ପିପାସା
ଦେଖଣା
ପିପାସା | |
---|---|
ନିର୍ଦ୍ଦେଶକ | ଦେବୀ ଦାସ |
ସଂଳାପ | ମନ୍ମଥନାଥ ଦାସ |
କଳାକାର | ଅଜିତ ଦାସ ନରୀ ତନ୍ଦ୍ରା ରାୟ ନିହାରିକା ସାହୁ ରାମଚନ୍ଦ୍ର ପ୍ରତିହାରୀ |
ସଙ୍ଗୀତ | ଉପେନ୍ଦ୍ର କୁମାର |
ସମ୍ପାଦକ | ଦୁରାଇ ରାଜ |
ମୁକ୍ତିଲାଭ ତାରିଖ | ୨୪ ଫେବୃଆରି ୧୯୭୮ |
କଥାଚିତ୍ରର ସମୟ | ୧୪୪ ମିନଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୩୨ ଲକ୍ଷ ୨୫ହଜାର ଟଙ୍କା |
ପିପାସା,୧୯୭୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ମନ୍ମଥନାଥ ଦାସ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ଦେବୀ ଦାସ । ସଙ୍ଗୀତକାର ଦୁରାଇ ରାଜ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଅଜିତ ଦାସ, ତନ୍ଦ୍ରା ରାୟ, ନିହାରିକା ସାହୁ, ନରେନ୍ଦ୍ର ବେହେରା, ସଚି ପଣ୍ଡା, ଜର୍ଜ ତିଆଡ଼ି, ରାମଚନ୍ଦ୍ର ପ୍ରତିହାରୀ ମୁଖ୍ୟ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଅଜିତ ଦାସ[୧]
- ତନ୍ଦ୍ରା ରାୟ
- ନିହାରିକା ସାହୁ
- ନରେନ୍ଦ୍ର କୁମାର ବେହେରା
- ସଚି ପଣ୍ଡା
- ରାମଚନ୍ଦ୍ର ପ୍ରତିହାରୀ
- ଜର୍ଜ ତିଆଡ଼ି
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦୁରାଇ ରାଜ । ଗୀତିକାର ନାରାୟଣ ପ୍ରସାଦ ସିଂହ ଓ ଶିବବ୍ରତ ଦାସ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ପ୍ରଣବ ପଟ୍ଟନାୟକ, ବାଣୀ ଜୟରାମ, ପି. ସୁଶୀଳା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଆଧାର
[ସମ୍ପାଦନା]- ↑ "Veteran Odia actor Ajit Das no more - OrissaPOST". Odisha News, Odisha Latest news, Odisha Daily - OrissaPOST. 13 September 2020. Archived from the original on 13 September 2020. Retrieved 13 September 2020.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପିପାସା