କୃଷ୍ଣଚନ୍ଦ୍ର ତ୍ରିପାଠୀ (କବିରାଜ)

ଉଇକିପିଡ଼ିଆ‌ରୁ
କବିରାଜ

କୃଷ୍ଣଚନ୍ଦ୍ର ତ୍ରିପାଠୀ

ଶର୍ମା
Born(1914-02-23)୨୩ ଫେବୃଆରୀ ୧୯୧୪
Died୧୭ ଅକ୍ଟୋବର ୨୦୦୬(2006-10-17) (ବୟସ ୯୨)
Years active୧୯୫୯-୧୯୬୨
Known forପ୍ରଯୋଜକ
Spouseବିନୋଦିନି ଦେବୀ
Awardsଜୟଦେବ ପୁରସ୍କାର, ୧୯୮୧
କୃଷ୍ଣଚନ୍ଦ୍ର ତ୍ରିପାଠୀ
ବିଧାୟକ, ପଞ୍ଚମ ବିଧାନ ସଭା
କାର୍ଯ୍ୟକାଳ
୨୩ ମାର୍ଚ୍ଚ ୧୯୭୧ – ୦୩ ମାର୍ଚ୍ଚ ୧୯୭୩
ପୂର୍ବ ଅଧିକାରୀହରିହର ଦାସ
ପର ଅଧିକାରୀହରିହର ଦାସ
ନିର୍ବାଚନ ମଣ୍ଡଳୀଆସିକା
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳଉତ୍କଳ କଂଗ୍ରେସ

କୃଷ୍ଣଚନ୍ଦ୍ର ତ୍ରିପାଠୀ (୨୩ ଫେବୃଆରୀ ୧୯୧୪[୧] - ୧୭ ଅକ୍ଟୋବର ୨୦୦୬) ଜଣେ କବିରାଜ, ଓଡ଼ିଆ କଥାଚିତ୍ର ପ୍ରଯୋଜକ, ଲେଖକ ଓ ରାଜନେତା ଥିଲେ । ଓଡ଼ିଆ କଥାଚିତ୍ର ପ୍ରଯୋଜନା, ବିତରଣ ଓ ପ୍ରଦର୍ଶନ ନିମନ୍ତେ ଗଠିତ ପ୍ରଥମ ସମବାୟ ସଂସ୍ଥା ଉତ୍କଳ ଚଳଚ୍ଚିତ୍ର ପ୍ରତିଷ୍ଠାନର ସଂସ୍ଥାପକ । [୨] ୧୯୭୧ରୁ ୧୯୭୩ ପର୍ଯ୍ୟନ୍ତ ସେ ପଞ୍ଚମ ବିଧାନ ସଭାରେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ପ୍ରତିନିଧି ଥିଲେ ।[୩] ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସିନେଟ ସଭ୍ୟ ଥିଲେ । ସେ ଉତ୍କଳ ଆୟୁର୍ବେଦିକ କୋ-ଅପରେଟିଭ ଫାର୍ମାସୀ ଲିମିଟେଡ଼, ଆସିକା, ଉତ୍କଳ କେମିକାଲ କମ୍ପାନୀ ଓ କବିରାଜ ଭବନର ପ୍ରତିଷ୍ଠାତା ଅଟନ୍ତି ।

ପ୍ରଯୋଜିତ କଥାଚିତ୍ର[ସମ୍ପାଦନା]

ରଚନାବଳୀ[ସମ୍ପାଦନା]

  • ପୂର୍ବାର୍ଦ୍ଧ ଆୟୁର୍ବେଦ ଚିକିତ୍ସା ସଂଗ୍ରହ
  • ଉତ୍ତରାର୍ଦ୍ଧ ଆୟୁର୍ବେଦ ଚିକିତ୍ସା ସଂଗ୍ରହ
  • ଆୟୁର୍ବେଦ ଚିକିତ୍ସା ସଂଗ୍ରହ ପରିଶିଷ୍ଠ ଭାଗ
  • ଜ୍ୱର ଚିକିତ୍ସାର୍ଣ୍ଣବ
  • ଜ୍ୱର ଚିକିତ୍ସା ସଂଗ୍ରହ ପରିଶିଷ୍ଠ ଭାଗ
  • ସ୍ୱପ୍ନଦୋଷ ଚିକିତ୍ସା
  • କୋଷ୍ଠକାଠିନ୍ୟ ଚିକିତ୍ସା
  • ବେଦ ବାକ୍ୟ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ମିଶ୍ର, ସ୍ୱରାଜ. "Ayurvedic Doctor And Film Producer Storms Into Odisha Assembly". sambadenglish.com. Retrieved 25 December 2020.
  2. "::DIRECTORATE OF FILM FESTIVALS::". dff.nic.in. Retrieved 10 January 2013. 'Utkal Chalchitra Pratisthan', the first co-operative venture in Odisha to produce, distribute and exhibit Odia films.
  3. "Krushna Chandra Tripathy". Odisha Help Line. Retrieved 14 January 2015.
  4. "Pramod Panigrahi passes away". Odisha Sun Times. Retrieved 14 January 2015.
  5. ଧୃତିକାମ ମହାନ୍ତି,ସୁବ୍ରତ ଦାଶ ଓ ଚିତ୍ତରଞ୍ଜନ ଚିରଞ୍ଜିତ. "ପରଦା 75". ଦ ସନ୍‌ଡେ ଇଣ୍ଡିୟାନ. Archived from the original on 30 January 2018. Retrieved 14 January 2015.
  6. "Odisha: Film Director Aprub Kishore Bir selected for Prestigious 'Jayadev Award' for 2010, Oriya Orbit". orissadiary.com. 2011. Archived from the original on 24 March 2013. Retrieved 10 January 2013. Kabiraj Krushna Chandra Tripathy(Producer) 1981 Utkal Chalachitra Pratisthana

ଅଧିକ ତଥ୍ୟ[ସମ୍ପାଦନା]