ଦେବଯାନୀ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
(Debajani (Odia Film)ରୁ ଲେଉଟି ଆସିଛି)
ଦେବଯାନୀ
ନିର୍ଦ୍ଦେଶକବ୍ୟୋମକେଶ ତ୍ରିପାଠୀ
ସଂଳାପବ୍ୟୋମକେଶ ତ୍ରିପାଠୀ
ଚିତ୍ରନାଟ୍ୟବ୍ୟୋମକେଶ ତ୍ରିପାଠୀ
କଳାକାରଅଜିତ ଦାସ
ଶ୍ରବଣୀ ରାୟ
ରାମଚନ୍ଦ୍ର ପ୍ରତିହାରୀ
ଚକ୍ରପାଣି
ବ୍ୟୋମକେଶ ତ୍ରପାଠୀ
ପୂର୍ଣ୍ଣିମା
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣକେ. ଏସ୍. ପ୍ରସାଦ
ସମ୍ପାଦକଏ. ସଞ୍ଜୀବ
ମୁକ୍ତିଲାଭ ତାରିଖ
୧୦ ଅପ୍ରେଲ ୧୯୮୧
କଥାଚିତ୍ରର ସମୟ
୧୩୬ ମିନିଟ
ଦେଶ ଭାରତ
ଭାଷାଓଡ଼ିଆ

ଦେବଯାନୀ, ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ବ୍ୟୋମକେଶ ତ୍ରିପାଠୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଅଜିତ ଦାସ, ଶ୍ରବଣୀ ରାୟ, ରାମଚନ୍ଦ୍ର ପ୍ରତିହାରୀ, ଚକ୍ରପାଣି, ବ୍ୟୋମକେଶ ତ୍ରପାଠୀ, ପୂର୍ଣ୍ଣିମା, ନିର୍ମଳ, ଶାନ୍ତି, ମଞ୍ଜୁ, ଜୋତ୍ସ୍ନା ଦାସ, ଭାନୁମତି ଦେବୀ, ସରସ୍ୱତୀ, ଉମାପଦ ନନ୍ଦ, ରିତା ବିଶ୍ୱାଳ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ବାଣୀ ଜୟରାମ, ଚିତ୍ତ ଜେନା, ପ୍ରଣବ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ" (PDF). ସିନେ ସମ୍ବାଦ. Internet Archive. 2 August 1997. Retrieved 15 July 2020.
  2. "ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ". ସମ୍ବାଦ. ବ୍ରହ୍ମପୁର: ସମ୍ବାଦ. 15 July 2020. Archived from the original on 15 July 2020. Retrieved 15 July 2020.
  3. "ପରଲୋକରେ ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସ". Samaja Live. 15 July 2020. Archived from the original on 15 July 2020. Retrieved 15 July 2020.
  4. "ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସଙ୍କ ବିୟୋଗ | Sambad". ସମ୍ବାଦ. sambad.in. 14 July 2020. Archived from the original on 15 July 2020. Retrieved 15 July 2020.

ବାହାର ଆଧାର[ସମ୍ପାଦନା]