ଇନ୍ଦ୍ରଜାଲ
ଇନ୍ଦ୍ରଜାଲ | |
---|---|
ନିର୍ଦ୍ଦେଶକ | ପିନୁ ନାୟକ |
ପ୍ରଯୋଜକ | ରମେଶ ବାରିକ |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ପିନୁ ନାୟକ |
କଳାକାର | ସମ୍ବିତ ଆଚାର୍ଯ୍ୟ ଦେବଯାନୀ ବିଶାଳ କୋଟିନ ହର ରଥ ତପି ମିଶ୍ର ସାତ୍ୟକି ମିଶ୍ର |
ସଙ୍ଗୀତ | ଅଭିଜିତ ମଜୁମଦାର |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୨ ମଇ ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଇନ୍ଦ୍ରଜାଲ, ୨୦୨୧ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ ।[୨][୩] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ପିନୁ ନାୟକ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ ଓ ଦେବଯାନୀ ।[୫] ବିଶାଳ କୋଟିନ, ହର ରଥ, ତପି ମିଶ୍ର, ସାତ୍ୟକି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ବିନୋଦ ପରିଡ଼ା, ସୁଜିତ ପାଇକରାୟ, ମୁନ୍ମୁନ୍, ବନ୍ଦନା, ରାଜଲକ୍ଷ୍ମୀ, ମାନସ, କମଲ, ପୃଥ୍ୱୀରାଜ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬]
ଅଭିନୟ
[ସମ୍ପାଦନା]- ସମ୍ବିତ ଆଚାର୍ଯ୍ୟ[୭]
- ଦେବଯାନୀ[୮]
- ବିଶାଳ କୋଟିନ
- ହର ରଥ
- ତପି ମିଶ୍ର[୯]
- ସାତ୍ୟକି ମିଶ୍ର
- ବିନୋଦ ପରିଡ଼ା[୧୦]
- ପ୍ରଦ୍ୟୁମ୍ନ ଲେଙ୍କା
- ସୁଜିତ ପାଇକରାୟ
- ମୁନ୍ମୁନ୍
- ବନ୍ଦନା
- ରାଜଲକ୍ଷ୍ମୀ
- ମାନସ
- କମଲ
- ପୃଥ୍ୱୀରାଜ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୬] ହ୍ୟୁମାନ ସାଗର, ତାରିକ୍ ଅଜିଜ୍, ସତ୍ୟଜିତ ପ୍ରଧାନ, ଶୁଭମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ତୁ ହଟ୍ ଡ୍ରିଙ୍କ୍ସ୍ ମୁଁ ସୋଡ଼ା" | ତାରିକ୍ ଅଜିଜ୍ | |
2. | "ଛମ୍ ଛମ୍ ପାୟଲିଆ" | ହ୍ୟୁମାନ ସାଗର | |
3. | "ଭିଜା ଭିଜା ଆଖି" | ଅଭିଜିତ ମଜୁମଦାର, ଜ୍ୟୋତିର୍ମୟୀ | |
4. | "ଆସମାନୀ ଆଜି ମୋ ମନ" | ମାନସ ପ୍ରିତମ, ପ୍ରଜ୍ଞା ହୋତା |
ଆଧାର
[ସମ୍ପାଦନା]- ↑ "ଲୁଚା ଛପାରେ ଚାଲିଛି ଫିଲ୍ମ ସୁଟିଂ: ରଜ ଗଲା, ଏବେ ପୂଜା ବଜାର ଉପରେ ନଜର | Sambad". ସମ୍ବାଦ. sambad.in. 28 June 2020. Retrieved 16 December 2021.
- ↑ "ଏହି ଲୋକପ୍ରିୟ ପ୍ରଯୋଜକଙ୍କର ନିର୍ଦ୍ଦେଶକ ହେବାର ଥିଲା ସ୍ୱପ୍ନ | Sambad". ସମ୍ବାଦ. sambad.in. 12 November 2021. Archived from the original on 16 December 2021. Retrieved 16 December 2021.
{{cite news}}
:|archive-date=
/|archive-url=
timestamp mismatch; 14 ନଭେମ୍ବର 2021 suggested (help) - ↑ "ପୂଜା ବଜାରରେ ୬ ଓଡ଼ିଆ ଫିଲ୍ମ, ଚ୍ୟାନେଲ୍ ଓ ଓଟିଟିମୁହାଁ ପ୍ରଯୋଜକ | Sambad". ସମ୍ବାଦ. sambad.in. 27 September 2020. Archived from the original on 16 December 2021. Retrieved 16 December 2021.
{{cite news}}
:|archive-date=
/|archive-url=
timestamp mismatch; 8 ନଭେମ୍ବର 2020 suggested (help) - ↑ "ମୋ ପାଇଁ ସ୍ୱପ୍ନ, ଦର୍ଶକଙ୍କ ପାଇଁ ସନ୍ଦେଶ | Sambad". ସମ୍ବାଦ. sambad.in. 6 August 2021. Retrieved 16 December 2021.
- ↑ "'ଇନ୍ଦ୍ରଜାଲ'ରେ ସମ୍ବିତ, ଦେବଯାନୀ". OTV News (in Odia). ଓଟିଭି ଖବର. 7 January 2020. Archived from the original on 16 December 2021. Retrieved 16 December 2021.
{{cite news}}
: CS1 maint: unrecognized language (link) - ↑ ୬.୦ ୬.୧ "ଇନ୍ଦ୍ରଜାଲ - Dharitri". Dharitri Odia News. 2 April 2020. Archived from the original on 16 December 2021. Retrieved 16 December 2021.
- ↑ "ଏହି ଦୁଇ ଲୋକପ୍ରିୟ ନାୟକଙ୍କ ମଧ୍ୟରୁ କାହାର ଅଧିକସଂଖ୍ୟକ ଓଡ଼ିଆ ସିନେମା ମୁକ୍ତିଲାଭ କରିବ ଏବର୍ଷ? | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 5 January 2020. Archived from the original on 16 December 2021. Retrieved 16 December 2021.
{{cite news}}
:|archive-date=
/|archive-url=
timestamp mismatch; 29 ଅକ୍ଟୋବର 2020 suggested (help) - ↑ "ଏ ବର୍ଷ ନାମୀ ଓଲିଉଡ୍ ନାୟିକାମାନଙ୍କର କେଉଁ ଓଡ଼ିଆ ସିନେମା ଆସୁଛି | Sambad". ସମ୍ବାଦ. sambad.in. 12 January 2020. Archived from the original on 16 December 2021. Retrieved 16 December 2021.
- ↑ "ମହାବାହୁର ମହାନାୟକ | Sambad". ସମ୍ବାଦ. sambad.in. 28 November 2021. Archived from the original on 16 December 2021. Retrieved 16 December 2021.
- ↑ "ଆଉ ଜଣେ ବାପା: ବାପାଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ବିନୋଦ | Sambad". 17 November 2021. Archived from the original on 16 December 2021. Retrieved 16 December 2021.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଇନ୍ଦ୍ରଜାଲ