ନୀତେଶ ଗଙ୍ଗଦେବ

ଉଇକିପିଡ଼ିଆ‌ରୁ
(Nitesh Gangadevରୁ ଲେଉଟି ଆସିଛି)
ନୀତେଶ ଗଙ୍ଗଦେବ
ନୀତେଶ ଗଙ୍ଗଦେବ
ସାଂସଦ: ୧୭ଶ ଲୋକ ସଭା
Assumed office
୨୦୧୯
ପୂର୍ବ ଅଧିକାରୀନଗେନ୍ଦ୍ର କୁମାର ପ୍ରଧାନ, ବିଜେଡି
ନିର୍ବାଚନ ମଣ୍ଡଳୀସମ୍ବଲପୁର
୧୫ଶ ବିଧାନ ସଭା ସଭ୍ୟ, ଓଡ଼ିଶା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀସଞ୍ଜୀବ କୁମାର ପ୍ରଧାନ, ବିଜେଡି
ନିର୍ବାଚନ ମଣ୍ଡଳୀଦେଓଗଡ଼
୧୩ଶ ବିଧାନ ସଭା ସଭ୍ୟ, ଓଡ଼ିଶା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀସୁବାଷ ଚନ୍ଦ୍ର ପାଣିଗ୍ରାହୀ (ବିଜେପି)
ପର ଅଧିକାରୀସଞ୍ଜୀବ କୁମାର ପ୍ରଧାନ, ବିଜେଡି
ନିର୍ବାଚନ ମଣ୍ଡଳୀଦେଓଗଡ଼
ବ୍ୟକ୍ତିଗତ ସବିଶେଷ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ
ବାପା/ବୋଉସ୍ୱର୍ଗତଃ ପ୍ରଦୀପ୍ତ ଗଙ୍ଗଦେବ (ବାପା)
ଘରପ୍ୟାଲେସ (ମ୍ୟୁନସିପାଲିଟି ସାହି), ଦେଓଗଡ଼, ପିନ: ୭୬୮୧୦୮ ଏବଂ
୨୦୫/୨୦୬, ପ୍ଲଟ ନମ୍ବର ୧୦୯, ସୂର୍ଯ୍ୟନଗର, ୟୁନିଟ-୪, ଭୁବନେଶ୍ୱର[୧]
ବୃତ୍ତିରାଜନୀତିଜ୍ଞ, କୃଷି, ସମାଜସେବୀ
ୱେବସାଇଟhttps://www.facebook.com/nitesh.gangadeb

ନୀତେଶ ଗଙ୍ଗଦେବ ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ । ସେ ସମ୍ବଲପୁରରୁ ୧୭ଶ ଲୋକ ସଭାକୁ ବିଜେପି ପକ୍ଷରୁ ନିର୍ୱାଚତ ହୋଇଥିଲେ ।[୨] ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ନଳିନୀ କାନ୍ତ ପ୍ରଧାନଙ୍କୁ ୯,୧୬୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୩] [୪]

ରାଜନୈତିକ ଜୀବନ[ସମ୍ପାଦନା]

କଂଗ୍ରେସ ପକ୍ଷରୁ ଛିଡ଼ାହୋଇ ସେ ଓଡ଼ିଶାର ୧୩ଶ ବିଧାନ ସଭାକୁ ଦେଓଗଡ଼ ନିର୍ବାଚନ ମଣ୍ଡଳୀରୁ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ମାର୍ଚ୍ଚ ୨୦୧୪ ମସିହାରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ ।[୫] ବିଜେପି ପକ୍ଷରୁ ସେ ୧୫ଶ ବିଧାନ ସଭାକୁ ପୁଣିଥରେ ନିର୍ବାଚିତ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସେ ସାଂସଦରୂପେ ନିର୍ବାଚିତ ହୋଇଥିଲେ ।[୪]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି" (PDF). Archived from the original (PDF) on 2021-04-13. Retrieved 2019-05-30. {{cite web}}: Cite has empty unknown parameter: |1= (help)
  2. "BJP Names Candidates for 5 Lok Sabha Constituencies, 22 Assembly Seats in Odisha". News18. Retrieved 2019-06-03.
  3. "General Election 2019 - Election Commission of India". results.eci.gov.in. Retrieved 2019-05-30.
  4. ୪.୦ ୪.୧ "Sambalpur Election result 2019: Nitesh Ganga Deb of BJP defeats BJD's Nalini Kanta Pradhan". TimesNow. Retrieved 24 May 2019.
  5. Pioneer, The. "Nitesh Ganga Deb joins BJP". The Pioneer (in ଇଂରାଜୀ). Retrieved 2019-06-03.