ଅମୃତାୟନ
ଦେଖଣା
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ମାଲିକ | ଅମୃତାୟନ ପରିବାଋ |
---|---|
ସମ୍ପାଦକ | ଗୀତା ହୋତା[୧] |
ସହକାରୀ ସମ୍ପାଦକ | ବିଜୟ କୁମାର ତ୍ରିପାଠୀ |
ଭାଷା | ଓଡ଼ିଆ |
ମୁଖ୍ୟାଳୟ | ଭୁବନେଶ୍ୱର, ଓଡ଼ିଶା |
ଅମୃତାୟନ ଏକ ମାସିକ ଓଡ଼ିଆ[୨] ସାହିତ୍ୟ ତଥା ପାରିବାରିକ ପତ୍ରିକା ।[୩] ଏହା ଗୀତା ହୋତାଙ୍କ ସମ୍ପାଦନାରେ ଭୁବନେଶ୍ୱରରୁ ପ୍ରକାଶିତ ।[୪][୫] ସାହିତିକ୍ୟ ଶ୍ରୀ ସାତକଡ଼ି ହୋତା ଏହାର ଉପଦେଷ୍ଟା ଅଟନ୍ତି ।
ଆଧାର
[ସମ୍ପାଦନା]- ↑ "More and more authors in Orissa tie the knot to deal with increasing literary hardships". indiatoday. Retrieved 8 November 2018.
- ↑ "Magazines galore - Young writers yet to challenge veterans". telegraphindia.com. Retrieved 8 November 2018.
- ↑ "Puja editions of magazines hit the stalls in Bhubaneswar Read more at: timesofindia.indiatimes.com/articleshow/49526653.cms?utm_source=contentofinterest&utm_medium=text&utm_campaign=cppst". timesofindia.indiatimes.com. Retrieved 8 November 2018.
- ↑ "Daily, Weekly, Monthly Newspapers and Magazines Published in Odisha". orissaspider.com. Archived from the original on 7 February 2017. Retrieved 10 January 2017.
- ↑ "LIST OF MAGAZINES & NEWSPAPERS". Harekrushna Mahatab State Library. Retrieved 10 January 2017.