ଦେବଯାନୀ (ଓଡ଼ିଆ କଥାଚିତ୍ର)
ଦେଖଣା
(Debajani (Odia Film)ରୁ ଲେଉଟି ଆସିଛି)
ଦେବଯାନୀ | |
---|---|
ନିର୍ଦ୍ଦେଶକ | ବ୍ୟୋମକେଶ ତ୍ରିପାଠୀ |
ସଂଳାପ | ବ୍ୟୋମକେଶ ତ୍ରିପାଠୀ |
ଚିତ୍ରନାଟ୍ୟ | ବ୍ୟୋମକେଶ ତ୍ରିପାଠୀ |
କଳାକାର | ଅଜିତ ଦାସ ଶ୍ରବଣୀ ରାୟ ରାମଚନ୍ଦ୍ର ପ୍ରତିହାରୀ ଚକ୍ରପାଣି ବ୍ୟୋମକେଶ ତ୍ରପାଠୀ ପୂର୍ଣ୍ଣିମା |
ସଙ୍ଗୀତ | ପ୍ରଫୁଲ୍ଲ କର |
ଚିତ୍ରଗ୍ରହଣ | କେ. ଏସ୍. ପ୍ରସାଦ |
ସମ୍ପାଦକ | ଏ. ସଞ୍ଜୀବ |
ମୁକ୍ତିଲାଭ ତାରିଖ | ୧୦ ଅପ୍ରେଲ ୧୯୮୧ |
କଥାଚିତ୍ରର ସମୟ | ୧୩୬ ମିନିଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଦେବଯାନୀ, ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ବ୍ୟୋମକେଶ ତ୍ରିପାଠୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ଅଜିତ ଦାସ, ଶ୍ରବଣୀ ରାୟ, ରାମଚନ୍ଦ୍ର ପ୍ରତିହାରୀ, ଚକ୍ରପାଣି, ବ୍ୟୋମକେଶ ତ୍ରପାଠୀ, ପୂର୍ଣ୍ଣିମା, ନିର୍ମଳ, ଶାନ୍ତି, ମଞ୍ଜୁ, ଜୋତ୍ସ୍ନା ଦାସ, ଭାନୁମତି ଦେବୀ, ସରସ୍ୱତୀ, ଉମାପଦ ନନ୍ଦ, ରିତା ବିଶ୍ୱାଳ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଅଜିତ ଦାସ
- ଶ୍ରବଣୀ ରାୟ
- ରାମଚନ୍ଦ୍ର ପ୍ରତିହାରୀ
- ଚକ୍ରପାଣି
- ବ୍ୟୋମକେଶ ତ୍ରପାଠୀ
- ପୂର୍ଣ୍ଣିମା
- ନିର୍ମଳ
- ଶାନ୍ତି
- ମଞ୍ଜୁ
- ଜ୍ୟୋତ୍ସ୍ନା ଦାସ[୨][୩][୪]
- ଭାନୁମତି ଦେବୀ
- ସରସ୍ୱତୀ
- ଉମାପଦ ନନ୍ଦ
- ରିତା ବିଶ୍ୱାଳ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ବାଣୀ ଜୟରାମ, ଚିତ୍ତ ଜେନା, ପ୍ରଣବ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
- ↑ "ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ". ସମ୍ବାଦ. ବ୍ରହ୍ମପୁର: ସମ୍ବାଦ. 15 July 2020. Archived from the original on 15 July 2020. Retrieved 15 July 2020.
- ↑ "ପରଲୋକରେ ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସ". Samaja Live. 15 July 2020. Archived from the original on 15 July 2020. Retrieved 15 July 2020.
- ↑ "ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ | Sambad". ସମ୍ବାଦ. sambad.in. 14 July 2020. Archived from the original on 15 July 2020. Retrieved 15 July 2020.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଦେବଯାନୀ