଇଁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୁ କିଶୋର । ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।<ref name="BindaaRomeo">{{cite news|title=ପରଦାକୁ ଆସିଲା ‘ବିନ୍ଦାସ ରୋମିଓ’ ଓ ‘ମୋ ଦିଲ କହେ ଇଲୁ ଇଲୁ’|url=http://odishareporter.in/entertainment/paradaku-asila-bindas-romio-mo-dil-kahe-ili-ilu/|accessdate=31 August 2017|newspaper=Odisha Reporter|date=25 September 2015}}</ref> |
'''ବିନ୍ଦାସ ରୋମିଓ''', ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଜିନ୍ ବେଉରା ।<ref>{{cite news|title=Bindas Romeo Odia Movie Releasing Today|url=http://enewsodia.com/bindas-romeo-odia-movie/|accessdate=31 August 2017|newspaper=E News ଓଡ଼ିଆ|date=25 September 2015}}</ref> ଜିନ୍ ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ । ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ସଂଳାପ ଲେଖିଥିଲେ । ଦୀପକ ସ୍ୱାଇଁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୁ କିଶୋର । ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।<ref name="BindaaRomeo">{{cite news|title=ପରଦାକୁ ଆସିଲା ‘ବିନ୍ଦାସ ରୋମିଓ’ ଓ ‘ମୋ ଦିଲ କହେ ଇଲୁ ଇଲୁ’|url=http://odishareporter.in/entertainment/paradaku-asila-bindas-romio-mo-dil-kahe-ili-ilu/|accessdate=31 August 2017|newspaper=Odisha Reporter|date=25 September 2015}}</ref> |
||
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପୁପୁନ ଏବଂ [[ପ୍ରକୃତି ମିଶ୍ର]] । [[ମୀନକେତନ]], [[ଶ୍ରୀତମ ଦାସ]], [[ମିହିର ଦାସ]], ମେଘା, [[ଚୌଧୁରୀ ବିକାଶ ଦାସ]], ପୃଥିରାଜ, [[ପିଣ୍ଟୁ ନନ୍ଦ]], [[ହର ରଥ]], [[ଜର୍ଜ ତିଆଡ଼ି]], ବିଜୁ ବଡ଼ଜେନା, ରାଜା, ମୁନ୍ମୁନ୍ ଖୁଣ୍ଟିଆ, [[ପ୍ରଦ୍ୟୁମ୍ନ ଲେଙ୍କା]], ସଲିଲ ମିତ୍ର, ଜ୍ୟୋତି ମିଶ୍ର, [[ପୁଷ୍ପା ପଣ୍ଡା]], ମନିଷା ମିଶ୍ର ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref>{{cite web|title=Bindass Romeo (ବିନ୍ଦାସ ରୋମିଓ) - 2015 Romantic Odia Film|url=http://ollywood.odiaportal.in/2015/09/Bindass-Romeo-2015-Odia-Film.html|publisher=ଓଡ଼ିଆପୋର୍ଟଲ.ଇନ୍|accessdate=31 August 2017}}</ref> |
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପୁପୁନ ଏବଂ [[ପ୍ରକୃତି ମିଶ୍ର]] । [[ମୀନକେତନ]], [[ଶ୍ରୀତମ ଦାସ]], [[ମିହିର ଦାସ]], ମେଘା, [[ଚୌଧୁରୀ ବିକାଶ ଦାସ]], ପୃଥିରାଜ, [[ପିଣ୍ଟୁ ନନ୍ଦ]], [[ହର ରଥ]], [[ଜର୍ଜ ତିଆଡ଼ି]], ବିଜୁ ବଡ଼ଜେନା, ରାଜା, ମୁନ୍ମୁନ୍ ଖୁଣ୍ଟିଆ, [[ପ୍ରଦ୍ୟୁମ୍ନ ଲେଙ୍କା]], ସଲିଲ ମିତ୍ର, ଜ୍ୟୋତି ମିଶ୍ର, [[ପୁଷ୍ପା ପଣ୍ଡା]], ମନିଷା ମିଶ୍ର ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।<ref>{{cite web|title=Bindass Romeo (ବିନ୍ଦାସ ରୋମିଓ) - 2015 Romantic Odia Film|url=http://ollywood.odiaportal.in/2015/09/Bindass-Romeo-2015-Odia-Film.html|publisher=ଓଡ଼ିଆପୋର୍ଟଲ.ଇନ୍|accessdate=31 August 2017}}</ref> |
୨୩:୦୯, ୩୧ ଅଗଷ୍ଟ ୨୦୧୭ ଅନୁସାରେ କରାଯାଇଥିବା ବଦଳ
ବିନ୍ଦାସ ରୋମିଓ | |
---|---|
ନିର୍ଦ୍ଦେଶକ | ଦୀପକ ସ୍ୱାଇଁ |
ପ୍ରଯୋଜକ | ଜିନ୍ ବେଉରା |
ସଂଳାପ | (ସଂଳାପ): ବାପୁ ଗୋସ୍ୱାମୀ |
ଚିତ୍ରନାଟ୍ୟ | ଦୀପକ ସ୍ୱାଇଁ |
କାହାଣୀ | ଜିନ୍ ବେଉରା |
କଳାକାର | ପୁପୁନ, ପ୍ରକୃତି ମିଶ୍ର, ମୀନକେତନ, ଶ୍ରୀତମ ଦାସ, ମିହିର ଦାସ, ଚୌଧୁରୀ ବିକାଶ ଦାସ |
ସଙ୍ଗୀତ | ବିଭୁ କିଶୋର |
ଚିତ୍ରଗ୍ରହଣ | ଅଜିତ |
ମୁକ୍ତିଲାଭ ତାରିଖ | ୨୫ ସେପ୍ଟେମର ୨୦୧୫[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିନ୍ଦାସ ରୋମିଓ, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଜିନ୍ ବେଉରା ।[୨] ଜିନ୍ ଚଳଚ୍ଚିତ୍ରଟିର କାହାଣୀ ଲେଖିଥିଲେ । ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ସଂଳାପ ଲେଖିଥିଲେ । ଦୀପକ ସ୍ୱାଇଁ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ନିର୍ଦ୍ଦେଶନା ଦେଇଥିଲେ । ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୁ କିଶୋର । ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧]
ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପୁପୁନ ଏବଂ ପ୍ରକୃତି ମିଶ୍ର । ମୀନକେତନ, ଶ୍ରୀତମ ଦାସ, ମିହିର ଦାସ, ମେଘା, ଚୌଧୁରୀ ବିକାଶ ଦାସ, ପୃଥିରାଜ, ପିଣ୍ଟୁ ନନ୍ଦ, ହର ରଥ, ଜର୍ଜ ତିଆଡ଼ି, ବିଜୁ ବଡ଼ଜେନା, ରାଜା, ମୁନ୍ମୁନ୍ ଖୁଣ୍ଟିଆ, ପ୍ରଦ୍ୟୁମ୍ନ ଲେଙ୍କା, ସଲିଲ ମିତ୍ର, ଜ୍ୟୋତି ମିଶ୍ର, ପୁଷ୍ପା ପଣ୍ଡା, ମନିଷା ମିଶ୍ର ଆଦି କଳାକାରମାନେ ଚଳଚ୍ଚିତ୍ରଟିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]
ଅଭିନୟ
- ପୁପୁନ
- ପ୍ରକୃତି ମିଶ୍ର
- ମୀନକେତନ
- ଶ୍ରୀତମ ଦାସ
- ମିହିର ଦାସ
- ମେଘା
- ଚୌଧୁରୀ ବିକାଶ ଦାସ
- ପୃଥିରାଜ
- ପିଣ୍ଟୁ ନନ୍ଦ
- ହର ରଥ
- ଜର୍ଜ ତିଆଡ଼ି
- ବିଜୁ ବଡ଼ଜେନା
- ରାଜା
- ମୁନ୍ମୁନ୍ ଖୁଣ୍ଟିଆ
- ପ୍ରଦ୍ୟୁମ୍ନ ଲେଙ୍କା
- ସଲିଲ ମିତ୍ର
- ଜ୍ୟୋତି ମିଶ୍ର
- ପୁଷ୍ପା ପଣ୍ଡା
- ମନିଷା ମିଶ୍ର
କାହାଣୀ
ଗୀତ ଏବଂ ସଙ୍ଗୀତ
ବିଭୁ କିଶୋର ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ବାପୁ ଗୋସ୍ୱାମୀ ଚଳଚ୍ଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।
ଗୀତ
କ୍ରମ | ଗୀତ | ସମୟ |
---|---|---|
1. | "ହାଲା ହଉଥିଲା ଛାତି" | |
2. | "ପବନ ଏମିତି ବହିବ" | |
3. | "ସୁନୟନା" | |
4. | "ରଙ୍ଗିଲା ବାଳୁଙ୍ଗା" |
ଆଧାର
- ↑ ୧.୦ ୧.୧ "ପରଦାକୁ ଆସିଲା 'ବିନ୍ଦାସ ରୋମିଓ' ଓ 'ମୋ ଦିଲ କହେ ଇଲୁ ଇଲୁ'". Odisha Reporter. 25 September 2015. Retrieved 31 August 2017.
- ↑ "Bindas Romeo Odia Movie Releasing Today". E News ଓଡ଼ିଆ. 25 September 2015. Retrieved 31 August 2017.
- ↑ "Bindass Romeo (ବିନ୍ଦାସ ରୋମିଓ) - 2015 Romantic Odia Film". ଓଡ଼ିଆପୋର୍ଟଲ.ଇନ୍. Retrieved 31 August 2017.