Jump to content

ଅମଡ଼ା ବାଟ

ଉଇକିପିଡ଼ିଆ‌ରୁ
ଅମଡ଼ା ବାଟ
ନିର୍ଦ୍ଦେଶକଅମର ଗାଙ୍ଗୁଲୀ
ପ୍ରଯୋଜକବାବୁଲାଲ ଦୋଶୀ
ଚିତ୍ରନାଟ୍ୟଗୋପାଳ ଛୋଟରାୟ
କାହାଣୀବସନ୍ତ କୁମାରୀ ପଟ୍ଟନାୟକ
କଳାକାରବୃନ୍ଦାବନ, ଝରଣା ଦାସ, ଅକ୍ଷୟ ମହାନ୍ତି କାଶ୍ୟପ, ଉମାକାନ୍ତ, ଶରତ ପୂଜାରୀ
ସଙ୍ଗୀତବାଳକୃଷ୍ଣ ଦାସ
ଚିତ୍ରଗ୍ରହଣଦେଓଜିଭାଇ
ମୁକ୍ତିଲାଭ ତାରିଖ
୧୯୬୪
କଥାଚିତ୍ରର ସମୟ
୧୪୪ ମିନଟ
ଦେଶ ଭାରତ
ଭାଷାଓଡ଼ିଆ

ଅମର ଗାଙ୍ଗୁଲୀଙ୍କ ନିର୍ଦ୍ଦେଶନାରେ[] ନିର୍ମିତ, ଛାୟାବାଣୀ ପ୍ରତିଷ୍ଠାନର ଓଡ଼ିଆ କଥାଚିତ୍ର ଅମଡ଼ା ବାଟ ୧୯୬୪ ମସିହାରେ ମୁକ୍ତିଲାଭ କରିଥିଲା ।[] ଏହି ଚଳଚ୍ଚିତ୍ରଟି ବସନ୍ତ କୁମାରୀ ପଟ୍ଟନାୟକଙ୍କଦ୍ୱାରା ଲିଖିତ ଅମଡ଼ା ବାଟ ପୁସ୍ତକ ଉପରେ ପର୍ଯ୍ୟବସିତ ଥିଲା ।[]

ଅଭିନୟରେ

[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ଅମଡ଼ା ବାଟ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

  1. "ଆର୍କାଇଭ୍ କପି". Archived from the original on 2016-03-05. Retrieved 2016-01-11. {{cite web}}: Cite has empty unknown parameter: |1= (help)
  2. Orissa Review. Home Department, Government of Orissa. 1978.
  3. Sachidananda Mohanty (2005). Early women's writings in Orissa, 1898-1950: a lost tradition. Sage Publications. ISBN 978-0-7619-3308-3.
  4. http://www.thehindu.com/features/friday-review/dance/pioneering-odissi-dancer-laxmipriya-mohapatra-talks-about-how-odissi-became-one-of-the-popular-classical-dance-in-india/article6360063.ece

ବାହାର ଲିଙ୍କ

[ସମ୍ପାଦନା]