ଶାରଦା ରଥ
ଦେଖଣା
(Sarada Rathରୁ ଲେଉଟି ଆସିଛି)
ଶାରଦା ରଥ | |
---|---|
ଜନ୍ମ | ୨୫ ମଇ ୧୯୪୧ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଓଡ଼ିଆ ଗାଳ୍ପିକା, ଅନୁବାଦିକା |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୬ |
ଶାରଦା ରଥ (ଜନ୍ମ: ୨୫ ମଇ ୧୯୪୧)[୧] ଜଣେ ଓଡ଼ିଆ ସାହିତ୍ୟିକା ଓ ଅନୁବାଦିକା । ୨୦୧୬ ମସିହାରେ ଅନୁବାଦ ପୁସ୍ତକ, ମେଘବାହାନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି ।[୨][୩]
ଓଡ଼ିଆ ସାହିତ୍ୟକୁ ଅବଦାନ
[ସମ୍ପାଦନା]ଶରଦା ହିନ୍ଦୀ ଲେଖକ ନିର୍ମଳ କୁମାରଙ୍କର ପୁସ୍ତକ ମେଘବାହନକୁ ଓଡ଼ିଆରେ ଅନୁବାଦ କରିଥିଲେ, ଯାହା ପାଇଁ ୨୦୧୬ ମସିହାରେ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ଏହି ପୁସ୍ତକଟି କଳିଙ୍ଗର ମହାରାଜା ଖାରବେଳଙ୍କ ଉପରେ ପର୍ଯ୍ୟବେଷିତ । ଏହା ବ୍ୟତୀତ ସେ ପ୍ରେମଚାନ୍ଦଙ୍କ ନିର୍ମଳା ଓ ପ୍ରତିଜ୍ଞା ପୁସ୍ତକର ଅନୁବାଦ କରିଛନ୍ତି । ଅମୃତା ପ୍ରୀତମଙ୍କ କୋରା କାଗଜ ବହିକୁ ସେ ଓଡ଼ିଆରେ ଅନୁବାଦ କରିଛନ୍ତି । ଦିଲ୍ଲୀ ଏମ୍ସ୍ର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଅଶୋକ ମହାପାତ୍ରଙ୍କ ହେଡ୍ ଇଞ୍ଜୁରି ଓ ବ୍ରେନ୍ କ୍ୟାନ୍ସର୍ ବହିକୁ ସେ ଓଡ଼ିଆରେ ଅନୁବାଦ କରିବା ସହିତ ଗୋଆର ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିବା ମୃଦୁଳା ସିହ୍ନାଙ୍କର ପରିତପ୍ତ ଲଙ୍କେଶ୍ୱରୀ ବହିର ମଧ୍ୟ ଅନୁବାଦ କରିଛନ୍ତି ।[୪]
ଅନୁବାଦ
[ସମ୍ପାଦନା]- ମେଘବାହନ -୨୦୧୬[୫]
- ୧୨ଟି ବିଦେଶୀ ଗଳ୍ପ (କାବ୍ୟାଲୋକ ପ୍ରକାଶନ)
- ବନ୍ଧକରେ ରଘୁ (ଶ୍ରଦ୍ଧା ପ୍ରକାଶନ)
- ପରିତପ୍ତ ଲଙ୍କେଶ୍ୱରୀ (ପଶ୍ଚିମା ପ୍ରକାଶନ) - ୨୦୧୭
- ନିର୍ମଳା
- ପ୍ରତିଜ୍ଞା (ପ୍ରେମଚାନ୍ଦଙ୍କ ଉପନ୍ୟାସ 'ପ୍ରତିଜ୍ଞା'ର ଅନୁବାଦ, କାବ୍ୟାଲୋକ ପ୍ରକାଶନ)
- ଅଲେଖା କାଗଜ
- ହେଡ୍ ଇଞ୍ଜୁରି
- ବ୍ରେନ୍ କ୍ୟାନ୍ସର୍
ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର (ଅନୁବାଦ), ୨୦୧୬[୨]
ଆଧାର
[ସମ୍ପାଦନା]- ↑ "ଅନୁବାଦ ପାଇଁ ତିନିଗୁଣ ଅଧିକ ଭାବିବାକୁ ପଡ଼େ". ସମ୍ବାଦ. ୧୦ ଅପ୍ରେଲ ୨୦୨୨. p. ୬. Archived from the original on ୧୦ ଅପ୍ରେଲ ୨୦୨୨. Retrieved 10 April 2022.
{{cite web}}
: Check date values in:|date=
and|archivedate=
(help) - ↑ ୨.୦ ୨.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Odisha Sahitya Akademi. Retrieved 8 September 2021.
- ↑ Pradhan, Hemanta (10 July 2020). "Odisha Sahitya Akademi Awards for 2015, 2016 declared". The Times of India (in English). Bhubaneswar. Retrieved 8 September 2021.
{{cite news}}
: CS1 maint: unrecognized language (link) - ↑ "Sarada Rath Gets Odisha Sahitya Akademi Award". Prameya News7. YouTube. 11 July 2020. Retrieved 8 September 2021.
- ↑ "Odisha Sahitya Akademi Award for 2015, 2016 announced: Here's the list". KalingaTV (in ଆମେରିକୀୟ ଇଂରାଜୀ). 2020-07-10. Retrieved 2021-09-08.