ଜଗା ହାତରେ ପଘା (୨୦୧୫)

ଉଇକିପିଡ଼ିଆ‌ରୁ
(Jaga Hatare Pagha (2015)ରୁ ଲେଉଟି ଆସିଛି)
ଜଗା ହାତରେ ପଘା
ନିର୍ଦ୍ଦେଶକମୂରଲି କ୍ରିଷ୍ଣା
ପ୍ରଯୋଜକଜାଗି ମଙ୍ଗଦ ପଣ୍ଡା
ସଂଳାପନିର୍ମଳ ନାୟକ
କଳାକାରଅନୁଭବ ମହାନ୍ତି
ଝିଲିକ୍ ଭଟ୍ଟାଚାର୍ଯ୍ୟ
ଏଲିନା ସାମନ୍ତରାୟ
ବୁଦ୍ଧାଦିତ୍ୟ ମହାନ୍ତି
ମହାଶ୍ୱେତା ରାୟ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଅଭିରାମ ମିଶ୍ର
ମୁକ୍ତିଲାଭ ତାରିଖ
୧୮ ଅକ୍ଟୋବର ୨୦୧୫
ଦେଶଭାରତ
ଭାଷାଓଡ଼ିଆ

ଜଗା ହାତରେ ପଘା, ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର 'ତରଙ୍ଗ ସିନେ ପ୍ରଡକ୍ସନ'ର ୩ୟ ଚଳଚ୍ଚିତ୍ର ଥିଲା ।[୨] ଜାଗି ମଙ୍ଗଦ ପଣ୍ଡା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ମୂରଲି କ୍ରିଷ୍ଣା କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ କଥାଚିତ୍ରଟିର ଗୀତଗୁଡ଼ିକର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଓ ଝିଲିକ୍ ଭଟ୍ଟାଚାର୍ଯ୍ୟ ।[୩] ଜଗା ହାତରେ ପଘା ଶୀର୍ଷକରେ ୧୯୮୫ ମସିହାରେ ଚଳଚ୍ଚିତ୍ରଟିଏ ନିର୍ମାଣ ହୋଇଥିଲା । ବୁଦ୍ଧାଦିତ୍ୟ ମହାନ୍ତି ପ୍ରଥମ ଥର ପାଇଁ ଏହି ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।[୪] ଅଭିନେତ୍ରୀ ଏଲିନା ସାମନ୍ତ ରାୟ ଏହି କଥାଚିତ୍ରଟିରେ ଅନ୍ୟତମ ନାୟିକା ଭାବରେ ଅଭିନୟ କରିଥିଲେ ।[୫][୬][୭] ଅଜିତ ଦାସ, ମୀନକେତନ, ଅସୀତ ପତି, କାଳିଆ ପ୍ରମୁଖ କଳାକାରମାନେ କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରର ସୁଟିଂ ଚାଲୁଥିବା ବେଳ ଅଭିନେତ୍ରୀ ମହାଶ୍ୱେତା ରାୟ ଆହାତ ହୋଇଥିଲେ ।[୮]

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ । ଉଦିତ ନାରାୟଣ, ବିନୋଦ ରାଠୋର, ଇରା ମହାନ୍ତି, ତପୁ ମିଶ୍ର, ଗୁଡଲି ରଥ, ବିଶ୍ୱଜିତ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୫]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ମିଠା ମିଠା ସ୍ୱପ୍ନ" 
2."ତୁ କ‌ହ୍ନେଇ ତୁ ମୋ ଜଗା" 
3."ତୁ କ‌ହ୍ନେଇ ତୁ ମୋ ଜଗା(ଦୁଃଖ)" 
4."କୋଉଠୁ ଆସିଲୁ ଜାଣେନା" 
5."ଆଖି ମିଶେଇଲେ ହସୁଛୁ" 
6."ଜଗା ହାତରେ ପଘା" 
7."ତୋ ପାଇଁ କି ଦିଲ୍‌ଟା ମୋର" 

ଆଧାର[ସମ୍ପାଦନା]

  1. "ଏଲିନା ଓ ଜିନା ଏକାଠି". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
  2. "Jaga Hatare Pagha (ଜଗା ହାତରେ ପଘା) - 2015 Odia Action Film". odiaportal. Retrieved 10 September 2016.
  3. "JAGA HATARE PAGHA ODIA MOVIE OF ANUBHAV, JHILIK, ELINA, TARANG". Incredible Orissa. 15 October 2015. Retrieved 10 September 2016.
  4. "ତରଙ୍ଗ ସିନେ ପ୍ରଡକ୍ସନର ତୃତୀୟ ଅବଦାନ 'ଜଗା ହାତରେ ପଘା'ର ସୁଟିଂ ଆଗେଇ ଚାଲିଛି". Odisha Reporter. 9 September 2015. Retrieved 10 September 2016.
  5. "'ଇସ୍କ'ର ଦୋଳିରେ ଝୁଲୁଛନ୍ତି ଏଲିନା". ସମାଜ (ରବିବାର) (in Odia). ଓଡ଼ିଶା. 2 September 2018. Archived from the original on 2 September 2018. Retrieved 2 September 2018.{{cite news}}: CS1 maint: unrecognized language (link)
  6. "ଇସ୍କରୁ ଅରୁନ୍ଧତୀ". ସମ୍ବାଦ. sambad.in. 6 October 2021. Archived from the original on 12 November 2021. Retrieved 12 November 2021.
  7. "ଏଲିନାଙ୍କ ଉତ୍ସାହ". ପ୍ରମେୟ. No. ରବିବାର. 22 January 2023. Archived from the original on 23 March 2023. Retrieved 23 March 2023.
  8. "'ଜଗା ହାତରେ ପଘା' ସୁଟିଂ ବେଳେ ଓଡ଼ିଅା ଅଭିନେତ୍ରୀ ମହେଶ୍ୱେତା ରାୟ ଅାହତ". Dailyhunt. 4 October 2015. Retrieved 10 September 2016.
  9. "ଗୋଟିଏ ସିନେମାରେ ଏକାଠି ଆସିଛନ୍ତି ଝିଲିକ୍‌ ଓ ଏଲିନା". sambad.in. 18 April 2018. Retrieved 6 June 2018.
  10. "ସବ୍ୟସାଚୀଙ୍କ ସହ କେବେ ଝିଲିକ୍‌". sambad.in. 11 May 2018. Retrieved 6 June 2018.
  11. "ଏଲିନାଙ୍କୁ ମିଳିଛି ଏଇ ପାଞ୍ଚ ନାୟକଙ୍କ ସାଥ୍‌". Sambad.in. 25 October 2017. Retrieved 26 October 2017.
  12. "ଏହି ବ୍ୟାନର୍‌ରୁ ବାଦ୍‌ ପଡ଼ିଲେ ଏଲିନା!". sambad.in. 28 March 2018. Retrieved 2 April 2018.
  13. "ଓଲିଉଡକୁ ଫେରିଲେ ଏହି ଲୋକପ୍ରିୟ ନାୟକ | Sambad". Sambad (in Odia). ଓଡ଼ିଶା. 16 September 2018. Archived from the original on 18 September 2018. Retrieved 17 September 2018.{{cite news}}: CS1 maint: unrecognized language (link)
  14. "ବୁଦ୍ଧାଦିତ୍ୟଙ୍କ 'ଆସ୍ତିକ ନାସ୍ତିକ'". ନିର୍ଭୟ. 4 July 2022. p. 10. Archived from the original on 27 October 2022. Retrieved 27 October 2022.
  15. "ରିଲିଜ ହେଲା 'ଜଗା ହାତରେ ପଘା'ର ଅଡିଓ". Odisha Reporter. 29 September 2015. Retrieved 10 September 2016.

ଅଧିକ ତଥ୍ୟ[ସମ୍ପାଦନା]