ମାଛ ବିହନ
ଉଇକିପିଡ଼ିଆ ରୁ
ମାଛ ବିହନ ତରକାରି |
|
| ଆରମ୍ଭ | |
|---|---|
| ମୂଳ ସ୍ଥାନ | ଭାରତ |
| ଅଞ୍ଚଳ ବା ରାଜ୍ୟ | ଓଡ଼ିଶା |
| ଖାଇବା ପ୍ରକାର | |
| ପରସା | Seafood curry |
| ମୁଖ୍ୟ ଉପାଦାନ | ମଞ୍ଜି, ମାଛ, ମସଲା |
"ମାଛ ବିହନ ମାନେ ମାଛ ମାନଙ୍କ ର ଛୋଟ ଛୋଟ ମଞ୍ଜି ଏହାକୁ ମସଲା ଦେଇକି ଭଜା ଜାଏ ତରକାରି ରେ ପକେଇବା ପାଇଁ ଓ ମାଛ ବିହନ୍ନ ଝୋଳ ବନେଇବା ପାଇଁ।
ବିଷୟସୂଚୀ |
ବିଶେଷ ଗୁଣ [ସମ୍ପାଦନା]
ଏହା ପ୍ରଭେଦମୂଳକ ବା ପ୍ରଭେଦ ପ୍ରଦର୍ଶକ ଖାଇବା ଯାହା ଓଡ଼ିଶା ରେ ବର୍ଷା ଦିନେ ତଟ ବର୍ତ୍ତି ଜାଗା ରେ ପ୍ରସ୍ତୁତ ହୁଏ । ମାଛ ମଞ୍ଜି ଗୁଡ଼ିକୁ ମାଛରୁ କାଢି ଭଲଭାବରେ ସଫା କରି କିଛି ମସଲା ସାଙ୍ଗେ ଡାଲି ଚକଟା ସହ ମିସେଇ ଛୋଟ ଛୋଟ ଗୁଳା କରି ଛଣା ଯାଇଥାଏ । ଛଣା ହେଲା ପରେ ଏହି ବିହନ୍ନ ଗୁଡ଼ିକୁ ତରକାରିରେ ମିଶେଇ ଦେଇ ଯାଇଥାଏ । ଓଡ଼ିଶାରେ ବିଶେଷ କରି ଖଇଂଗା ଓ ଇଲିଶି ମାଛ ମଞ୍ଜି ରେ ତରକାରି ତିଆରି ହୋଇଥାଏ ।
ପରିବେଶ ଉପରେ ପ୍ରଭାବ [ସମ୍ପାଦନା]
ମାଛ ମଞ୍ଜି ର ବେଶି ଖାଦ୍ୟ ଯୋଗୁ ଏବେ ମାଛ ଜାତିର ସଂଖ୍ୟା କମିବାରେ ଲାଗୁଛି ।
ଆଧାର [ସମ୍ପାଦନା]
ବାହାର ଆଧାର [ସମ୍ପାଦନା]
|
||||||||||||||||||||||||||||||||
| ଏହି ଭାରତର ଖାଦ୍ୟ ସମ୍ବନ୍ଧୀୟ ପ୍ରସଙ୍ଗଟି ପ୍ରସଙ୍ଗଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |