ନରେନ୍ଦ୍ର ଭୋଇ
ଦେଖଣା
(Narendra Bhoiରୁ ଲେଉଟି ଆସିଛି)
ନରେନ୍ଦ୍ର ଭୋଇ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ନୂର୍ପା, ମନମୁଣ୍ଡା, ବୌଦ୍ଧ ଜିଲ୍ଲା | ୨୨ ଜୁଲାଇ ୧୯୭୯
ବୃତ୍ତି | କବି |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ପୀଡ଼ା (୨୦୧୪) |
ପୁରସ୍କାର | ବସନ୍ତ ମୁଦୁଲି କବିତା ପୁରସ୍କାର[୧] |
ସଙ୍ଗୀ | ଭୁବନ ଭୋଇ (ବାପା) ଘରଯୋଗୀ ଭୋଇ (ମାଆ) |
ନରେନ୍ଦ୍ର ଭୋଇ (ଜନ୍ମ: ୧୯୭୯) ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ଜନ୍ମିତ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖକ । ସେ ତିନୋଟି କବିତା ପୁସ୍ତକର ରଚୟିତା ଏବଂ ତଥା ୨୦୧୪ରେ କବିତା ସଂକଳନ ପୀଡ଼ା ପର୍ବ ପାଇଁ ସାହିତ୍ୟ ଏକାଡେମୀ ଯୁବ ଏକାଡେମୀ ପୁରସ୍କାର ଲାଭକରିଥିଲେ ।
ଜୀବନୀ
[ସମ୍ପାଦନା]ନରେନ୍ଦ୍ର ଭୋଇ ଓଡ଼ିଶାର ବୌଦ୍ଧ ଜିଲ୍ଲାରେ ୧୯୭୯ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୨][୩]
ସାହିତ୍ୟ ରଚନା
[ସମ୍ପାଦନା]ନରେନ୍ଦ୍ର ଭୋଇ ମୁଖ୍ୟତଃ ଓଡ଼ିଆରେ କବିତା ରଚନା କରନ୍ତି ଓ ସେ ତିନୋଟି କବିତା ପୁସ୍ତକର ରଚୟିତା ।[୨][୩]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]୨୦୧୪ ମସିହାରେ କବିତା ସଂକଳନ ପୀଡ଼ା ପର୍ବ ପାଇଁ ନରେନ୍ଦ୍ର ଭୋଇ ସାହିତ୍ୟ ଏକାଡେମୀ ଯୁବ ଏକାଡେମୀ ପୁରସ୍କାର ଲାଭକରିଥିଲେ ।[୪] ୨୦୨୨ ବର୍ଷ ପାଇଁ ସେ ୨୦୨୩ ଅକ୍ଟୋବର ମାସରେ ସେ ବସନ୍ତ ମୁଦୁଲି କବିତା ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୧][୨][୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "'କବି ବସନ୍ତ ମୁଦୁଲି କବିତା ପୁରସ୍କାର' ଘୋଷଣା: ୨୦୨୨ ପାଇଁ ନରେନ୍ଦ୍ର ଭୋଇ, ୨୦୨୩ ପାଇଁ ଚିତ୍ତରଞ୍ଜନ ନାୟକ ହେବେ ପୁରସ୍କୃତ". Sambad (in ଆମେରିକୀୟ ଇଂରାଜୀ). 2023-10-16. Retrieved 2023-10-20.
- ↑ ୨.୦ ୨.୧ ୨.୨ Otv, News Desk. "'କବି ବସନ୍ତ ମୁଦୁଲି କବିତା' ପୁରସ୍କାର ଘୋଷଣା: ପୁରସ୍କୃତ ହେବେ କବି ନରେନ୍ଦ୍ର ଭୋଇ, କବି ଚିତ୍ତରଞ୍ଜନ ନାୟକ". ‘କବି ବସନ୍ତ ମୁଦୁଲି କବିତା’ ପୁରସ୍କାର ଘୋଷଣା: ପୁରସ୍କୃତ ହେବେ କବି ନରେନ୍ଦ୍ର ଭୋଇ, କବି ଚିତ୍ତରଞ୍ଜନ ନାୟକ. Retrieved 2023-10-20.
- ↑ ୩.୦ ୩.୧ Mallick, Rakesh (2023-10-17). "ନରେନ୍ଦ୍ର ଏବଂ ଚିତ୍ତରଞ୍ଜନ ପାଇବେ 'କବି ବସନ୍ତ ମୁଦୁଲି କବିତା ପୁରସ୍କାର' -" (in ଆମେରିକୀୟ ଇଂରାଜୀ). Retrieved 2023-10-20.
- ↑ Guest (2020-09-21). "ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୧ ପାଇଁ ପୁସ୍ତକ ଆହ୍ୱାନ : ଅକ୍ଟୋବର ୨୦ ସୁଦ୍ଧା ଆବେଦନ କରନ୍ତୁ ଲେଖକ, ପ୍ରକାଶକ". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2023-10-20.
- ↑ "କବି ବସନ୍ତ ମୁଦୁଲି କବିତା ପୁରସ୍କାର ଘୋଷଣା" (PDF). ସମୟ. 2023-10-17. Archived from the original (PDF) on 2023-10-20. Retrieved 20 October 2023.
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ନରେନ୍ଦ୍ର ଭୋଇ
ବାବଦରେ ମାଧ୍ୟମ ରହିଛି ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |