"ମାଟିର ମଣିଷ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
ଟିକେ ବ/ୱ ଫଳା ବଦଳ |
||
୧୪ କ ଧାଡ଼ି: | ୧୪ କ ଧାଡ଼ି: | ||
| narrator = |
| narrator = |
||
| starring = [[ସୁଜାତା ଆନନ୍ଦ]], [[ଧୀର ବିଶ୍ୱାଳ]], [[ଭାନୁମତୀ ଦେବୀ]], [[ପ୍ରଶାନ୍ତ ନନ୍ଦ]], [[ଶରତ ପୂଜାରୀ]] |
| starring = [[ସୁଜାତା ଆନନ୍ଦ]], [[ଧୀର ବିଶ୍ୱାଳ]], [[ଭାନୁମତୀ ଦେବୀ]], [[ପ୍ରଶାନ୍ତ ନନ୍ଦ]], [[ଶରତ ପୂଜାରୀ]] |
||
| music = [[ |
| music = [[ଭୁବନେଶ୍ୱର ମିଶ୍ର]] |
||
| cinematography = ଶୈଳଜା ଚାଟାର୍ଜୀ |
| cinematography = ଶୈଳଜା ଚାଟାର୍ଜୀ |
||
| editing = |
| editing = |
||
୨୯ କ ଧାଡ଼ି: | ୨୯ କ ଧାଡ଼ି: | ||
'''ମାଟିର ମଣିଷ''', ୧୯୬୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।<ref>{{cite web|title=Matira Manisha (Two Brothers)|url=http://mrinalsen.org/matira_manisha.htm|publisher=mrinalsen.org|accessdate=8 July 2016}}</ref> ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲାଲ ଦୋଶୀ । ଏହି କଥାଚିତ୍ରଟି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଉପନ୍ୟାସ "ମାଟିର ମଣିଷ" ଉପରେ ନିର୍ମାଣ କରାଯାଇଥିଲା । ଗୋପାଳ ଛୋଟରାୟ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । [[ମୃଣାଳ ସେନ]] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref>{{cite journal |last1=ହାଲି |first1=ଦିଲୀପ |title=୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା |journal=ଉତ୍କଳ ପ୍ରସଙ୍ଗ |date=1 August 2006 |url=http://magazines.odisha.gov.in/utkalprasanga/August2006/oriyapdf/63-65.pdf |accessdate=28 August 2018}}</ref><ref>{{cite journal |last1=ହାଲି |first1=ଦିଲୀପ |title=ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ |journal=ଉତ୍କଳ ପ୍ରସଙ୍ଗ |date=1 January 2008 |url=http://magazines.odisha.gov.in/utkalprasanga/2008/jan-2008/oriyapdf/22-24.pdf |accessdate=28 August 2018}}</ref> |

[[ପ୍ରଶାନ୍ତ ନନ୍ଦ]], [[ଶରତ ପୂଜାରୀ]], [[ଧୀର ବିଶ୍ୱାଳ]], [[ଦୁଃଖୀରାମ |
[[ପ୍ରଶାନ୍ତ ନନ୍ଦ]], [[ଶରତ ପୂଜାରୀ]], [[ଧୀର ବିଶ୍ୱାଳ]], [[ଦୁଃଖୀରାମ ସ୍ୱାଇଁ]], [[ଭୀମ ସିଂ]], [[କାର୍ତ୍ତିକ ଘୋଷ]], ରାମ ମାଣିଆ, [[ସୁଜାତା ଆନନ୍ଦ]], [[ଭାନୁମତୀ ଦେବୀ]], ସ୍ନେହଲତା, ମିତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । |
||
== ଅଭିନୟ == |
== ଅଭିନୟ == |
||
୩୫ କ ଧାଡ଼ି: | ୩୫ କ ଧାଡ଼ି: | ||
* [[ଶରତ ପୂଜାରୀ]] |
* [[ଶରତ ପୂଜାରୀ]] |
||
* [[ଧୀର ବିଶ୍ୱାଳ]] |
* [[ଧୀର ବିଶ୍ୱାଳ]] |
||
* [[ଦୁଃଖୀରାମ |
* [[ଦୁଃଖୀରାମ ସ୍ୱାଇଁ]] |
||
* [[ଭୀମ ସିଂ]] |
* [[ଭୀମ ସିଂ]] |
||
* [[କାର୍ତ୍ତିକ ଘୋଷ]] |
* [[କାର୍ତ୍ତିକ ଘୋଷ]] |
||
୪୮ କ ଧାଡ଼ି: | ୪୮ କ ଧାଡ଼ି: | ||
== ଗୀତ ଓ ସଙ୍ଗୀତ == |
== ଗୀତ ଓ ସଙ୍ଗୀତ == |
||
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ |
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ [[ଭୁବନେଶ୍ୱର ମିଶ୍ର]] । |
||
== ଆଧାର == |
== ଆଧାର == |
୦୧:୪୪, ୧୬ ଡିସେମ୍ବର ୨୦୧୮ ଅନୁସାରେ କରାଯାଇଥିବା ବଦଳ
ମାଟିର ମଣିଷ | |
---|---|
ନିର୍ଦ୍ଦେଶକ | ମୃଣାଳ ସେନ |
ପ୍ରଯୋଜକ | ବାବୁଲାଲ ଦୋଶୀ |
ଚିତ୍ରନାଟ୍ୟ | ଗୋପାଳ ଛୋଟରାୟ |
କାହାଣୀ | ପଦ୍ମଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀ |
ମୂଳ ଆଧାର | ମାଟିର ମଣିଷ (ଉପନ୍ୟାସ) |
କଳାକାର | ସୁଜାତା ଆନନ୍ଦ, ଧୀର ବିଶ୍ୱାଳ, ଭାନୁମତୀ ଦେବୀ, ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ |
ସଙ୍ଗୀତ | ଭୁବନେଶ୍ୱର ମିଶ୍ର |
ଚିତ୍ରଗ୍ରହଣ | ଶୈଳଜା ଚାଟାର୍ଜୀ |
ମୁକ୍ତିଲାଭ ତାରିଖ | ୧୯୬୬ |
କଥାଚିତ୍ରର ସମୟ | ୧୧୩ ମିନଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମାଟିର ମଣିଷ, ୧୯୬୬ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାବୁଲାଲ ଦୋଶୀ । ଏହି କଥାଚିତ୍ରଟି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରଚିତ ଉପନ୍ୟାସ "ମାଟିର ମଣିଷ" ଉପରେ ନିର୍ମାଣ କରାଯାଇଥିଲା । ଗୋପାଳ ଛୋଟରାୟ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ମୃଣାଳ ସେନ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨][୩]
ପ୍ରଶାନ୍ତ ନନ୍ଦ, ଶରତ ପୂଜାରୀ, ଧୀର ବିଶ୍ୱାଳ, ଦୁଃଖୀରାମ ସ୍ୱାଇଁ, ଭୀମ ସିଂ, କାର୍ତ୍ତିକ ଘୋଷ, ରାମ ମାଣିଆ, ସୁଜାତା ଆନନ୍ଦ, ଭାନୁମତୀ ଦେବୀ, ସ୍ନେହଲତା, ମିତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
- ପ୍ରଶାନ୍ତ ନନ୍ଦ
- ଶରତ ପୂଜାରୀ
- ଧୀର ବିଶ୍ୱାଳ
- ଦୁଃଖୀରାମ ସ୍ୱାଇଁ
- ଭୀମ ସିଂ
- କାର୍ତ୍ତିକ ଘୋଷ
- ରାମ ମାଣିଆ
- ସୁଜାତା ଆନନ୍ଦ
- ଭାନୁମତୀ ଦେବୀ
- ସ୍ନେହଲତା
- ମିତା
ସଂକ୍ଷିପ୍ତ କାହାଣୀ
ଶ୍ୟାମ ପ୍ରଧାନଙ୍କର ଦୁଇ ପୁଅ ବରଜୁ ପ୍ରଧାନ (ଶରତ ପୂଜାରୀ) ଓ ଛକଡ଼ି ପ୍ରଧାନ (ପ୍ରଶାନ୍ତ ନନ୍ଦ) । ବରଜୁ ବିବାହିତ, ୩ଟି ସନ୍ତାନର ପିତା, ଦାୟିତ୍ୱବାନ, କିନ୍ତୁ ଛକଡ଼ି ଫୁଲାଫାଙ୍କିଆ । ଛକଡ଼ିକୁ ବାଟକୁ ଆଣିବା ପାଇଁ ଶ୍ୟାମ ପ୍ରଧାନ, ନେତ୍ରମଣି (ସୁଜାତା ଆନନ୍ଦ) ସହିତ ବିବାହ କରେଇ ଦିଅନ୍ତି । କିନ୍ତୁ ଦୁଇ ଜାଆଙ୍କ ମଧ୍ୟରେ ଭୁଲ୍ ବୁଝାମଣା ଦୁଇ ଭାଇଙ୍କ ମଧ୍ୟରେ ଭୁଲ୍ ବୁଝାମଣା ସୃଷ୍ଟି କରେ । ସାହୁକାର ହରି ମିଶ୍ର (ଦୁଃଖୀରାମ ସ୍ୱାଇଁ) ମଧ୍ୟ ଛକଡ଼ିକୁ ଭାଇଠାରୁ ଅଲଗା ହେବା ପାଇଁ ଉସୁକାଏ, ଯା ଫଳରେ ସେ ଅଧିକ ଲାଭବାନ ହୋଇ ପାରିବ । ବରଜୁ ଛକଡ଼ିକୁ ବୁଝେଇବାକୁ ଯାଇ ଗୋଟେ ଚାପୁଡ଼ା ମାରେ । ଛକଡ଼ି ଏ କଥାକୁ ଆଧାର କରି, ହରି ମିଶ୍ରର ସାହାଯ୍ୟ ନେଇ ପୁଲିସ୍ ଡାକେ ଓ ଭିନ୍ନେ ହେବା ପାଇଁ ଦାବି କରେ । ବରଜୁ, ଛକଡ଼ିକୁ ସବୁ ସମ୍ପତିର ମାଲିକାନା ଦେଇ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଗାଁଆ ଛାଡ଼ି ଚାଲି ଯିବାର ଦୃଢ଼ ନିଷ୍ପତି ନିଏ । ଶେଷରେ ଛକଡ଼ି ଓ ନେତ୍ରମଣି ନିଜର ଭୁଲ୍ ବୁଝି ପାରନ୍ତି ଓ ବରଜୁକୁ ଫେରାଇ ଆଣନ୍ତି ।[୪]
ଗୀତ ଓ ସଙ୍ଗୀତ
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଭୁବନେଶ୍ୱର ମିଶ୍ର ।
ଆଧାର
- ↑ "Matira Manisha (Two Brothers)". mrinalsen.org. Retrieved 8 July 2016.
- ↑ ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
- ↑ ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Retrieved 28 August 2018.
- ↑ Jitendra Narayan Patnaik. "Four Major Modern Oriya Novelists" (PDF). Orissar Review (Nov 2008). Retrieved 8 July 2016.
ଅଧିକ ତଥ୍ୟ
- ଇଣ୍ଟରନେଟ ମୁଭି ଡାଟାବେସରେ ମାଟିର ମଣିଷ
- Review of 'Matira Manisha' in www.citwf.com