Jump to content

କିଏ ଦବ ଟକ୍କର

ଉଇକିପିଡ଼ିଆ‌ରୁ
(Kie Daba Takkarରୁ ଲେଉଟି ଆସିଛି)
କିଏ ଦବ ଟକ୍କର
ନିର୍ଦ୍ଦେଶକଏସ୍ କେ ମୁରଲୀଧରନ୍‌
ପ୍ରଯୋଜକଭରତ ଗୌରବ ଦାସ
ସଂଳାପନିର୍ମଳ ନାୟକ
ଚିତ୍ରନାଟ୍ୟଏସ୍ କେ ମୁରଲୀଧରନ୍‌
କାହାଣୀଏସ୍ କେ ମୁରଲୀଧରନ୍‌
କଳାକାରପ୍ରଦୀପ ଦତ୍ତ
ପତ୍ରାଳୀ ଚଟୋପାଧ୍ୟାୟ
ମିହିର ଦାସ
ଅପରାଜିତା ମହାନ୍ତି
ସିଦ୍ଧାନ୍ତ ମହାପାତ୍ର
ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଭଗତ ସିଂ
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୧ ଅପ୍ରେଲ ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ

କିଏ ଦବ ଟକ୍କର, ୨୦୧୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଭରତ ଗୌରବ ଦାସ । ଏସ୍ କେ ମୂରଲୀଧରନ୍ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ନିର୍ମଳ ନାୟକ ସଂଳାପ ରଚନା କରିଥିଲେ । ଏସ୍ ଏକ ମୂରଲୀଧରନ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[] ଅଭିଜିତ ମଜୁମଦାର ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ

ପ୍ରଦୀପ ଦତ୍ତ, ପତ୍ରାଳୀ ଚଟ୍ଟୋପାଧ୍ୟାୟ, ମିହିର ଦାସ, ଅପରାଜିତା ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ସୁଧାକର ବସନ୍ତ, ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଚଳଚ୍ଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ

[ସମ୍ପାଦନା]

ଗୀତ ଓ ସଙ୍ଗୀତ

[ସମ୍ପାଦନା]

ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର

କ୍ରମଗୀତସମୟ
1."ଡିସ୍କୋ ଜମାନା" 
2."ଏ ଜାଇଫୁଲ ଲୋ" 
3."କିଏ ଦେବ ଟକ୍କର" 
4."ମନ ଚଞ୍ଚଳ ତୋ ପାଇଁ" 
5."ନାଲି ନାଲି ତୋ ଚେହେରା" 
6."ଓରେ ପ୍ରିୟା" 
  1. "ଆର୍କାଇଭ୍ କପି". Archived from the original on 2025-02-24. Retrieved 2016-02-11. {{cite web}}: Cite has empty unknown parameter: |1= (help)
  2. "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
  3. "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍‌'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
  4. "ଟକ୍କର ଦେବା ପାଇଁ ପରଦାକୁ ଫେରୁଛନ୍ତି ବୋବାଲ ଟୋକା ! | Kanak Lifestyle". OllyBolly (in ଆମେରିକୀୟ ଇଂରାଜୀ). 2018-04-10. Archived from the original on 2019-06-21. Retrieved 2019-06-21.
  5. "ଏହି ଦୁଇ ବଙ୍ଗୀୟ ନାୟିକା ପ୍ରଥମ ସିନେମାରେ କିସିଂ ସିନ୍‌ ଦେଇଥିଲେ". Sambad. ଓଡ଼ିଶା. 8 January 2019. Archived from the original on 9 January 2019. Retrieved 10 January 2019.
  6. "ଯାତ୍ରା ଛାଡ଼ି ପୁଣି ସିନେମାରେ ସୁଧାକର". ସମ୍ବାଦ. ଭୁବନେଶ୍ୱର. 6 September 2025. p. ୧୦. Archived from the original on 6 September 2025. Retrieved 6 September 2025.
  7. "ପୁଣି ଭିନ୍ନ ଧରଣର ଭୂମିକାରେ ନଜର ଆସିବେ ସିଦ୍ଧାନ୍ତ". Sambad. 21 May 2023. Archived from the original on 18 September 2023. Retrieved 18 September 2023.

ବାହାର ଆଧାର

[ସମ୍ପାଦନା]