ଗୋଆ
ଗୋଆ
गोंय | |
|---|---|
ଭାରତରେ ଗୋଆର ଅବସ୍ଥାନ | |
ଗୋଆର ମାନଚିତ୍ର | |
| ଦେଶ | |
| ସ୍ଥାପନ | ୩୦ ମଇ ୧୯୮୭ |
| ରାଜଧାନୀ | ପାଣାଜୀ |
| ବୃହତ୍ତମ ନଗର | ଭାସ୍କୋ ଡା ଗାମା |
| ଜିଲ୍ଲା ସଂଖ୍ୟା | ୨ |
| Government | |
| • ରାଜ୍ୟପାଳ | କେ. ଶଙ୍କରନାରାୟଣନ |
| • ମୁଖ୍ୟମନ୍ତ୍ରୀ | ମନୋହର ପରୀକର |
| • ନ୍ୟାୟପାଳିକା | ଏକ ନ୍ୟାୟପାଳିକା (୪୦ ଆସନ) |
| Area | |
| • ସମୁଦାୟ | 3,702 km2 (1,429 sq mi) |
| • Rank | ୨୮ଶ |
| Population (୨୦୧୧) | |
| • Total | ୧୪୫୭୭୨୩ |
| • Rank | ୨୫ |
| • Density | 390/km2 (1,000/sq mi) |
| Time zone | UTC+୦୫:୩୦ (IST) |
| ISO 3166 code | IN-GA |
| HDI | |
| HDI କ୍ରମାଙ୍କ | ୩ୟ (୨୦୦୫) |
| ସାକ୍ଷରତା | ୮୭% |
| ସରକାରୀ ଭାଷା | କୋଙ୍କଣୀ |
| Website | www.goa.gov.in |
'ଗୋଆ' ଭାରତର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏକ ରାଜ୍ୟ । କ୍ଷେତ୍ରଫଳ ହିସାବରେ ଏହା ଭାରତର କ୍ଷୁଦ୍ରତମ ତଥା ଜନସଂଖ୍ୟା ହିସାବରେ ଏହା ଭାରତର ଚତୁର୍ଥ କ୍ଷୁଦ୍ର ରାଜ୍ୟ । ଆରବ ସାଗର କୁଳରେ ଥିବା ଏହି ରାଜ୍ୟକୁ ଉତ୍ତରଦିଗରେ ମହାରାଷ୍ଟ୍ର, ପୂର୍ବ ଓ ଦକ୍ଷିଣ ଦିଗରେ କର୍ଣ୍ଣାଟକ ଘେରି ରହିଛି । ଗୋଆ ଭାରତର ସବୁଠାରୁ ଧନୀ ରାଜ୍ୟ । ସମସ୍ତ ଭାରତୀୟ ରାଜ୍ୟ ମଧ୍ୟରେ ଗୋଆ ମୁଣ୍ଡପିଛା ସର୍ବାଧିକ ଜିଡିପି ରହିଛି । ଏହାର ମୋଟ ଘରୋଇ ଉତ୍ପାଦ (ଜି. ଡ଼ି. ପି.) ଦେଶର ଜି. ଡ଼ି. ପି.ର ଅଢେଇଗୁଣ ଅଧିକ। । ୧୧ଶ ବିତ୍ତ କମିଶନ ଗୋଆକୁ ଭିତ୍ତିଭୂମି ପାଇଁ ସବୁଠୁ ଭଲ ରାଜ୍ୟ ଭାବେ ଗଣନା କରିଛନ୍ତି । ପାନାଜି ବା ପାଞ୍ଜିମ ଗୋଆର ରାଜଧାନୀ ଆଟେ । ପ୍ରାୟ ୪୫୦ବର୍ଷ ଧରି ଗୋଆ ପର୍ତ୍ତୁଗୀଜ କଲୋନୀ ରହି ଆସିଥିଲା । ୧୯୬୧ ମସିହାରେ ଏହା ଭାରତବର୍ଷ ସାଙ୍ଗରେ ଯୋଗ କରାଗଲା । ଗୋଆ ରାଜ୍ୟ ଏହାର ବେଳାଭୂମି, ବିଶ୍ୱବିଖ୍ୟାତ ଗୀର୍ଜାଘର, ଭରପୁର ଖଣିଜ ପଦାର୍ଥ ଓ ସବୁଜ ପଶ୍ଚିମଘାଟ ପର୍ବତ ମାଳା ପାଇଁ ପ୍ରସିଦ୍ଧ ଅଟେ । ଗୋଆ ହେଉଛି ଧଳା-ବାଲୁକା କୂଳ, ସକ୍ରିୟ ନାଇଟ୍ ଲାଇଫ୍, ପୂଜାପାଠ ସ୍ଥାନ ଏବଂ ବିଶ୍ୱ ହେରିଟେଜ୍ ତାଲିକାଭୁକ୍ତ ସ୍ଥାପତ୍ୟ ତିହ୍ୟ କାରଣରୁ ଭାରତୀୟ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପସନ୍ଦ ସ୍ଥଳ |[୧]
ଭୂଗୋଳ
[ସମ୍ପାଦନା]ଇତିହାସ
[ସମ୍ପାଦନା]ଗୋଆର ଇତିହାସ ୨୦,୦୦୦ରୁ ୩୦,୦୦୦ ବର୍ଷ ପୁରୁଣା । ଏହି ପଥର ଖୋଦେଇ ଭାରତରେ ପ୍ରାଚୀନ ମାନବ ସଭ୍ୟତାର ଚିହ୍ନ ବହନ କରେ ।[୨]:p.254 ଉପର ପାଲିଓଲିଥିକ କିମ୍ବା ମେସୋଲିଥିକ ପଥର ଖୋଦେଇ ଚିତ୍ର, ଉସ୍ଗାଲିମାଲ୍ଠାରେ କୁଶାବତୀ ନଦୀ ତଟରେ ମିଳିଥିଲା ।[୩]
ଭାଷା ଓ ସାହିତ୍ୟ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Goa tourism guide". Retrieved 2024-04-01.
- ↑ Indian Archaeological Society (2006). Purātattva, Issue 36. Indian Archaeological Society.
- ↑ Kalyan Kumar Chakravarty, Robert G. Bednarik, Indirā Gāndhī Rāshṭrīya Mānava Saṅgrahālaya (1997). Indian Rock Art and Its Global Context. Motilal Banarsidass Publ.,. pp. 228 pages (see page 34). ISBN 9788120814646.
{{cite book}}: CS1 maint: extra punctuation (link) CS1 maint: multiple names: authors list (link)
ଅଧିକ ତଥ୍ୟ
[ସମ୍ପାଦନା]| Goa ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
| ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
| କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
| ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
| ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
| ଉଇକିକଥାରୁ ଢଗଢମାଳି ଓ କଥାମାନ | |
| ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
| ଉଇକିପୋଥିରେ ପଢ଼ାବହିମାନ | |
- Government of Goa official website
- ଗୋଆ at Curlie
- Resources on Goa, India Environment Portal Archived 2019-09-04 at the Wayback Machine.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |