Jump to content

ଶାସ୍ତି (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
(Sasti (Odia Film)ରୁ ଲେଉଟି ଆସିଛି)

‌‌


ଶାସ୍ତି
ନିର୍ଦ୍ଦେଶକବୃନ୍ଦାବନ ଜେନା
ପ୍ରଯୋଜକସୁଧାଂଶୁ ମିଶ୍ର
ସଂଳାପବୃନ୍ଦାବନ ଜେନା
ଚିତ୍ରନାଟ୍ୟବୃନ୍ଦାବନ ଜେନା
କାହାଣୀକାହ୍ନୁଚରଣ ମହାନ୍ତି
କଳାକାରଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ମିହିର ଦାସ
ସ୍ନିଗ୍ଧା ମହାନ୍ତି
ବିଜୟ ମହାନ୍ତି
ଜୟୀରାମ ସାମଲ
ଦୁଃଖିରାମ ସ୍ୱାଇଁ
ସଙ୍ଗୀତଅତୀସ ମଜୁମଦାର
ଚିତ୍ରଗ୍ରହଣଅଶୋକ ସ୍ୱାଇଁ[]
ସମ୍ପାଦକରବି ଶଙ୍କର ପଟ୍ଟନାୟକ
ମୁକ୍ତିଲାଭ ତାରିଖ
୧୯୮୯
ଦେଶ ଭାରତ
ଭାଷାଓଡ଼ିଆ

ଶାସ୍ତି, ୧୯୮୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁଧାଂଶୁ ମିଶ୍ର । ଏହି କଥାଚିତ୍ରଟିର କାହାଣୀ ଔପନ୍ୟାସିକ କାହ୍ନୁଚରଣ ମହାନ୍ତିଙ୍କ ଉପନ୍ୟାସ ଶାସ୍ତି ଉପରେ ପର୍ଯ୍ୟବେଷିତ । ବୃନ୍ଦାବନ ଜେନା ଏହି କଥାଚିତ୍ରଟି ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[] ଗୁରୁ ଗୋପୀକୃଷ୍ଣ ବେହେରା ଏହି ଚଳଚ୍ଚିତ୍ରରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।[]

ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ମିହିର ଦାସ, ସ୍ନିଗ୍ଧା ମହାନ୍ତି, ବିଜୟ ମହାନ୍ତି, ଜୟୀରାମ ସାମଲ, ଦୁଃଖିରାମ ସ୍ୱାଇଁ, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ହେମନ୍ତ ଦାସ, ଗୀତା ରାଓ, ଦୀପ୍ତିନାଥ, କାନ୍ତ ସିଂହ, ଶ୍ୟାମାମଣି ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ପୁରସ୍କାର

[ସମ୍ପାଦନା]
  • ଶ୍ରେଷ୍ଠ ଚଳଚ୍ଚିତ୍ର(ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର)[]

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅତୀସ ମଜୁମଦାର ।[] ଗୀତିକାର ବୃନ୍ଦାବନ ଜେନା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ତୃପ୍ତି ଦାସ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

କ୍ରମଗୀତସମୟ
  1. http://sambad.in/state/ashok-swain-is-no-more-172758/
  2. "ରୂପେଲି ପରଦାକୁ କେବେ ଆଉ କେମିତି ଆସିଲା ରାକ୍ଷୀ: ପଢନ୍ତୁ ଏଇ କାହାଣୀ | News7". www.prameyanews7.com. Archived from the original on 30 September 2020. Retrieved 27 August 2018.
  3. Indian Cinema. Directorate of Film Festivals, Ministry of Information and Broadcasting. 1994.
  4. http://www.sambadepaper.com/epaperpdf/18112017/18-md-bam1-9.pdf[permanent dead link]
  5. https://www.news18.com/news/india/eminent-singer-dead-475325.html
  6. Harris M. Lentz III (9 May 2011). Obituaries in the Performing Arts, 2010. McFarland. pp. 92–. ISBN 978-0-7864-4175-4.
  7. https://www.news18.com/news/india/eminent-singer-dead-475325.html

ବାହାର ଆଧାର

[ସମ୍ପାଦନା]