କିଶୋର ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
(Kishore Panigrahiରୁ ଲେଉଟି ଆସିଛି)
କିଶୋର ପାଣିଗ୍ରାହୀ
Kishore Panigrahi at Salandi Book Fair, Bhadrak in 2023
୨୦୨୩ ମସିହାର ଭଦ୍ରକ ସାଳନ୍ଦୀ ପୁସ୍ତକ ମେଳାରେ କିଶୋର ପାଣିଗ୍ରାହୀ ।
ଜନ୍ମ (1971-12-11) ୧୧ ଡିସେମ୍ବର ୧୯୭୧ (ବୟସ ୫୨)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)କବି, ଲେଖକ, ସମାଲୋଚକ
ପିତାମାତାକାହ୍ନୁଚରଣ ପାଣିଗ୍ରାହୀ (ବାପା)
ପୁରସ୍କାରବସନ୍ତ ମୁଦୁଲି କବିତା ପୁରସ୍କାର, ୨୦୧୭

କିଶୋର ପାଣିଗ୍ରାହୀ ([kisoɾɔ paɳigrahi‌] (listen)) (ଜନ୍ମ: ୧୧ ଡିସେମ୍ବର ୧୯୭୧) ଜଣେ ଓଡ଼ିଆ କବି, ଲେଖକ ଓ ସମାଲୋଚକ । ୨୦୧୭ ମସିହାରେ ସେ ତାଙ୍କୁ ବସନ୍ତ ମୁଦୁଲି କବିତା ପୁରସ୍କାର ପ୍ରଦାନ କରାଯାଇଥିଲା ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

କିଶୋର ପାଣିଗ୍ରାହୀ ୧୯୭୧ ମସିହାର ଡିସେମ୍ବର ୧୧ ତାରିଖରେ ଭଦ୍ରକ ଜିଲ୍ଲାର ଧାମନଗରସ୍ଥିତ ବିରୁହାଁଠାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପା କାହ୍ନୁଚରଣ ପାଣିଗ୍ରାହୀ ଜଣେ ଶିଶୁ ସାହିତ୍ୟିକ । ସେ ପେଷାରେ ଜଣେ ଅଧ୍ୟାପକ ।[୩]

ରଚନାବଳୀ[ସମ୍ପାଦନା]

  • ନିଆରା ନଈର ରିଆଜ୍ (୨୦୨୩, ଟାଇମ୍‌ପାସ୍)
  • ଅଛି (୨୦୨୨, ବର୍ଷା ପବ୍ଲିକେଶନ୍)
  • ଦୁଇଟି ପାଟଳ ପାଦ (ଅନୁବାଦ)
  • ଚୋଟ
  • କ୍ଷତ
  • ଶଂଖଚିଲ (୨୦୨୨, ଟାଇମ୍‌ପାସ୍)‌
  • ସେକ୍‌ସ୍‌ପିଅର କାହାଣୀ
  • ସମାନଙ୍କ ଶ୍ରେଷ୍ଠଗଳ୍ପ (ଅନୁବାଦ)

ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ବସନ୍ତଙ୍କ କବିତାରେ ଥିଲା ଭିନ୍ନ ଦିଗନ୍ତ". ଧରିତ୍ରୀ. 28 March 2022. p. ୧୩. Retrieved 28 March 2022.
  2. "ଅଳ୍ପ ଆଳାପ: କିଶୋର ପାଣିଗ୍ରାହୀ". ସମ୍ବାଦ. 21 April 2024. p. ୮. Archived from the original on 21 April 2024. Retrieved 21 April 2024.
  3. "ଚନ୍ଦ୍ର କୁମାର ମହାନ୍ତି ପଞ୍ଚମ ସ୍ମୃତି ଉତ୍ସବ". Sambad. ବାଲେଶ୍ୱର. 11 October 2021. Archived from the original on 20 February 2023. Retrieved 20 February 2023.
  4. "୨୭ରେ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ". No. ସମ୍ବାଦ ୧୫/୦୮/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 25 March 2022. Retrieved 25 March 2022.

ବାହାର ଲିଙ୍କ୍[ସମ୍ପାଦନା]