"ରକତେ ଲେଖିଚି ନାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
୩୧ କ ଧାଡ଼ି: ୩୧ କ ଧାଡ଼ି:


==ଅଭିନୟ==
==ଅଭିନୟ==
* ସିଦ୍ଧାନ୍ତ ମହାପାତ୍ର
* [[ସିଦ୍ଧାନ୍ତ ମହାପାତ୍ର]]
* ସୀମା ଚକ୍ରବର୍ତ୍ତୀ
* ସୀମା ଚକ୍ରବର୍ତ୍ତୀ
* ସୁନୀଲ କୁମାର
* [[ସୁନୀଲ କୁମାର]]
* ମିହିର ଦାସ
* [[ମିହିର ଦାସ]]
* ଆୟେଶା
* ଆୟେଶା
* ରାଇମୋହ‌ନ ପରିଡ଼ା
* [[ରାଇମୋହ‌ନ ପରିଡ଼ା]]
* ସରୋଜ ଦାସ
* [[ସରୋଜ ଦାସ]]
* ପିଣ୍ଟୁ ନନ୍ଦ
* [[ପିଣ୍ଟୁ ନନ୍ଦ]]
* ସଲିଲ ମିତ୍ର
* [[ସଲିଲ ମିତ୍ର]]
* ଦେବୁ ବୋଷ
* [[ଦେବୁ ବୋଷ]]
* ଚୁଙ୍ଗା
* ଚୁଙ୍ଗା
* ଜୀବନ ପଣ୍ଡା
* [[ଜୀବନ ପଣ୍ଡା]]
* ସ୍ୱରାଜ ବାରିକ
* [[ସ୍ୱରାଜ ବାରିକ]]


==କାହାଣୀ==
==କାହାଣୀ==

୨୨:୪୫, ୨୨ ଫେବୃଆରୀ ୨୦୧୮ ଅନୁସାରେ କରାଯାଇଥିବା ବଦଳ

ରକତେ ଲେଖିଚି ନାଁ
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକନିରଞ୍ଜନ ରଣା
ସଂଳାପ(ସଂଳାପ):
କଳାକାରସିଦ୍ଧାନ୍ତ ମହାପାତ୍ର, ସୀମା ଚକ୍ରବର୍ତ୍ତୀ, ସୁନୀଲ କୁମାର, ମିହିର ଦାସ, ଆୟେଶା, ରାଇମୋହ‌ନ ପରିଡ଼ା
ସଙ୍ଗୀତମନ୍ମଥ ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୬
ଦେଶ ଭାରତ
ଭାଷାଓଡ଼ିଆ

ରକତେ ଲେଖିଚି ନାଁ, ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିରଞ୍ଜନ ରଣା । ହିମାଂଶୁ ପରିଜା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ସୀମା ଚକ୍ରବର୍ତ୍ତୀ । ଅଭିନେତା ସୁନୀଲ କୁମାର ଏହି କଥାଚିତ୍ରଟିରେ ପ୍ରଥମ ଥର ପାଇଁ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ଆୟେଶା, ରାଇମୋହ‌ନ ପରିଡ଼ା, ସରୋଜ ଦାସ, ପିଣ୍ଟୁ ନନ୍ଦ, ସଲିଲ ମିତ୍ର, ଦେବୁ ବୋଷ, ଚୁଙ୍ଗା, ଜୀବନ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସ୍ୱରାଜ ବାରିକ ଶିଶୁ କଳାକାର ଭାବରେ ଏହି କଥାଚିତ୍ରରୁ ଅଭିନୟ ଆରମ୍ଭ କରିଥିଲେ ।[୧]

ଅଭିନୟ

କାହାଣୀ

ଗୀତ ଏବଂ ସଙ୍ଗୀତ

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମନ୍ମଥ ମିଶ୍ର । ପ୍ରଦୀପ ନନ୍ଦ କଥାଚିତ୍ରଟିର ଗୀତ ରଚନା କରିଥିଲେ । ଉଦିତ ନାରାୟଣ, ଅନୁରାଧା ପଢ଼ୁଆଲ, ସୁଲଗ୍ନା, ମନ୍ମଥ ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ

କ୍ରମଗୀତସମୟ
1."କଉଡ଼ି କଉଡ଼ି ସେ ତ'" 
2."ଦେ ଦେ ମସାଜ୍ ଦେ" 
3."ହେ ଇଶ୍ୱର ଜଗତ" 
4."ଜଳୁଚି ଆଜି ଏ ଛାତି" 
5."ସିନ୍ଦୂର କ‌ହିଯାଏ ସୁହାଗ" 
6."ରକତେ ଲେଖିଚି ନାଁ" 

ଆଧାର

  1. ୧.୦ ୧.୧ "'ତୁ ମୋ ଲଭ୍‌ ଷ୍ଟୋରୀ' ମୋ କ୍ୟାରିୟରର ଆରମ୍ଭ ବୋଲି ମୁଁ ଭାବୁଛି: ସୌରାଜ". Odisha Reporters. 8 April 2017. Retrieved 22 February 2018.

ବାହାର ଆଧାର

ଇଣ୍ଟରନେଟ ମୁଭି ଡାଟାବେସରେ ରକତେ ଲେଖିଚି ନାଁ