ଲକ୍ଷ୍ମୀ ନାରାୟଣ ଭଞ୍ଜ ଦେଓ
ଦେଖଣା
(Laxmi Narayan Bhanj Deoରୁ ଲେଉଟି ଆସିଛି)
ଲକ୍ଷ୍ମୀ ନାରାୟଣ ଭଞ୍ଜ ଦେଓ | |
|---|---|
| ସାଂସଦ: ୩ୟ ଲୋକ ସଭା | |
| କାର୍ଯ୍ୟକାଳ ୧୯୬୨ – ୧୯୬୭ | |
| ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
| ସାଂସଦ: ୨ୟ ଲୋକ ସଭା | |
| କାର୍ଯ୍ୟକାଳ ୧୯୫୭ – ୧୯୬୨ | |
| ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
| ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୫୨ – ୧୯୫୭ | |
| ପର ଅଧିକାରୀ | ଜନାର୍ଦନ ଭଞ୍ଜ ଦେଓ, କୃଷ୍ଣ ଚନ୍ଦ୍ର ମହାପାତ୍ର |
| ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
| ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୪୬ – ୧୯୫୨ | |
| ନିର୍ବାଚନ ମଣ୍ଡଳୀ | କେନ୍ଦୁଝର |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୫ ଜୁଲାଇ ୧୯୧୨ |
| ମୃତ୍ୟୁ | ୯ ଜୁଲାଇ ୧୯୮୬ (ବୟସ ୭୩) |
| ରାଜନୀତିକ ଦଳ | କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ସ୍ୱାଧୀନ |
| ଜୀବନ ସାଥୀ | ଏ. ସାଉ ପ୍ରେମଲତିକା ରାଜେ |
| ସନ୍ତାନ | ୧ ପୁଅ, ୩ ଝିଅ |
| ବାପା/ବୋଉ | ରାଜା ଗୋବିନ୍ଦ ନାରାୟଣ ଭଞ୍ଜ ଦେଓ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ଲକ୍ଷ୍ମୀ ନାରାୟଣ ଭଞ୍ଜ ଦେଓ (ଜନ୍ମ: ୨୫ ଜୁଲାଇ ୧୯୧୨ - ୯ ଜୁଲାଇ ୧୯୮୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସ୍ୱାଧୀନତା ପୂର୍ବରୁ ଏବଂ ପରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସେ କାର୍ଯ୍ୟ କରିଥିଲେ । ୧୯୪୬ ମସିହାରେ ପରାଧୀନ ଭାରତରେ ୨ୟ ଓଡ଼ିଶା ବିଧାନ ସଭାକୁ ଏବଂ ସ୍ୱାଧୀନତା ପରେ ୧୯୫୨ ମସିହାର ୧ମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କେନ୍ଦୁଝର ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଆଧାର
[ସମ୍ପାଦନା]- ↑ "Late Laxmi Narayan Bhanj Deo". odishaassembly.nic.in. Odisha Assembly. Retrieved 15 July 2019.