ପ୍ରଭାକର ସ୍ୱାଇଁ

ଉଇକିପିଡ଼ିଆ‌ରୁ
(Prabhakar Swainରୁ ଲେଉଟି ଆସିଛି)
ପ୍ରଭାକର ସ୍ୱାଇଁ
ଜନ୍ମ ଓ ଜନ୍ମସ୍ଥାନ (1952-07-26) ୨୬ ଜୁଲାଇ ୧୯୫୨ (ବୟସ ୭୧)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର - ୨୦୦୫

ପ୍ରଭାକର ସ୍ୱାଇଁ ଜଣେ ଓଡ଼ିଆ ସାହିତ୍ୟିକ । ସେ ମୌଳିକ ରଚନା ସହିତ ଅନୁବାଦ କ୍ଷେତ୍ରରେ ମଧ୍ୟ ଲେଖନୀ ଚାଳନା କରନ୍ତି । ସେ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଅଟନ୍ତି ।[୧] ନିର୍ମଳ ବର୍ମାଙ୍କ ହିନ୍ଦୀ କ୍ଷୁଦ୍ରଗଳ୍ପ ସଂକଳନକୁ ଓଡ଼ିଆକୁ ଅନୁବାଦ କରି ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ ।[୨]

ରଚନାବଳୀ[ସମ୍ପାଦନା]

  • ନିର୍ମଳ ବର୍ମାଙ୍କ ଶ୍ରେଷ୍ଠ ଗଳ୍ପ
  • ପୁନଶ୍ଚ ହସ୍ତିନା - ୧୯୯୨ (ଓଡ଼ିଶା ବୁକ ଷ୍ଟୋର, କଟକ)
  • ଯଦା ଯଦା ହି ଧର୍ମସ୍ୟ - ୧୯୮୯ (ଓଡ଼ିଶା ବୁକ ଷ୍ଟୋର, କଟକ)
  • ଉତ୍କଳ ବ୍ୟାସ ସାରଳାଦାସ - ୧୯୮୮ (ଓଡ଼ିଶା ବୁକ ଷ୍ଟୋର, କଟକ)
  • ଅଭିଳାଷର ଅଭିଲିପି - ୨୦୧୪ (କାହାଣୀ ପ୍ରକାଶନ)

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର - ୨୦୦୫
  • ଜାନକୀବଲ୍ଲଭ ସ୍ମୃତି ସମ୍ମାନ - ୨୦୨୨[୩]

ଆଧାର[ସମ୍ପାଦନା]

  1. "ପଦ୍ମଶ୍ରୀ ଡ. ପ୍ରତିଭା ରାୟ ପାଇବେ ସାରଳା ସମ୍ମାନ". www.prameya.com. ପ୍ରମେୟ. Archived from the original on 4 July 2022. Retrieved 4 July 2022.
  2. "AKADEMI TRANSLATION PRIZES (1989-2021)". www.sahitya-akademi.gov.in. Sahitya Akademi. Archived from the original on 4 July 2022. Retrieved 4 July 2022.
  3. "ମଞ୍ଜୁ ମହାନ୍ତି, ପ୍ରଭାକର ସ୍ୱାଇଁ ଓ ଅଶୋକ ପଣ୍ଡା ପାଇବେ 'ଜାନକୀବଲ୍ଲଭ ସ୍ମୃତି ସମ୍ମାନ'". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 4 July 2022. Retrieved 4 July 2022.