ଦେବଯାନୀ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ ରୁ
Jump to navigation Jump to search
ଦେବଯାନୀ
ନିର୍ଦ୍ଦେଶକବ୍ୟୋମକେଶ ତ୍ରିପାଠୀ
ସଂଳାପବ୍ୟୋମକେଶ ତ୍ରିପାଠୀ
ଚିତ୍ରନାଟ୍ୟବ୍ୟୋମକେଶ ତ୍ରିପାଠୀ
କଳାକାରଅଜିତ ଦାସ
ଶ୍ରବଣୀ ରାୟ
ରାମଚନ୍ଦ୍ର ପ୍ରତିହାରୀ
ଚକ୍ରପାଣି
ବ୍ୟୋମକେଶ ତ୍ରପାଠୀ
ପୂର୍ଣ୍ଣିମା
ସଙ୍ଗୀତପ୍ରଫୁଲ୍ଲ କର
ଚିତ୍ରଗ୍ରହଣକେ. ଏସ୍. ପ୍ରସାଦ
ସମ୍ପାଦକଏ. ସଞ୍ଜୀବ
ମୁକ୍ତିଲାଭ ତାରିଖ
୧୦ ଅପ୍ରେଲ ୧୯୮୧
କଥାଚିତ୍ରର ସମୟ
୧୩୬ ମିନିଟ
ଦେଶ ଭାରତ
ଭାଷାଓଡ଼ିଆ

ଦେବଯାନୀ, ୧୯୮୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ବ୍ୟୋମକେଶ ତ୍ରିପାଠୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ଅଜିତ ଦାସ, ଶ୍ରବଣୀ ରାୟ, ରାମଚନ୍ଦ୍ର ପ୍ରତିହାରୀ, ଚକ୍ରପାଣି, ବ୍ୟୋମକେଶ ତ୍ରପାଠୀ, ପୂର୍ଣ୍ଣିମା, ନିର୍ମଳ, ଶାନ୍ତି, ମଞ୍ଜୁ, ଜୋତ୍ସ୍ନା ଦାସ, ଭାନୁମତି ଦେବୀ, ସରସ୍ୱତୀ, ଉମାପଦ ନନ୍ଦ, ରିତା ବିଶ୍ୱାଳ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ପ୍ରଫୁଲ୍ଲ କର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ଗୀତ ରଚନା କରିଥିଲେ । ବାଣୀ ଜୟରାମ, ଚିତ୍ତ ଜେନା, ପ୍ରଣବ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିବା ଓଡ଼ିଆ ଫିଲ୍ମ". ସିନେ ସମ୍ବାଦ. 2 August 1997. |access-date= requires |url= (help)

ବାହାର ଆଧାର[ସମ୍ପାଦନା]